ସ୍ୱାସ୍ଥ୍ୟ

1 ପତ୍ର ଚୋବେଇ ଖାଆନ୍ତୁ,ବାତ,ପିତ,କଫ, ଆଣ୍ଠୁଗଣ୍ଠି,ଡାଇବେଟିସ,ବ୍ଲଡ଼ ପ୍ରେସର୍,ଗ୍ୟାସ୍ ସବୁ ସମସ୍ୟା ଶେଷ ହେବ 120 ବର୍ଷ ବଞ୍ଚିବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବଡ଼ ରୁ ବଡ଼ ଶାରୀରିକ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବ ଆସନ୍ତୁ ଜାଣିବା ତାହା କେଉଁ ପତ୍ର ।ଆଜି ମାନେ ଆପଣ ମାନଙ୍କୁ ଯେଉଁ ପତ୍ର ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଓସ୍ତ ପତ୍ର |

ଆପଣ ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଜାଣିଥିବେ ଯେ ଏହି ଗଛକୁ ଅନେକ ଲୋକ ପୂଜା କରିଥାନ୍ତି ଏହାର ଡାଳ ପତ୍ର ଆଦିଆ ସମସ୍ତ ଅଙ୍ଗରେ ରହିଛି ଯଦି ଆପଣ ଏହାର କୋମଳ ପତ୍ର ଚୋବେଇ ଖାଇଦେବେ ତାହେଲେ ଆପଣଙ୍କ ବାତ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଶେଷ ହୋଇଯିବ ।

ହେଲେ ଯଦି ଆପଣ ଏହାର ଗାଡା ବନାଇ ସେବନ କରିବେ ତାହେଲେ ଆପଣଙ୍କ କାଶ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ। ଆଉ ଯଦି ଆପଣଙ୍କର ଶ୍ୱାସ ଜନିତ କିଛି ବି ସମସ୍ୟା ଅଛି ତାହେଲେ ଆପଣ ୧୦ ରୁ ୧୨ଟି ଓସ୍ତ ପତ୍ର ନେଇ ତାକୁ ଛୋଟ ଛୋଟ ଖଣ୍ଡ କରି ବାଟି ତାକୁ ଆପଣ ସେବନ କରି ପାରିବେ ଯାହା ଫଳରେ ଆପଣଙ୍କ ସମସ୍ତ ଶ୍ୱାସ ଜନିତ ସମସ୍ୟା ଶେଷ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button