ବିଚାର

ଘରର ମୁଖ୍ୟ ଦ୍ଵାରରେ ଯଦି ରୁହେ ଏହି ସବୁ ଜିନିଷ ସମେତ ଏହି ୭ ଟି ଜିନିଷ ତେବେ ଶୀଘ୍ର ହୋଇଯିବେ କାଙ୍ଗାଳ ଦେଖନ୍ତୁ କଣ କଣ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର ବିଶେଷ ମହତ୍ଵ ରହିଥାଏ। ଘରେ ରହୁଥିବା ମଣିଷଙ୍କର ଘରର ମୁଖ୍ୟ ଦ୍ଵାରାର ସ୍ଥିତି ଯୋଗୁ ଜୀବନରେ ସୁଖ ସମୃଦ୍ଧି ଆସିଥାଏ।
ଯଦି ଘରର ମୁଖ୍ୟ ଦ୍ଵାରା ଭୁଲ ଦିଗରେ ରହିଥାଏ ତେବେ ଘର ସହ ପରିବାର ଲୋକଙ୍କର ଅନେକ ସମସ୍ଯା ସୃଷ୍ଟି ହୋଇଥାଏ। ଆଜି ଆମେ ଜାଣିବା ଘରେ ସକରାତ୍ମକତା ବଢାଇବା ପାଇଁ ସୁଖ ସମୃଦ୍ଧି ପାଇଁ ଘରର ଲୋକ ଖୁସି ରହିବା ପାଇଁ ଘରର ଦ୍ଵାରରେ କେଉଁ କେଉଁ ଜିନିଷ କେମିତି ଓ କିପରି ରଖିବା ଉଚିତ।
Viral news

୧- ବସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ମଇଳା ପାଣି ଜମା ହେବା ବହୁତ୍ ଅଶୁଭ ହୋଇଥାଏ। ଏହା ବାସ୍ତୁ ଦୋଷର କାରଣ ହୋଇଥାଏ।
୨- ମନେ ରଖିବେ ଘର ଆଗରେ କେବେ ବି କଣ୍ଟା ଜାତୀୟ ଗଛ ରଖିବା ଉଚିତ ନୁହେଁ। ଯଦି ରଖିବେ ଏହା ଦ୍ଵାରା ଘରେ ପଜେଟିଭ ଊର୍ଜା ନଷ୍ଟ ହୋଇ ନେଗେଟିଭ ଉର୍ଜ କାର୍ଯ୍ୟ ରୁହେ। ଏହା ସହ ଘରେ ଝଗଡା ହେବା ସହ ରୋଗ ଗ୍ରାସ କରିଥାଏ। ତେଣୁ କଣ୍ଟା ଜାତୀୟ ଗଛ ଘର ଆଗରେ ରଖନ୍ତୁ ନାହି।
୩- କେତେକ ଘର ଆଗରେ ବିଜୁଳି ଖୁଣ୍ଟ ରହିବା ବହୁତ୍ ହାନିକାରକ ହୋଇଥାଏ। ମୁଖ୍ୟ ଦ୍ଵାର ବନାଇବା ସମୟରେ ଏହି କଥା ମନେ ରଖିବା ମନେ ରଖିବା ନିହାତି ଦରକାର।
୪- ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଘନ ବୃକ୍ଷ ଲତା ରଖିବା ଦ୍ଵାରା ବସ୍ତୁ ଦୋଷ ଉତ୍ପନ୍ନ ହୋଇଥଲା। ଏହା ଦ୍ବାରା ସୂର୍ଯ୍ୟଙ୍କର ରଶ୍ମି ଘରେ ପ୍ରବେଶ କରିପାରିନଥାଏ। ଯାହାକୁ ଘର ପାଇଁ କ୍ଷତି ହୋଇଥାଏ।
୫- ଘରର ମୁଖ୍ୟ ଦ୍ଵାରରେ ଯେଉଁ ଗଛରୁ କ୍ଷୀର ବାହାରୁଥିବ ତାହାକୁ କେବେ ରଖନ୍ତୁ ନାହିଁ।
୬- ଘରର ସାମ୍ନାରେ କୌଣସିବି ଖାଲ ନରହିବା ଉଚିତ୍। କାରଣ ଏହା ଅଶୁଭ ହୋଇଥାଏ।
୭- ଘରର ମୁଖ୍ୟ ଦ୍ଵାରା ସାମ୍ନାରେ ମନ୍ଦିର ମଧ୍ୟ ରଖନ୍ତୁ ନାହିଁ। ଯାହାଦ୍ଵାରା ସମସ୍ୟା କେବେହେଲେ ପିଛା ଛାଡ଼ି ନଥାଏ।
୮- ଘରର ମୁଖ୍ୟ ଦ୍ଵାରା ସାମ୍ନାରେ କେବେହେଲେ ସିଡି ବନାନ୍ତୁ ନାହିଁ। ଏହାଦ୍ବାରା ଉନ୍ନତିରେ ବାଧା ଆସିଥାଏ। ପିଲାମାନଙ୍କ ପାଠ ପଢ଼ାରେ ସଫଳତା ଆସିପାରେ ନାହିଁ।
୯- ଘରର ମୁଖ୍ୟ ଦ୍ଵାରାରେ କେବେବି ମାଆ ଲକ୍ଷ୍ମୀଙ୍କର ଫଟୋ ଚିତ୍ର ଲଗାନ୍ତୁ ନାହିଁ। କାରଣ ମାଆ ଲକ୍ଷ୍ମୀଙ୍କର ସ୍ଥାନ ସର୍ବଦା ଘର ଭିତରେ ରହିଥାଏ।
୧୦- ଘରର ମୁଖ୍ୟ ଦ୍ଵାରରେ କଦଳୀ ପତ୍ରର ତୋରଣ ବନେଇ ନିଶ୍ଚିନ୍ତ ଲଗାନ୍ତୁ। ଏହାଦ୍ଵାରା ଘରେ ମାଆ ଲକ୍ଷ୍ମୀଙ୍କର ସର୍ବଦା ଆଶୀର୍ବାଦ ରହିଥାଏ।
୧୧- ଘରର ମୁଖ୍ୟ ଦ୍ଵାରରେ ଛୋଟ ଛୋଟ ଘଣ୍ଟି ନିଶ୍ଚିନ୍ତ ଲଗାଇବା ଉଚିତ୍। କାରଣ ଏହାର ଶବ୍ଦ ଘରେ ମାଆ ଲକ୍ଷ୍ମୀଙ୍କର ପ୍ରବେଶ କରାଇଥାଏ।
୧୨- ଘରର ମହିଳା ରାତ୍ରି ସମୟରେ କିମ୍ବା ସନ୍ଧ୍ୟା ସମୟରେ ଘରର ଚଉକାଠ ଉପରେ ବସନ୍ତୁ ନାହିଁ। କାରଣ ଯେଉଁ ମହିଳା ଘରର ଚଉକାଠ ଉପରେ ବସିଥାନ୍ତି ସେହି ଘରେ ସର୍ବଦା ଦାରିଦ୍ରତା ବଢ଼ିଥାଏ।
୧୩- କିଛି ଲୋକମାନେ ନିଜ ଘର ବାହାରେ ଆସିବା ଯିବା ପାଇଁ ବ୍ୟବହାର କରୁଥିବା ଯୋତା ଚପଲ କୁ ଏପାଖ ସେପାଖ କରି ରଖି ଦେଇ ଥାନ୍ତି । ଯାହା ଦ୍ଵାରା ଆମେ ମା ଲକ୍ଷ୍ମୀଙ୍କୁ କ୍ରୋଦ୍ଧିତ କରିଦେଇଥାଉ।
୧୪- ଘରର ମୁଖ୍ୟ ଦ୍ଵାରରେ କେବେ ହେଲେ କଳଙ୍କି କିମ୍ୱା ପୁରୁଣା ତାଲାର ବ୍ୟବହାର କରନ୍ତୁ ନାହିଁ। ଏହା କରିବା ଦ୍ଵାରା ବ୍ୟକ୍ତିର ଭାଗ୍ୟରେ ବି ତାଲା ପଡ଼ିଯାଇପରେ।
୧୫- ଘରର ମୁଖ୍ୟ ଦ୍ଵାରରେ ଘୋଡାର ଲାଲ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ। କାରଣ ଏହା ନକାରାତ୍ମକ ଶକ୍ତିକୁ ଘରୁ ବାହାର କରିଥାଏ। ଏବଂ ମା ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି ଆଉ ଘର ପରିବାରର ସଦସ୍ୟଙ୍କର ଉନ୍ନତି ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button