ମନୋରଞ୍ଜନ

କେଉଁ ଗଛ ତଳେ ସୋଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ଥାଏ ? 15+GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ ।

ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ଏହି ସବୁ ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର ଖୁବ ସହଜ ଓ ସରଳ ଅଟେ । ଯାହା ଆହରଣ କରି ପାରିଲେ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇ ପାରିବେ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇ କରି ଆସିଛୁ ।  ଯାହା ଆପଣଙ୍କର ଦୈନଦିନ କାର୍ଯ୍ୟରେ ମଧ୍ୟ ଆବଶ୍ୟକତା ସମୟରେ ଲାଗିପାରେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଆଗ୍ରା ରେ ଥିବା ତାଜମହଲ ଭାରତର କେଉଁ ରାଜ୍ୟରେ ରହିଛି ?

ଉତ୍ତର- ଉତ୍ତର ପ୍ରଦେଶ ।

2- ମହାକାଶରେ ସୂର୍ଯ୍ୟ କିଭଳି ଦେଖାଯାଏ ?

ଉତ୍ତର- ଧଳା ।

3- ଆଗ୍ରା ରେ ଥିଲା ଲାଲ କିଲ୍ଲା କେଉଁ ରାଜା ନିର୍ମାଣ କରିଥିଲେ ?

ଉତ୍ତର- ଆକବର ।

4- ଭାରତର କେଉଁ ରାଜ୍ୟ ସର୍ବାଧିକ କପା ଉତ୍ପଦାନ କରିଥାଏ ?

ଉତ୍ତର- ଗୁଜୁରାଟ ।

5- ଚେସ ଖେଳର ଆବିଷ୍କାର କେଉଁ ଦେଶ କରିଥିଲା ?

ଉତ୍ତର- ଭାରତ ।

6- କେଉଁ ଦେଶରେ ସର୍ବ ପ୍ରଥମେ ଇଣ୍ଟରନେଟ ର ବ୍ୟବହାର ହୋଇଥିଲା ?

ଉତ୍ତର- ଆମେରିକା ।

7- କେଉଁ ଦେଶ ନିଜର ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?

ଉତ୍ତର- ନେପାଳ ।

8- କେଉଁ ଦେଶ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ?

ଉତ୍ତର- ଚୀନ ।

9- କେଉଁ ଗଛ ତଳେ ସୋଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ଥାଏ ?

ଉତ୍ତର- ନିମ ଗଛ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button