ବିବାହିତା ନାରୀମାନେ କାହାକୁ ନକହି ସିନ୍ଦୁର ଡବାରେ ଲୁଚେଇ ରଖି ଦିଅନ୍ତୁ ଏହି ଜିନିଷ ବଢ଼ିବ ସ୍ଵାମୀଙ୍କ ଆୟୁଷ
ସବୁ ହିନ୍ଦୁ ବିବାହିତା ନାରୀ ମାନଙ୍କ ପାଇଁ ସିନ୍ଦୂର ର ମହତ୍ତ୍ଵ ବହୁତ୍ ହୋଇଥାଏ । ଯେତେବେଳେ ବେଦୀ ରେ ବର କନ୍ୟା ମଥା ରେ ସିନ୍ଦୂର ଦିଏ ସେତେବେଳେ ଉଭୟ ପତି ପତ୍ନୀ ହୋଇଥାନ୍ତି ।
ବିବାହିତା ନାରୀମାନେ କାହାକୁ ନକହି ସିନ୍ଦୁର ଡବାରେ ଲୁଚେଇ ରଖି ଦିଅନ୍ତୁ ଏହି ଜିନିଷ ବଢ଼ିବ ସ୍ଵାମୀଙ୍କ ଆୟୁଷ
ସିନ୍ଦୂର ର ପରମ୍ପରା ଏବଂ ମହତ୍ତ୍ଵ ହିନ୍ଦୁ ରୀତିନୀତି ରେ ବହୁତ୍ ରହିଛି। ଆପଣ ମାନେ ଜାଣିଥିବେ ହିନ୍ଦୁ ନାରୀ ମାନେ ପ୍ରତିଦିନ ମଥା ରେ ସିନ୍ଦୂର ଲଗାଇ ଥାନ୍ତି। ତେବେ ଏହି ସିନ୍ଦୂର ଲଗାଇବା ର ମଧ୍ୟ କିଛି ନିୟମ ରହିଛି ।
କେବେ ବି ବିବାହିତା ନାରୀ ମାନେ ଅନ୍ୟ କାହା ସିନ୍ଦୂର କୁ ନିଜ ମୁଣ୍ଡ ରେ ଲଗାଇବା ଉଚିତ୍ ନୁହେଁ । ଏବଂ ନିଜ ସିନ୍ଦୂର ନିଜେ କିଣି ବ୍ୟବହାର କରିବା ଉଚିତ୍ ।
ଯଦି କିଏ ସିନ୍ଦୂର ଉପହାର ଦେଇଥାଏ ତେବେ ସେହି ସିନ୍ଦୂର କୁ ଲଗାଇବା ଉଚିତ୍ ନୁହେଁ । ଏହି ପରି କଲେ ସ୍ଵାମୀ ପାଇଁ ଶୁଭ ହୋଇ ନଥାଏ । ସିନ୍ଦୂର ଯଦି ତଳେ ପଡ଼ି ଯାଏ ତେବେ ସିନ୍ଦୂର କୁ ଉଠାଇବା ସହ ମା ପାର୍ବତୀ ଙ୍କୁ କ୍ଷମା ମାଗିବା ଉଚିତ୍ ।
ଆପଣ ମାନେ ତ୍ ଜାଣିଥିବେ ଆଜିର ସମୟ ରେ ବିଭିନ୍ନ ନାରୀ ମାନେ ନିଜ କୁ ବହୁତ୍ ସୁନ୍ଦର ଭାବରେ ସଜାଇ ବାକୁ ଇଚ୍ଛା କରୁଛନ୍ତି । ବହୁତ୍ ଜଣ କମ ସିନ୍ଦୂର ତଥା କିଛି ଜଣ ସିନ୍ଦୂର ଲଗାଉ ନାହାନ୍ତି । ହେଲେ ହିନ୍ଦୁ ପରମ୍ପରା ଅନୁଯାୟୀ ଏହିପରି କରିବା ଉଚିତ୍ ନୁହେଁ । ସିନ୍ଦୂର ବିବାହିତା ନାରୀର ପ୍ରତୀକ ଅଟେ। ତେବେ ସବୁବେଳେ ସିନ୍ଦୂର କୁ ଭଲ ରେ ଏବଂ ମଥା ମଝିରେ ସିଧା ଭାବରେ ଲଗାଇବା ଉଚିତ୍ ।
ତେବେ ପ୍ରତି ଜିନିଷ ର କିଛି ନିୟମ ଏବଂ ଗୁରୁତ୍ୱ ରହିଥାଏ । ଯାହାକୁ ଠିକ୍ ଭାବରେ ପାଳନ କରିବା ଉଚିତ୍ । ଏବଂ କେବେ ବି ସେହି ସବୁ କୁ ମଜାକ କରିବା ଉଚିତ୍ ନୁହେଁ । ଆପଣ ମାନେ ବିଭିନ୍ନ ପ୍ରକାର ର ରୀତିନୀତି ସମ୍ପର୍କ ରେ ଜାଣିଥିବେ ।
ତେବେ ସିନ୍ଦୂର ଲଗାଇବା ସମୟ ରେ ଭଗବାନ ଙ୍କ ନାଁ ନେବା ସହ ନିଜ ସ୍ଵାମୀ ଙ୍କ ଶୁଭ ମନୋ କାମନା କରିବା ଉଚିତ୍ । ଜଣେ ସ୍ତ୍ରୀ ପାଇଁ ତାର ସ୍ଵାମୀ ହିଁ ସବୁ କିଛି ହୋଇଥାଏ ।