ଧର୍ମ

ପାଦର ଆକାର ମଧ୍ୟ କହିଥାଏ ବ୍ଯକ୍ତିର ସ୍ଵଭାବ, ବାଛନ୍ତୁ ଗୋଟେ ପାଦ ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଣିଷ ଶରୀର ଅଙ୍ଗ କିଛି ଏମିତି ହୋଇ ଥାଏ ଯାହା ଆକାର ଏବଂ ରଙ୍ଗ ଲୋକ ସ୍ଵଭାବ ରହସ୍ୟ କହି ଥାଏ, ଏବଂ ଏହା ଦ୍ଵାରା ମଣିଷ ଭବିଷ୍ୟ ବିଷୟରେ ଜଣା ପଡି ଥାଏ । ସମୁଦ୍ର ଶାସ୍ତ୍ର ଭାରତୀୟ ଜ୍ୟୋତିଷ ଶାସ୍ତ୍ର ର ଗୋଟେ ଶାଖା ଅଟେ ଯାହା ଅନୁଯାଇ ମଣିଷ ଆକାର ରଙ୍ଗ ଏବଂ ଅଙ୍ଗ ଦ୍ଵାରା କୌଣସି ରହସ୍ୟ ଜଣା ପଡି ପାରେ ।

ସମୁଦ୍ର ବିଦ୍ୟା ଅନୁଯାଇ ମଣିଷ ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ ପ୍ରତେକ ଅଙ୍ଗ ଆକାର ବିଷୟରେ କୁହା ଯାଇଛି । ସମୁଦ୍ର ବିଦ୍ୟା ଛଡା ଗରୁଡ ପୁରାଣ ଏବଂ ଭବିଷ୍ୟ ପୁରାଣ ରେ ମଧ୍ୟ ମହିଳା ଏବଂ ପୁରୁଷ ଅଙ୍ଗ ବିଷୟରେ ବହୁତ କିଛି କୁହା ଯାଇଛି ।

– ରୋମାନ ଫୁଟ :

ରୋମାନ ଫୁଟ ଅର୍ଥ ଯାହା ଅଙ୍ଗୁଠା ଏବଂ ଅନ୍ୟ ଆଙ୍ଗୁଳି ଗୁରା ସମାନ ଆକାର ର ହୋଇ ଥିବେ । ଏହି ପ୍ରକାର ଲୋକ ସବୁ ଜାଗା ନିଜ ପାଇଁ ମାନ ସମ୍ମାନ ପାଇବା ପାଇଁ ଇଛା କରନ୍ତି । ଯଦି ଘର ପରିବାର ବା ସମାଜ ରେ କେହି ଆଣକ ଅନୁଯାଇ କାମ ନାକରେ ତେବେ ଏହି ଲୋକଙ୍କୁ ବହୁତ ରାଗ ମଧ୍ୟ ଆସି ଥାଏ ।

– ସ୍କ୍ୱେୟର ଫୁଟ :

ସ୍କ୍ୱେୟର ଫୁଟ ଅର୍ଥ ସବୁ ଆଙ୍ଗୁଳି ସମାନ ଭାବରେ ଲାମ୍ବା ହୋଇ ଥିବେ । ଯେଉଁ ଲୋକ ଗୋଡ ଏମିତି ଥାଏ ସେହି ଲୋକ ବହୁତ ଶାନ୍ତ ଏବଂ ବୁଝିବା ଲୋକ ହୋଇ ଥାନ୍ତି, ଏମିତି ଲୋକ କେବେ ବି ନିଜ ନିଷ୍ପତ୍ତି ସିଗ୍ର କରନ୍ତି ନାହିଁ ସବୁ ବୁଝିଲା ପରେ କିଛି ନିସ୍ପତି କରନ୍ତି ।

I
– ଗ୍ରୀକ ଫୁଟ :

ଗ୍ରୀକ ଫୁଟ ଅର୍ଥ ଅଙ୍ଗୁଠା ପାଖ ଆଙ୍ଗୁଳି ଅଧିକ ବଡ ହୋଇ ଥାଏ ଏବଂ ଅନ୍ୟ ଆଙ୍ଗୁଳି ଛୋଟ ହୋଇ ଥାନ୍ତି । ଏମିତି ଲୋକ ସମସ୍ତଙ୍କ ସହ ମିଳି ମିଶି ରହିବା ପସନ୍ଦ କରନ୍ତି, ଏହି ଲୋକ ହଟାତ ରାଗନ୍ତି ନାହିଁ ବହୁତ ଶାନ୍ତ ସ୍ଵଭାବର ଲୋକ ଅଟନ୍ତି ।

– ଷ୍ଟ୍ରେଚ୍ଦ ଫୁଟ :

ଏହି ପ୍ରକାର ଗୋଡରେ ଆଙ୍ଗୁଳି ଛୋଟ କ୍ରମ ରେ ହୋଇ ଥାଏ । ଏହି ପ୍ରକାର ଲୋକ ବହୁତ ଶାନ୍ତ ଏବଂ ଏକୁଟିଆ ରହିବା ପସନ୍ଦ କରନ୍ତି । ଏହି ପ୍ରକାର ଲୋକ କୌଣସି କାର୍ଯ୍ୟ ୟୁନିକ ଭାବରେ କରିବା ପସନ୍ଦ କରନ୍ତି । ନିଜ ଅଲଗା ପ୍ରକାର କାର୍ଯ୍ୟ ପାଇଁ ଏହି ଭଳି ଲୋକଙ୍କୁ ବିଶେଷ ସ୍ଥାନ ମିଳି ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button