ଅଧିକ ମୋବାଇଲ ବ୍ୟବହାର କରିବା ଦ୍ଵାରା ଏହି ଝିଅ ସହ ଯାହା ହେଲା ଆପଣ ଜାଣିବେ ଯଦି ଆଜି ଠୁ ମୋବାଇଲ ଧରିବେନି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଗରୁ ଫୋନ୍ କେବଳ କଥାବାର୍ତ୍ତା ପାଇଁ ବ୍ୟବହୃତ ହେଉଥିଲା।ଦେଶରେ ଇଣ୍ଟରନେଟ ର ବହୁତ ଦରକାର ପଡ଼ିଲା ଯାହା ଫଳରେ କି ସ୍ମାର୍ଟଫୋନ୍ ବଜାରକୁ ଆସିବା ଆରମ୍ଭ କଲା।
Special report
ସେହି ଦିନଠାରୁ ଲୋକ ମାନେ କଥା ହେବା ସହ ଏହି ଫୋନ୍ କୁ ନିଜର ଏକ ମନୋରଞ୍ଜନ ର ମାଧ୍ୟମ ଭାବରେ ବ୍ୟବହାର କରିବା ଆରମ୍ଭ କରିଦେଲେ। ଏବେ ଲୋକ ଦିନ ରାତି ଏହା ବ୍ଯବହାର କରୁଛନ୍ତି।
Promoted Content
ହେଲେ ସେମାନେ ଜାଣି ପାରୁ ନାହାଁନ୍ତି କି ଏହା ଅନେକ ରୋଗର କାରଣ ଅଟେ।ଫୋନରୁ ବାହାରୁଥିବା ନୀଳ ଆଲୋକ ଆଖିକୁ ଦୁର୍ବଳ କରିଥାଏ। ଏହା ସହିତ ଅନେକ ସମୟରେ ଏହି ସ୍ମାର୍ଟ ଫୋନ୍ ଅଧିକ ବ୍ଯବହାର କରିବା ଦ୍ବାରା ଲୋକଟି ଚିନ୍ତା ମଗ୍ନ ଥିବାର ମଧ୍ୟ ଦେଖା ଯାଇଥାଏ।
Special report
ଯଦି ଜଣେ ବ୍ୟକ୍ତି ମୋବାଇଲ୍ ଅଧିକ ବ୍ୟବହାର କରନ୍ତି, ତେବେ ସେ କୌଣସି କାର୍ଯ୍ୟରେ ଧ୍ୟାନ ଦେଇ ପାରିବେ ନାହିଁ। ଯେଉଁ ମାନେ ଅଧିକ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ଯେ ସେମାନେ ପ୍ରାୟତ ଚିନ୍ତା ଏବଂ ଉଦାସୀନତା ଅନୁଭବ କରନ୍ତି।
ଏବଂ ଆପଣ ଙ୍କ ଚିନ୍ତା ଓ ଡ୍ରିପ୍ରେଶନ ମଧ୍ୟ ଖୁବ୍ ଶୀଘ୍ର ଜଣାପଡି ନଥାଏ।ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ଆପଣଙ୍କ ପ୍ରକୃତିର କ୍ରୋଧ ଶିଳ ବ୍ୟକ୍ତି ପରି ହୋଇପାରେ। ଯାହା ଦ୍ବାରା କି ଆପଣ ମାନେ ଛୋଟ ଛୋଟ କଥାରେ ରାଗି ଯାଉଥିବେ।
Special report
ଆଉ ସବୁ କଥାକୁ ମଧ୍ୟ ଭୁଲ୍ ବୁଝୁଥିବେ। ନିଜ ଲୋକଙ୍କ ପ୍ରତି ଧ୍ୟାନ ଦେବା ଓ ସେମାନଙ୍କୁ ମଧ୍ୟ ସମୟ ଦେବା ଆପଣଙ୍କ ହ୍ରାସ ଘଟି ପାରେ।ଯେଉଁଥିପାଇଁ ଲୋକଙ୍କ ସହ ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ନଷ୍ଟ ହୋଇଯାଏ।
ମୋବାଇଲ ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ଖୁବ୍ ପ୍ରଭାଵ ପକାଇ ଥାଏ। ଏହା ଦ୍ବାରା ମଧ୍ୟ ଆପଣ ମାନେ ଖୁବ୍ ଚିନ୍ତିତ ହୋଇ ପଡ଼ିବେ। ଏବଂ ଏହା ମଧ୍ୟ ଉଚ୍ଚ ରକ୍ତଚାପ ର କାରଣ ହୋଇ ଥାଏ।
ଏଭଳି ମୋବାଇଲ ଦ୍ବାରା ଅନେକ ନୂଆ ନୂଆ ରୋଗରେ ସୃଷ୍ଟି ହୋଇଥାଏ। ତେବେ ଆପଣ ମାନେ ଯଦି ଏହି ରୋଗ ଗୁଡିକ ସମ୍ପର୍କରେ ଜାଣି ଥାଆନ୍ତି।ତେବେ ଆପଣ ଏହା ସମ୍ପର୍କରେ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।