ସ୍ୱାସ୍ଥ୍ୟ

କେବଳ ୨ ମିନିଟରେ ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିଫୁଲା,ପାଇରିଆ ଭଲ ହେବ

ଆଜି ଆମେ ଏପରି ଚମତ୍କାରୀ ହୋମ ରେମେଡି ନେଇ ଆସୁଛି ଯାହା ଦନ୍ତା ବିନ୍ଧା ଭଳି ସମସ୍ୟାକୁ ଦୂର କରିବ। ଆଜିର ଦିନରେ ଅନେକ ଲୋକ ଦାନ୍ତ ବିନ୍ଧା ଭଳି ସମସ୍ୟା ପାଇଁ ଚିନ୍ତିତ। ବିଭିନ୍ନ ପ୍ରକାର କାରଣ ପାଇଁ ଆପଣଙ୍କୁ ଦାନ୍ତ ବିନ୍ଧା ଭଳି ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ। ହେଲେ ଦାନ୍ତରେ ପୋକ ଲାଗିବା କିମ୍ବା କେବିଟି ଭଳି ସମସ୍ୟା କାରଣରୁ ଏହି ସମସ୍ୟା ଅଧିକ ହୋଇଥାଏ।

ର କନେକ୍ସନ୍ ସିଧା ଆମର ମୁଣ୍ଡ ଉପରେ ପଡ଼ିଥାଏ। ଯାହା ଦ୍ଵାରା ଆମ ମୁଣ୍ଡ ଯନ୍ତ୍ରଣା ମଧ୍ୟ ଆରମ୍ଭ ହୋଇ ଯାଇଥାଏ। ତେବେ ଏହି କଷ୍ଟ ରୁ ମୁକ୍ତି ପାଇବ ପାଇଁ କେତେକ ଲୋକେ ଦାନ୍ତ କୁ ଓପାଡ଼ି ଦେଇଥାନ୍ତି। କିନ୍ତୁ ଆପଣଙ୍କ ଘରର ରୋଷେଇ ଘରେ ଏପରି କିଛି ସାମଗ୍ରୀ ରହିଛି ଯାହା ର ବ୍ୟବହାର ଆପଣଙ୍କ ଏହି ସମସ୍ୟା କୁ ଦୂର କରି ପାରିବ। ତେବେ ଆଜି ଆମେ ଏପରି ଚମତ୍କାରୀ ହୋମ ରେମେଡି ନେଇ ଆସଛୁ ଯାହା ଦନ୍ତା ବିନ୍ଧା ଭଳି ସମସ୍ୟାକୁ ଦୂର କରିବ। ତେବେ ଆସନ୍ତୁ ଜାଣିବା ଆଜିର ଉପଚାର୍ ବାବଦରେ।

୧.ପ୍ରଥମେ ଆପଣ ଅଳ୍ପ ସୋରିଷ ତେଲ ନିଅନ୍ତୁ। ଏବେ ଏଥିରେ ଏକ ଚିମୁଟି ଲୁଣ ଏଡ୍ କରନ୍ତୁ। ଏବେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଆଙ୍ଗୁଳି ରେ ନେଇ ଆପଣଙ୍କ ଦାନ୍ତ ଓ ମାଢିରେ ଧିରେ ଧିରେ ମସାଜ୍ କରନ୍ତୁ।

୨. ଦାନ୍ତ ବିନ୍ଧାର କଷ୍ଟରୁ ଉପଶମ ପାଇବା ପାଇଁ ଆପଣ ପିଆଜ ର ବ୍ୟବହାର କରି ପାରିବେ।ଡ଼ାକ୍ତର ମାନଙ୍କ କହିବା ଅନୁଯାୟୀ ଯଦି ଜଣେ ତିନି ମିନିଟ୍ ରେ ଥରେ ପିଆଜ ର ଗୋଟିଏ ସ୍ଲାଇସ ପାଟିରେ ରଖେ ତେବେ ପାଟି ଭିତର ଜୀବାଣୁ ମରି ଯାଇଥାଏ। ଯାହା ଦ୍ଵାରା ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ।

୩. ରସୁଣ ଦାନ୍ତ ବିନ୍ଧା ଭଳି ସମସ୍ୟା ପାଇଁ ରାମବଣ ଉପଚାର ଅଟେ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଦାନ୍ତ ବିନ୍ଧାରୁ ଆରାମ ଦେଇଥାଏ। ତେବେ ଆପଣ ରସୁଣ ର ଗୋଟିଏ ପାଖୁଡ଼ା ନେଇ ଲୁଣ ରେ ଡିପ୍ କରନ୍ତୁ ଏବଂ ଏହାକୁ ଧିରେ ଧିରେ ଚୋବାନ୍ତୁ।

୪. ଯଦି ଆପଣଙ୍କ ପାଖରେ ଲବଙ୍ଗ ତେଲ ରହିଛି ତେବେ ଆପଣ ଏକ ତୁଳା ରେ ଲବଙ୍ଗ ତେଲ କୁ ନିଅନ୍ତୁ। ଏବେ ଏହି ତୁଳାକୁ ଆପଣଙ୍କ ବିନ୍ଧା ହେଉଥିବା ଦାନ୍ତରେ ଏହାକୁ ଚାପି ରଖନ୍ତୁ।

୫. ଆପଣ ପ୍ରଥମେ ଅଦା ର ପେଷ୍ଟ ବନି ନିଅନ୍ତୁ। ଏବେ ଏଥିରେ ଅଳ୍ପ ଲୁଣ ମିଶାଇ ଆପଣଙ୍କ ଯେଉଁଟି ଦାନ୍ତ ବିନ୍ଧା ଭଳି ସମସ୍ୟା ହେଉଛି ସେଇଟି ଲଗାନ୍ତୁ। ଆପଣଙ୍କୁ ତୁରନ୍ତ ଉପଶମ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button