ଜୀବନଶୈଳୀ

ଦୁନିଆର ସବୁଠୁ ବଡ ପାପ କଣ ? ଜଣାତରେ ହେଉ ବା ଅଜଣାତରେ ଏହି 5 ଟି ପାପ କରୁଥିବା ଲୋକ ସାରା ଜୀବନ ଦରିଦ୍ର ହୋଇ ରୁହେ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଅନେକ ପୁରାଣ ରହିଛି ସେଥି ମଧ୍ୟରୁ ଶିବ ପୁରାଣ ହେଉଛି ଏକ ଏଭଳି ପୁରାଣ ଯେଉଁଥିରେ ମଣିଷ ଜୀବନକୁ ସୁଖମୟ ବନେଇବା ପାଇଁ ଅନେକ ମନ୍ତ୍ର ବିଷୟରେ କୁହାଯାଇଛି । ଶିବ ପୁରାଣରେ ମାତା ପାର୍ବତୀ ଓ ଭଗବାନ ଶିବଙ୍କ ସହ ଜଡିତ ସାର ବିଷୟରେ କୁହାଯାଇଛି । ଶିବ ପୁରାଣରେ ଏଭଳି ୪ଟି ପାପ ବିଷୟରେ କୁହାଯାଇଛି ଯାହାକୁ ମଣିଷ ଅଜଣାତରେ କରିଥାଏ ଏବଂ ତାହାର ଦଣ୍ଡ ଭୋଗୀ ଥାଏ ।

ଶିବ ପୁରାଣ ଅନୁସାରେ ମଣିଷକୁ ଏଭଳି ପାପ ଭୁଲ ସେ ମଧ୍ୟ କରିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ପାପ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଶିବ ପୁରାଣ ଅନୁସାରେ ଏହି କଳିଯୁଗରେ ପ୍ରାୟତଃ ସମସ୍ତ ମଣିଷ ମାନସିକ ପାପ କରିଥାନ୍ତି । ମାନସିକ ପାପ ତାକୁ କୁହାଯାଏ ଯେତେବେଳେ ଆପଣ ଅନ୍ୟ ମାନଙ୍କ ପ୍ରତି ଖରାପ ବିଚାର ଆଣି ଥାନ୍ତି ତାହା କୌଣସି ସ୍ତ୍ରୀ ବିଷୟରେ ହେଉ ବା ଅନ୍ୟ କୌଣସି ବ୍ୟକ୍ତିର ଉନ୍ନତିକୁ ଦେଖି ହେଉ ।

ବନ୍ଧୁଗଣ ଏହା ବହୁତ ବଡ ପାପ ହୋଇଥାଏ କାରଣ କୌଣସି ବି ମଣିଷଙ୍କ ଦେହରେ ଭଗବାନଙ୍କ ବାସ ରହିଥାଏ ତେଣୁ ଯଦି ଆପଣ କୌଣସି ମଣିଷଙ୍କ ପ୍ରତି ଖରାପ ବିଚାର ଆଣିବେ ତା ହେଲେ ତାହା ଭଗବାନଙ୍କର ଅପମାନ ହୋଇଥାଏ ।

କାହାକୁ ଖରାପ କହିବା ବା କାହାକୁ ଦୁଃଖ ପହଞ୍ଚାଇବା ଓ ଖରାପ ଭାଷାରେ ବ୍ୟବହାର କରିବା ବହୁତ ବଡ ପାପ ହୋଇଥାଏ । ମଣିଷକୁ ସବୁବେଳେ ମୁହଁରେ ସତ୍ୟ ବଚନ କହିବା ଉଚିତ । ଯେଉଁ ଲୋକ ନିଜ ମୁହଁରେ ମିଥ୍ୟା କହିଥାଏ ତଥା କଠୋର ଭାଷାରେ କାହାକୁ ଅପମାନ କରିଥାଏ ତା ହେଲେ ଏହା ମହାପାପ ହୋଇଥାଏ । ଏହି ଲୋକମାନେ ଜୀବନରେ ସବୁବେଳେ ଗରିବ ହୋଇ ରହିଥାନ୍ତି ।

୩. ଶିବ ପୁରାଣରେ ପ୍ରକୃତିକୁ ଇଶ୍ଵରଙ୍କ ଗୋଟେ ରୂପ ବୋଲି ମାନା ଯାଇଥାଏ । ଅକାଳରେ ପ୍ରକୃତିକୁ କ୍ଷତି ପହଞ୍ଚାଇବା ଏକ ବଡ ପାପ ମାନା ଯାଇଥାଏ । ଗଛ ପତ୍ରକୁ କାଟିବା, ପଶୁ ପକ୍ଷୀଙ୍କୁ ହ-ତୟା କରିବା ଆଦି ଶାରୀରିକ ପାପ ଶ୍ରେଣୀର ଅନ୍ତର୍ଭୁକ୍ତ । ତେଣୁ ବନ୍ଧୁଗଣ ଏହି ସବୁ ଶାରୀରିକ ପାପ ଭୁଲ ସେ ମଧ୍ୟ କରିବା ଉଚିତ ନୁହେଁ ।

୪. ଶିବ ପୁରାଣ ଅନୁସାରେ ଏହି କଳିଯୁଗରେ ସବୁଠାରୁ ଭୟଙ୍କର ପାପ ହେଉଛି ନିନ୍ଦା କରିବା । ମଣିଷକୁ ଭୁଲ ସେ ମଧ୍ୟ କାହାର ନିନ୍ଦା କରିବା ଉଚିତ ନୁହେଁ । ନିନ୍ଦା କରିବା ପୂର୍ବରୁ ଗୋଟିଏ କଥା ଭାବିବା ଉଚିତ ଯେ ସାମ୍ନା ବାଲା ମଣିଷ ନିନ୍ଦାର ପାତ୍ର ଅଟେ ନା ନାହିଁ । ବଡ ଲୋକ ଓ ମାତା ପିତାଙ୍କ ନିନ୍ଦା କରିବା ସବୁଠାରୁ ବଡ ପାପ ମାନା ଯାଇଥାଏ । ଏହି ପାପ କରୁଥିବା ଲୋକମାନେ ନିଜ ଜୀବନରେ ସବୁବେଳେ କଷ୍ଟ ପାଇଥାନ୍ତି ।

ତେବେ ଏହି ଲେଖା ଆପଣଙ୍କ ମତାମତ ନିଶ୍ଚିତ ଆମକୁ କମେନ୍ଟ କରି ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button