ଧର୍ମ

ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିଦେବ ସତ ହେଲା ମାଳିକା ମନ୍ଦିର ମୁଣ୍ଡରେ ଖେଳିଲା ମାଛ he Bhagwan ଏବେ କଣ ହେବ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଥିବା ଫଳରେ ଯେଉଁସବୁ ଅସୁବିଧା ହେଉଛି ସେହି ସମ୍ପର୍କରେ ସୋସିଆଲ ମିଡ଼ିଆ ବା କୌଣସି ଉପାୟରେ ସବୁ ଜାଣି ପାରୁଥିବେ । ଆଉ ଲଗାଣ ବର୍ଷା ଯୋଗୁଁ କେତେ ଯେ କ୍ଷୟ କ୍ଷତି ହେଉଛି ଆଉ ଲୋକମାନେ କେତେ ଯେ ହଇରାଣ ହେଉଛନ୍ତି ତାହା କହିବା ସତେ ଯେପରି ଏକ ବଡ କଷ୍ଟ ।
ଲୋକମାନେ ଏହି ବନ୍ୟା ଯୋଗୁଁ ବହୁତ ସମସ୍ୟାର ସାମ୍ନା କରୁଛନ୍ତି । ବନ୍ୟା ସ୍ଥିତି ଲୋକମାନଙ୍କୁ ବହୁତ କଷ୍ଟ ଦେଉଛି । ଆଉ ଏହା ଫଳରେ ଲୋକମାନେ ତାଙ୍କର କେତେ କଣ ହରାଉଛନ୍ତି ତାହାର ହିସାବ ନାହିଁ । ଏହି ବନ୍ୟା ପରିସ୍ଥିତି ସତେ ଏକ ଗମ୍ଭୀର ପରିସ୍ଥିତି । ଯାହାକୁ ସାମ୍ନା କରିବାକୁ ଲୋକମାନଙ୍କ ପକ୍ଷରେ ଅସହ୍ୟ ହୋଇଗଲାଣି । ବନ୍ୟା ବାତ୍ୟା କେତେବେଳେ ଯେ ହେବ ତାହା କେହି ଜାଣନ୍ତି ନାହିଁ ।
ଆଉ ଏବେ ସୋସିଆଲ ମିଡିଆରେ ଏକ ଖବର ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଜି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ଆଉ ଏହି ବନ୍ୟାରେ ଠାକୁରାଣୀଙ୍କ ମନ୍ଦିର ମୁଣ୍ଡରେ ମୀନ ଖେଳୁଛି । ଆଉ ପ୍ରବଳ ବେଗରେ ପାଣି ଚାଲୁଛି । ମହାନଦୀରେ ବନ୍ୟା ପାଣି ଆସିଥିବାରୁ ଏମିତି ଅସୁବିଧା ହୋଇଛି । ନଦୀରେ ବନ୍ୟା ସ୍ଥିତି ଉପୁଜିଲେ ମନ୍ଦିର, ଲୋକମାନେ ତାହା ସମସ୍ତଙ୍କୁ ଡୁବେଇ ନେବ । ଆଉ ଅଧିକ ପାଣି ମାଡ଼ି ଆସିଲେ ସମସ୍ତଙ୍କର କ୍ଷତି ହିଁ ହେବ । ଆଉ ଏମିତି କ୍ଷତି ଏବେ ସହୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବନିକାବାସୀ ।

ଆଉ ଏବେ ସୁବର୍ଣ୍ଣପୁର ଜିଲ୍ଲାର ବନିକାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଉପର ମୁଣ୍ଡରେ ଅଧିକ ବର୍ଷା ହେଉଥିବା ଯୋଗୁଁ ଫୁଲିବାରେ ଲାଗିଛି ଚିରିସ୍ରୋତା ମହାନଦୀ । ଆଉ ଏହି ମହାନଦୀ ଗର୍ଭରେ ଥିବା ଐତିହାସିକ ସପ୍ତଭଗିନୀ ମାଆ ବାଇକାନୀଙ୍କ ମନ୍ଦିରରେ ଏମ୍ବେ ବନ୍ୟା ପାଣି ପଶି ଯାଇଛି । ମନ୍ଦିର ପାଣି ଘେରରେ ରହିବା ସହିତ ବୁଡି ଯାଉଛି ଆଉ ମନ୍ଦିରର ମୁଣ୍ଡରେ ମୀନ ଖେଳୁଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି

Related Articles

Leave a Reply

Your email address will not be published. Required fields are marked *

Back to top button