ସ୍ୱାସ୍ଥ୍ୟ

ଯାଦୁ,କାଛୁ,କୁଣ୍ଡିଆଣ କେତେବି ପୁରୁଣା ହେଉ, କେବଳ ୨ ଦିନରେ ଭଲ ହେବ

ବିଭିନ୍ନ ପ୍ରକାର କାରଣ ପାଇ ଆମ ସ୍କିନ୍ ରେ ଇନ୍ଫେକସନ୍ ହୋଇ ଥାଏ। ବିଶେଷ କରି ଶୀତ ଦିନ ମାନଙ୍କରେ ଆମ ସ୍କିନ୍ ରେ ଇନ୍ଫେକସନ୍ ଏବଂ ଫୋଙ୍ଗାଲ ଇନ୍ଫେକସନ୍ ହେବାର ଅଧିକ ସମ୍ଭାବନା ରହିଥାଏ। ଅନେକ ଲୋକଙ୍କୁ ଏଲାର୍ଜୀ ଥିବା କାରଣରୁ ମଧ୍ୟ ସ୍କିନ୍ ଇନ୍ଫେକସନ୍ ଏବଂ ଫୋଙ୍ଗାଲ ଇନ୍ଫେକସନ୍ ଭଳି ସମସ୍ୟା ଦେଖିବା ପାଇଁ ମିଳିଥାଏ।

ତେବେ ଯଦି ଅପାନଙ୍କୁ ସ୍କିନ୍ ଇନ୍ଫେକସନ୍ ରହିଛି ବା କିଛି ବି ଚର୍ମ ଜନିତ ସମସ୍ୟା ରହିଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଚମତ୍କାରୀ ହୋମ୍ ରେମେଡି ନେଇ ଆସିଛୁ ଯାହା ପ୍ରୟୋଗ କରି ଆପଣ ୧୦୦ ପ୍ରତିଶତ ଫାଇଦା ପାଇ ପାରିବେ। ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ର କୌଣସି ପ୍ରକାର ସାଇଡ ଇଫେକ୍ଟ ମଧ୍ୟ ନଥାଏ ଏହା ଆପଣଙ୍କ ସ୍କିନ ରେ ମଧ୍ୟ କିଛି କୁ ପ୍ରଭାବ ପକାଇ ନଥାଏ। ତେବେ ଆସନ୍ତୁ ଜାଣିବା ଆଜିର ଏହି ହୋମ୍ ରେମେଡି କୁ କିପରି ପ୍ରସ୍ତୁତ କରିବେ ଏବଂ ଏହାର ପ୍ରୟୋଗ କିପରି କରିବେ।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଆପଣ ଫାଳେ କଞ୍ଚା କଦଳୀ ନିଅନ୍ତୁ। ଏବେ ଏହାର ଚୋପା ଛଡାଇ ଭଲ ଭାବରେ ଧୋଇ ପରିଷ୍କାର କରି ଦିଅନ୍ତୁ। ଏବେ ଏହାକୁ ଏକ ସଫା କପଡ଼ା ରେ ଫୋଛି ଗ୍ରାଇଣ୍ଡିଂ କରି ନିଅନ୍ତୁ। ଧ୍ୟାନ ରଖନ୍ତୁ କି ଏଥିରେ ଆପଣ ଅଦୌ ପାଣିର ପ୍ରୟୋଗ କରିବେ ନାହିଁ। ବିନା ପାଣିରେ ହିଁ ଆପଣ ଏହି କଞ୍ଚା କଦଳୀକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଏବେ ଏଥିରେ ୨-୩ ଚାମଚ୍ ବସା ଦହି ଏଡ୍ କରନ୍ତୁ। ଏବେ ଏଥିରେ ଆପଣ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ। ତେବେ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କ ସ୍କିନ୍ ଇନ୍ଫେକସନ୍ ଏବଂ ଫୋଙ୍ଗାଲ ଇନ୍ଫେକସନ୍ ଭଳି ସମସ୍ୟା ଦୂର କରିବା ପାଇଁ ଚମତ୍କାରୀ ଉପଚାର ବନି ପ୍ରସ୍ତୁତ ହୋଇ ଯାଇଛି।

ପ୍ରୟୋଗ:-

ଆପଣ ଏହାର ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ଆପଣଙ୍କ ସ୍କିନ୍ ଇନ୍ଫେକସନ୍ ହୋଇଥିବା ସ୍ଥାନ କୁ ଭଲ ଭାବରେ ଧୋଇ ପରିଷ୍କାର କରି ଦିଅନ୍ତୁ। ଆପଣ ଉଷୁମ ପାଣିରେ ଇନ୍ଫେକସନ୍ ହୋଇଥିବା ସ୍ଥାନ କୁ ଭଲ ଭାବରେ ଧୋଇ ପରିଷ୍କାର କରି ଦିଅନ୍ତୁ ନର୍ମାଲ ପାଣି ମଧ୍ୟ ଆପଣ ୟୁଜ କରି ପାରିବେ। ଏହାପରେ ଏକ କପଡ଼ାରେ ଭଲ ଭାବରେ ସ୍କିନ କୁ ପୋଛି ଦିଅନ୍ତୁ ।ଏହାପରେ ଆପଣ ଇନ୍ଫେକସନ୍ ସ୍ଥାନ ରେ ଫାଳେ ଲେମ୍ବୁ ନେଇ ଘଷାନ୍ତୁ।

ଏହା ପରେ ଏହି ମିଶ୍ରଣ କୁ ନେଇ ଆପଣଙ୍କ ସ୍କିନ ରେ ଭଲ ଭାବରେ ଏପ୍ଲାଇ କରନ୍ତୁ। ପ୍ରଥମ ଦିନଟି ହିଁ ଆପଣ ଏହାର ଫାଇଦା ପାଇ ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button