ଓଡିଶା

ଆଖି ବୁଜିଲା ଆହତ ଦନ୍ତା

ସୁନ୍ଦରଗଡ଼: ଉଜ୍ଜଳପୁର ଫରେଷ୍ଟ ରେଞ୍ଜର ବି କରୁଆବାହାଲ ଗାଁ ନିକଟରେ ଏକ ଆହତ ଦନ୍ତାର ସାଢ଼େ ୧୦ଟା ବେଳକୁ ମୃତ୍ଯୁ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ସକାଳେ ଏକ ଆହତ ଦନ୍ତା ଠାବ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହାତୀକୁ ବୋମା ମାଡ଼ ହୋଇଛି। ଯାହା ଫଳରେ ହାତୀ ଶୁଣ୍ଢରେ ଗଭୀର ଆଘାତ ଲାଗିଛି। ଆହତ ହାତୀ ଗାଁ ମୁଣ୍ଡରେ ଘୁରି ବୁଲୁଥିବା ଦେଖି ଗାଁଲୋକେ ବନ ବିଭାଗକୁ ସୂଚନା ଦେଲା ପରେ ବନ ବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତା ହାତୀର କ୍ଷତ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଥିଲା। କ୍ଷତ ଚିହ୍ନଟ ହେଲା ପରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡି ଏଫ୍ ଓ କହିଥିଲେ ।

ସୂଚନାଯୋଗ୍ୟ, ସକାଳେ ଏକ ଆହତ ଦନ୍ତା ଠାବ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହାତୀକୁ ବୋମା ମାଡ଼ ହୋଇଛି। ଯାହା ଫଳରେ ହାତୀ ଶୁଣ୍ଢରେ ଗଭୀର ଆଘାତ ଲାଗିଛି।

ଆହତ ହାତୀ ଗାଁ ମୁଣ୍ଡରେ ଘୁରି ବୁଲୁଥିବା ଦେଖି ଗାଁଲୋକେ ବନ ବିଭାଗକୁ ସୂଚନା ଦେଲା ପରେ ବନ ବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତା ହାତୀର କ୍ଷତ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଥିଲା। କ୍ଷତ ଚିହ୍ନଟ ହେଲା ପରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡି ଏଫ୍ ଓ କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button