ମେଥିର ପାଣିରେ ୩ ଥର ଧୁଅନ୍ତୁ କେଶକୁ ? ତା’ପରେ ଦେଖନ୍ତୁ କମାଲ !

ଯେମିତିକି ଆପଣମାନେ ଜାଣିଛନ୍ତି ଆଜିକାଲିର ଜୀବନଚର୍ଯ୍ୟା ଓ ଖାଦ୍ୟପେୟ କାରଣରୁ ବହୁତ ଲୋକ ଅନେକ ରୋଗରେ ଆକ୍ରାନ୍ତ ଏବଂ ସେହି ରୋଗରୁ ରକ୍ଷା ପାଇଁ ବିଭିନ୍ନ ପ୍ରକାରର ଉପଚାର ଉପଲବ୍ଧ । କିନ୍ତୁ ସେହି ଉପଚାର ସମସ୍ତଙ୍କ ପାଇଁ ଲାଭଦାୟକ ହେଉନାହିଁ । ଉପଚାର କରାଇବା ପାଇଁ ସମୟ ଓ ଟଙ୍କା ନଷ୍ଟ ହୋଇଥାଏ । ଆଜିର ଏହି ପୋଷ୍ଟଓ ମାଧ୍ୟମରେ ମୁଁ ଆପଣଙ୍କୁ ଏମିତି ଏକ ଉପଚାର ବିଷୟରେ କହିବି ଯାହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଉପାୟ ?
ଆଜିର ଏହି ଭିଡ଼ିଓରେ ମୁଁ ଯେଉଁ ଉପାୟ ବିଷୟରେ ଆପଣଙ୍କୁ କହିବି ସେହି ଉପାୟ ହେଲା ମେଥି ଦାନାର । ଏହି ଉପାୟ କରିବା ପାଇଁ ଆପଣଙ୍କୁ ମେଥିର ଦାନା ୨୪ ଘଣ୍ଟା ପର୍ଯ୍ୟନ୍ତ ଭେଦେଇ ରଖିବାକୁ ହେବ । ଏହାପରେ ମେଥିର ପାଣିକୁ ଅଲଗା କରିନିଅନ୍ତୁ । ତାପରେ ଏହି ପାଣିକୁ ନିଜ କେଶରେ ଲଗାନ୍ତୁ । ଏହାପରେ କେଶକୁ ଲଗାଇବାର ୩ ରୁ ୪ ଘଣ୍ଟା ପରେ ଉଷୁମ ପାଣିରେ ଧୋଇନିଅନ୍ତୁ । ଏମିତି ଲଗାତାର ୧୫ ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା କେଶ ମଜଭୁତ ଓ ଘନ ହୋଇଯାଏ ।
ଯଦି ଆପଣଙ୍କୁ କେଶ ଜନିତ ସମସ୍ୟା ଅଛି ତେବେ ଏହି ଉପାୟ ନିହାତି ପ୍ରୟୋଗ କରି ଦେଖନ୍ତୁ । ଆପଣଙ୍କୁ ଅଳ୍ପ ଦିନରେ ଭଲ ପରିଣାମ ମିଳିବ । ଏହା ବହୁ ପରୀକ୍ଷିତ ଅଟେ ।