ନୀତି
-
ଆପଣ କରୁଛନ୍ତି କି କୌଣସି ଦାନ , ତେବେ ଜାଣି ରଖନ୍ତୁ ଏହାର ଉଚିତ୍ ବିଧି
ଶାସ୍ତ୍ରରେ ଅଛି ଦାନ କଲେ ପୂଣ୍ୟ ମିଳିଥାଏ । କେତେ ଯେ ପାପରୁ ମୁକ୍ତି ମିଳିଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଦାନର ବହୁତ ମହତ୍ତ୍ବ ରହିଛି। ତେବେ…
Read More » -
ଆପଣଙ୍କୁ ମିଳୁଛି କି ଏହି ସବୁ ସଙ୍କେତ , ତେବେ ଆଗକୁ ଆସୁଛି ଆପଣଙ୍କ ପାଇଁ ଶୁଭ ସମୟ
ପ୍ରତ୍ୟେକ ମଣିଷ ଜୀବନରେ ସୁଖ ଦୁଃଖ ଲାଗିରହିଥାଏ । ଏହା ବେଶି ସମୟ ତିଷ୍ଠି ନଥିଲେ ସୁଦ୍ଧା ମଣିଷକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଦୁଃଖ…
Read More » -
ଶତ୍ରୁଙ୍କୁ ବିନାଶ କରିବ ଏହି ଜିନିଷ, ଏହା ସହିତ ଆହୁରି ଅନେକ ସମସ୍ୟାରୁ ରକ୍ଷା କରିବ ମୟୂର ପୁଚ୍ଛ
ରାଷ୍ଟ୍ରୀୟ ପକ୍ଷୀ ଭାବେ ମାନ୍ୟତା ଦିଆଯାଇଥିବା ମୟୂରକୁ ଧାର୍ମିକ କଥାରେ ଉଚ୍ଚ କୋଟୀର ସ୍ଥାନ ଦିଆଯାଇଛି। ଭଗବାନ ଶ୍ରୀକ୍ରୁଷ୍ଣଙ୍କ ମୁକୁଟରେ ଲାଗିଥିବା ମୟୂର ପୁଚ୍ଛ ଏହି ପକ୍ଷୀର…
Read More » -
ମାଘ ସପ୍ତମୀରେ ଲୁଣ ଖାଇବା ନିଷେଧ, ଜାଣନ୍ତୁ କାହିଁକି
ଆମ ଜୀବନରେ ଲୁଣର ବହୁତ ଆବଶ୍ୟକତା ରହିଛି। କହିବାକୁ ଗଲେ ଆମ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ହେଉଛି ଲୁଣ। କିନ୍ତୁ ବର୍ଷରେ ଏମିତି ଏକ ଦିନ ଆସିଥାଏ…
Read More » -
ଭୁଲରେ ବି ଠାକୁର ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ , ଭୋଗିବାକୁ ପଡିପାରେ ଓଲଟା ଫଳ
ଆମ ସମସ୍ତଙ୍କ ଘରେ ସର୍ବପ୍ରଥମେ ଠାକୁର ଘରଟିଏ ନିହାତି ଥିବ । ଏହାର ଅବସ୍ଥିତି ଘର ଉପରେ ବହୁ ପ୍ରଭାବ ପକାଇଥାଏ । ତେଣୁ ଏହାକୁ ଘରର…
Read More » -
କିପରି କରିବେ ନିଜ ଶତ୍ରୁକୁ ପରାସ୍ତ , ଆସନ୍ତୁ ଜାଣିବା କଣ ରହିଛି ଚାଣକ୍ଯନୀତିରେ ବର୍ଣ୍ଣିତ
କେହି ନିଜ ଶତ୍ରୁମାନଙ୍କୁ ଜାଣିଶୁଣି ତିଆରି କରି ନଥାନ୍ତି ବରଂ ହେଲେ ବାସ୍ତବତା ହେଉଛି, ଶତ୍ରୁ ସବୁବେଳେ ବିନା ଅନୁମତିରେ ହିଁ ଜୀବନକୁ ଆସି ଯାଇଥାନ୍ତି। ଆପଣଙ୍କ…
Read More » -
ଶାସ୍ତ୍ରଅନୁଯାୟୀ, ବ୍ୟକ୍ତିଙ୍କ କଥା କହିବା ଶୈଳୀରୁ ଜାଣନ୍ତୁ ତାଙ୍କର ସ୍ବଭାବ
ସମୁଦ୍ରଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଚାଲିଚଳନରୁ ତାଙ୍କ ବିଷୟରେ ସବୁ କିଛି ଜଣାପଡ଼ିଥାଏ। ଜଣେ ବ୍ୟକ୍ତି କେଉଁ ପ୍ରକାରର, କିପରି ତାଙ୍କର ଭବିଷ୍ୟ, କିପରି ତାଙ୍କର ବ୍ୟବହାର…
Read More » -
ବାସ୍ତୁଶାସ୍ତ୍ରରେ ସବୁ ବସ୍ତୁର ନିଜର ସ୍ବତନ୍ତ୍ର ଶକ୍ତି ରହିଛି। ଯେଉଁ କାରଣରୁ ବସ୍ତୁର ଏହି ଶକ୍ତିର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ପଡିଥାଏ। ଆଜ୍ଞା ହଁ ଆମ ଦ୍ବାରା ବ୍ୟବହାର କରାଯାଉଥିବା ଜିନିଷର ନିଜ ନିଜର ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତିରେ ଗଭୀର ପ୍ରଭାବ ପଡିଥାଏ। ଏଥିପାଇଁ ବସ୍ତୁ ଗୁଡିକ ମଧ୍ୟରେ ଏମିତି କଥା ଅଛି, ଯାହା କୌଣସି ଅନ୍ୟ ବ୍ୟକ୍ତିଙ୍କର ବ୍ୟବହାର କରିବା ଉଚିତ ନୁହେଁ। କାରଣ ଏହି ବସ୍ତୁ ଆପଣଙ୍କ ଦୁର୍ଭାଗ୍ୟର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା କେବେ ବି ଅନ୍ୟ କାହାରିକୁ ବ୍ୟବହାର କରିବା ପାଇଁ ଦେବା ଉଚିତ ନୁହେଁ। ପେନ parkerକେତେକ ଥର ଆମେ କୌଣସି କାମ ପାଇଁ ଅନ୍ୟର ପେନ ଉଧାରରେ ଆଣିଥାଉ। କିନ୍ତୁ କାମ ସରିବା ପରେ ତାଙ୍କୁ ଫେରାଇବା ଭୁଲି ଯାଇଥାନ୍ତି। ଏହା ଆମ ପାଇଁ ଆର୍ଥିକ ଚିନ୍ତା ଏବଂ ଅପମାନର କାରଣ ହୋଇପାରେ। ଏଥିପାଇଁ ଭୁଲରେ ମଧ୍ୟ ଅନ୍ୟ କାହାର ପେନ ନିଜ ପାଖରେ ରଖନ୍ତୁ ନାହିଁ। ବିଛଣା ଅନ୍ୟ କାହାର ବିଛଣା ବା ପଲଙ୍କରେ ଶୋଇବାକୁ ମଧ୍ୟ ବାସ୍ତୁ ଦୋଷ କୁହାଯାଏ। ଏମିତି କରିବା ଦ୍ବାରା ବିଛଣାରେ ସବୁବେଳେ ଶୋଉଥିବା ଲୋକଙ୍କ ମଧ୍ୟରେ ହେଉଥିବା ଝଗଡା ଏବଂ ଆର୍ଥିକ ସମସ୍ୟା ଆପଣଙ୍କ ଉପରେ ପଡିପାରେ। ଘଣ୍ଟା ହାତରେ ପିନ୍ଧା ଯାଉଥିବା ଘଣ୍ଟା ମଧ୍ୟ ମଣିଷଙ୍କ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। ଅନ୍ୟର ଘଣ୍ଟା ପିନ୍ଧିବା ଦ୍ବାରା ମଣିଷର କାମରେ ଅସଫଳତା ଏବଂ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିଥାଏ। ପୋଷାକ ଅନ୍ୟ କାହାର ପୋଷାକ ମାଗିବା ବା ପିନ୍ଧିବା ଦ୍ବାରା ଆପଣଙ୍କ ପାଇଁ ବହୁତ ପ୍ରକାର ସମସ୍ୟା ଏବଂ ଦୁଃଖ ଆସିପାରେ। ଏଥିପାଇଁ ଅନ୍ୟର ପୋଷାକ ମାଗିବା ଏବଂ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ। ଧନ currency କାହର ଟଙ୍କା ଉପରେ ନଜର ପକାଇବା ବା ଉଧାର ନେଇ ଟଙ୍କା ନଫେରାଇବାରେ ମଧ୍ୟ ମଣିଷଙ୍କ ପାଇଁ ଆର୍ଥିକ ସମସ୍ୟା ଏବଂ ଦୁର୍ଭାଗ୍ୟର କାରଣ ହୋଇଥାଏ। ଏଥିପାଇଁ କାହା ଠାରୁ ଉଧାର ନେଇ ଟଙ୍କା ଫେରାଇ ଦିଅନ୍ତୁ। ରୁମାଲ ଅନ୍ୟର ରୁମାଲ ବ୍ୟବହାର କରିବା ଦ୍ବାରା ଚିନ୍ତା ଏବଂ ବହୁତ ସମସ୍ୟା ବଢ଼ିଥାଏ। ଏହା ସହିତ ଅନ୍ୟର ରୁମାଲ ବ୍ୟବହାର କରିବା ଦ୍ବାରା ବାରମ୍ବାର ଟଙ୍କାର ଅଭାବ ସାମ୍ନା କରିବାକୁ ପଡିଥାଏ।
ବର୍ତ୍ତମାନ କୁମ୍ଭମେଳା ଚାଲିଛି, ଏନେଇ ଗଙ୍ଗା ଜଳରେ ବୁଡ଼ ମାରିବା ପାଇଁ ପହଞ୍ଚିଛନ୍ତି ଲକ୍ଷାଧିକ ଭକ୍ତ। ସଠିକ୍ ସ୍ବାସ୍ଥ୍ଯ ଏବଂ ନିଜର ପବିତ୍ରତା ବଜାୟ ରଖିବା ପାଇଁ…
Read More » -
ଉଚିତ ମାର୍ଗରେ ମନ୍ତ୍ର ଜପ କଲେ ଶୁଭ ଫଳ ମିଳେ
ବର୍ତ୍ତମାନ ଯୁଗରେ ଅନେକ ବ୍ୟକ୍ତି ବିଶେଷ ମନ୍ତ୍ର ଜପ କେବଳ ଉପ ଠାଉରିଆ ଭାବେ କରିଥାନ୍ତି । ନିଜ ମନକୁ ବୁଝାଇ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା…
Read More » -
ଚାଣକ୍ୟ ନୀତି : ଏହି ତିନି ଅବସ୍ଥାରେ ପୁରୁଷଙ୍କୁ ହୋଇଥାଏ ଅସହ୍ୟ କଷ୍ଟ
ଅର୍ଥଶାସ୍ତ୍ର ଏବଂ ନୀତିର ମହାନ ଆଚାର୍ଯ୍ଯ ଚାଣକ୍ଯ ନିଜ ନୀତିଶିକ୍ଷା ମାଧ୍ୟମରେ ମନୁଷ୍ଯଙ୍କ ଜୀବନ ସମ୍ବନ୍ଧୀୟ ଅନେକ ରହସ୍ଯକୁ ଉଜାଗର କରିଛନ୍ତି। ଇତିହାସରେ ବର୍ଣ୍ଣିତ ମଧ୍ୟ ରହିଛି,…
Read More »