ବିଚାର

ନିୟତି ର ନିୟମକୁ କେହି ବଦଳେଇ ପାରିବେ ନାହିଁ, ରବିବାର ଠାରୁ ଆରମ୍ଭ ହେଉଛି ଏହି ୩ଟି ରାଶିର ରାଜଯୋଗ

ଆପଣଙ୍କ ଆସନ୍ତା ସମୟ ବହୁତ ଶୁଭ ଏବଂ ବହୁତ ଶାନଦାର ହବାକୁ ଯାଉଛି, ଅଫିସ ଲୋକଙ୍କ ସହ ବାଦ ବିବାଦ ହୋଇ ପାରେ ସେଥିପାଇଁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ମନ ଓ ମସ୍ତିସ୍କ ନିୟନ୍ତ୍ରଣ ରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଖରାପ ସାଙ୍ଗମାନଙ୍କ ଦ୍ଵାରା ହାନି ହୋଇ ପାରେ । ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଏକୁଟିଆ ଲୋକଙ୍କୁ କୌଣସି ପ୍ରକାର ସାହାଯ୍ୟ ପ୍ରାପ୍ତ ହବାର ଆସା ଅଛି, ହଟାତ କୌଣସି କାମ ପାଇଁ ଆପଣଙ୍କୁ ରାଗ ଲାଗିବ କିନ୍ତୁ ବହୁତ ଶୀଘ୍ର ସାନ୍ତ ମଧ୍ୟ ହୋଇ ଯିବେ । ଆକସ୍ମିକ ଧନ ପ୍ରାପ୍ତି ହେବ ।

ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଘର ପରିବାର ରେ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ । ଆପଣଙ୍କ ପରିଶ୍ରମ ପ୍ରଶଂସା ଲୋକ କରିବେ, ପରିଶ୍ରମ ପାଇଁ ସଫଳତା ପ୍ରାପ୍ତି ହୋଇ ପାରେ ।  ଆପଣ କୌଣସି ପ୍ରକାର ଚିନ୍ତା କରନ୍ତୁ ନାହିଁ, ସମ୍ପତ୍ତି ସମ୍ବନ୍ଧିତ କାମରେ ଆପଣଙ୍କୁ ସାବଧାନ ରହିବା ଉଚିତ ।

ଆପଣଙ୍କ ଚାକିରି ଖୋଜିବା ସମାପ୍ତ ହୋଇ ଜୀବ, ଆପଣଙ୍କୁ କୌଣସି ଭଲ ଚାକିରି ପ୍ରାପ୍ତ ହବ ସକାରାତ୍ମକ ଭାବ ରଖିବା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆପଣଙ୍କ ପାଇଁ ସହଜ ଦେଖା ଯାଉ ନାହିଁ, ଆପଣ ଘର କାରଣରୁ ଚିନ୍ତା ରେ ରହିବେ । ସ୍ଵାଭିମାନ କୁ ଆଘାତ ଲାଗି ପାରେ, ଲକ୍ଷ କୁ ଫୋକସ କରି ରଖନ୍ତୁ ବହୁତ ଆଗକୁ ଯିବେ । କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

କିଛି ଭାବନାତ୍ମକ ଅସୁବିଧା ମଧ୍ୟ ହୋଇ ପାରେ, ବିବାହିତ ଲୋକ ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମା ବା ଅନ୍ୟ ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତାରେ ରହିବେ ଲୋକଙ୍କୁ ନିବେଶ କରିବାରୁ ବଞ୍ଚିବା ଉଚିତ । ଭଲ କଥା ବାର୍ତ୍ତା ଏବଂ ସ୍ଵଭାବ ଆପଣଙ୍କ ଲାଭ ପାଇଁ ବହୁତ ଗୁଡେ ରାସ୍ତା ଦେଖେଇବ, ସମସ୍ୟା ସମୟରେ ବୁଦ୍ଧି ଖର୍ଚ କରନ୍ତୁ ନିଜ ଜୀବନ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ । ଆମେ ଯେଉଁ ରାଶି ବିଷୟରେ କହୁଛୁ ସେମାନେ ହେଲେ ସିଂହ, ତୁଳା ଓ ମୀନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button