ଦୁଇ ରାଣୀ ମହୁମାଛିଙ୍କ ସହ ସ୍କୁଲ ମାଲିକ ଗୋବିନ୍ଦଙ୍କ ଫଟୋ ହେଉଛି ଭାଇରାଲ

ବଲାଙ୍ଗୀର:- ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଠିକାଦାର ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଛି। ସେ ସ୍କୁଲର ଅଧ୍ୟକ୍ଷ ମମିତା ମେହେରଙ୍କର ହତ୍ୟା କରିଥିଲେ। ସେ ତାଙ୍କୁ ନିଜର କାରରେ ହତ୍ୟା କରିଥିଲେ ଓ ତାପରେ ତାଙ୍କୁ ସ୍କୁଲର ଖେଳ ପଡିଆରେ ପୋତି ଦେଇଥିଲେ। ଘଟଣାର ତଦନ୍ତ ପରେ ଏହିସବୁ ବିଷୟରେ ପୋଲିସ ନିକଟରେ ସେ ପ୍ରକାଶ କରିଥିଲେ।
Promoted Content
ବର୍ତ୍ତମାନ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହା ହେଉଛିକି ଦୁଇ ରାଣୀ ମହୁମାଛିଙ୍କ ସହ ସ୍କୁଲର ଠିକାଦାର ତଥା ମାଲିକଙ୍କର ଫୋଟ ଭାଇରାଲ ହେଉଅଛି। ଏହାର ଅର୍ଥ ଏହି ସ୍କୁଲରେ ସେକ୍ସ ରାକେଟ ଚାଲିଥିଲା। ଯାହା ବିଷୟରେ ସ୍କୁଲର ଅଧ୍ୟକ୍ଷ ମମିତାଙ୍କୁ ଜଣାପଡିଥିଲା। ସେଥିପାଇଁ ସେ ତାଙ୍କର ହତ୍ୟା କରିଦେଇଥିଲା।
ଦୁଇ ରାଣୀ ମହୁମାଛିଙ୍କ ସହ ସ୍କୁଲ ମାଲିକ ଗୋବିନ୍ଦଙ୍କ ଫଟୋ ହେଉଛି ଭାଇରାଲ
ଗୋବିନ୍ଦ ସ୍କୁଲରେ ସେକ୍ସ କାରବାର ଚଳାଉଥିଲେ। ସେ ଦୁଇ ରାଣୀ ମହୁମାଛିଙ୍କୁ ରଖି ତାଙ୍କ ସହ ସେକ୍ସ କାରବାର କରୁଥିଲେ। ବର୍ତ୍ତମାନ ସମୟରେ ତଦନ୍ତରେ ଏହି ବିଷୟରେ ଜଣାପଡୁଛି। ବର୍ତ୍ତମାନ ତାଙ୍କର ଏକ ଫୋଟ ଭାଇରାଲ ହେଉଅଛି।
ସେମାନେ ସେକ୍ସ ରାକେଟ ଚଳାଉଥିବାର ଅଭିଯୋଗ ହେଇଛି। ସେମାନେ କିଭଳି ଭାବରେ ସେକ୍ସ ରାକେଟ ଚଳାଉଥିଲେ ସେ ବିଷୟରେ ସ୍କୁଲ ପିଲାଙ୍କ ଠାରୁ ଅଭିଯୋଗ ହେଇଛି।