ଧର୍ମ

ଭାଗ୍ୟଶାଳି ଲୋକମାନେ କେଉଁ ମାସରେ ଜନ୍ମ ହୋଇଥାନ୍ତି

ସଂସାରରେ ସଫଳତା ସମସ୍ତଙ୍କୁ ପାଇବାକୁ ଇଛା ହୋଇଥାଏ କିନ୍ତୁ ଆପଣଙ୍କ ମଧ୍ୟରୁ ବହୁତ ଏମିତି ଲୋକ ହୋଇଥିବ ଯିଏ ବହୁତ ପରିଶ୍ରମ କଲା ପରେ ମଧ୍ୟ ସଫଳତା ପ୍ରାପ୍ତ କରି ପାରନ୍ତି ନାହିଁ ବା ଯେତିକି ପାଇବା ଉଚିତ ସେତେ ପାନ୍ତି ନାହିଁ କିନ୍ତୁ ବହୁତ ଏମିତି ଲୋକ ମଧ୍ୟ ହୋଇଥାନ୍ତି ଯିଏ ପରିଶ୍ରମ ଅଧିକ ନକଲେ ମଧ୍ୟ ସଫଳତା ପାଇଥାନ୍ତି । ତେବେ ଆପଣଙ୍କ ମଧ୍ୟରୁ ବହୁତ ଲୋକ ମଡନ ହୋଇଥିବେ ଯିଏ ଭାଗ୍ୟ ବୋଲି କଥା ମାନନ୍ତି ନାହିଁ ।

କିନ୍ତୁ ଭାଗ୍ୟ ହୋଇଥାଏ ଆପଣଙ୍କ ଜନ୍ମ ସମୟ ମାସ ଓ ବର୍ଷ ସବୁ ଆପଣଙ୍କ ଜୀବନ ସହ ଯୋଡି ହୋଇଥାଏ ଏହାକୁ ଆପଣ କେବେ ଚାହିଁଲେ ମଧ୍ୟ ବଦଳି ପାରିବେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମାସ ବିଷୟରେ କହିବାକୁ ଯାଉଛୁ ଯେଉଁ ମାସରେ ଭାଗ୍ୟଶାଳି ଲୋକ ଜନ୍ମ ହୋଇଥାନ୍ତି ।

୧. ଯେଉଁ ବ୍ୟକ୍ତି ସୋମବାର ବା ଗୁରୁବାର ଦିନ ଜନ୍ମ ହୋଇଥାଏ ସେହି ଲୋକ ନିଜ ଜୀବନରେ ସବୁ କିଛି ବହୁତ ସହଜରେ ପାଇଥାଏ ଯେଉଁ କାମରେ ଏହି ଲୋକ ହାତ ଦିଅନ୍ତି ତାହା ତାଙ୍କର ହୋଇଥାଏ ।

୨. ଯେଉଁ ଲୋକ ମାନେ ସକାଳ ସମୟରେ ହୋଇଥାନ୍ତି ସେହି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଏହି ଭଳି ଲୋକ ଏତେ ଭାଗ୍ୟଶାଳି ହୋଇଥାନ୍ତି ଯେ ତାଙ୍କ ଆଖ ପାଖ ଲୋକଙ୍କ ଉପରେ ମଧ୍ୟ ତାଙ୍କ ଭଲ ଭାଗ୍ୟ ପ୍ରଭାବ ପଡିଥାଏ ଓ ସମସ୍ତେ ବହୁତ ଖୁସିରେ ରୁହନ୍ତି ଏହା ଛଡା ଏହି ଲୋକ ବହୁତ ଶାନ୍ତ ଏବଂ ଭଲ ସ୍ଵଭାବ ର ହୋଇଥାନ୍ତି ପ୍ରାୟତଃ ୪ଟା ସକାଳେ ଜନ୍ମ ହୋଇଥିବା ଲୋକ ।

୩. ଜୁନ ଓ ଅଗଷ୍ଟ ମାସରେ ଜନ୍ମ ହିଥିବା ବ୍ୟକ୍ତି ନିଜ ଭାଗ୍ୟ ଉପରୁ ଭଲ ଲେଖେଇକି ଆଣିଥାନ୍ତି, ଏହି ଭଳି ଲୋକ ଅନ୍ୟ ଲୋକଙ୍କୁ ନିଜ କଥା ବହୁତ ସହଜରେ ମନେଇ ଥାନ୍ତି, ଏହି ଭଳି ଲୋକଙ୍କୁ ଜୀବନରେ କୌଣସି ଅସୁବିଧା ହୋଇନଥାଏ ।

୪. ଯେଉଁ ବ୍ୟକ୍ତି ମାସ ୧୦ ବା ୨୫ ତାରିଖରେ ଜନ୍ମ ହୋଇଥାଏ ଏହି ବ୍ୟକ୍ତି ଭାଗ୍ୟ ର ବହୁତ ବଳବାନ ହୋଇଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ପାଖରେ କେବେ ଧନ କମି ନଥାଏ, ଏହି ଭଳି ଲୋକ ଟଙ୍କା ପାଇବା ପାଇଁ କିଛି ପରିଶ୍ରମ ନକଲେ ମଧ୍ୟ ତାଙ୍କୁ କେବେ ଆର୍ଥିକ ସମସ୍ଯା ଦେଖିବାକୁ ପଡିନଥାଏ ଏହା ତାଙ୍କ ଭାଗ୍ୟ ଦ୍ଵାରା ହୋଇଥାଏ । ତେବେ ଆପଣ ଆଜି ଏହା ଜାଣିବାକୁ ପାଇଲେ ଯେ କେଉଁ ଲୋକ ଭାଗ୍ୟଶାଳି ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button