ଓଡିଶା

ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର: ରାଜଧାନୀ ନିକଟସ୍ଥ ଅଟଳା ଅଞ୍ଚଳରେ ଏକ ଶବ ଝୁଲୁଥିବାର ଦେଖିବାକୁ ମିଳିଛି। ଶବ ଝୁଲୁଛି ପାଦ ତଳେ ଲାଗିଛି। କେହି ଯୁବକଙ୍କୁ ହତ୍ୟା କରିଥିବାର ସନ୍ଦେହ ଉପୁଜିଛି। ଏନେଇ ପାହାଳ ପୁଲିସ ସରଜମିନ ତଦନ୍ତ ଆରମ୍ଭ କରିଛିI

ଗ୍ୟାସ ଦୋକାନରେ ଘଟିଛି ଏଭଳି ଅଭାବନୀୟ ଘଟଣା I ଜଣେ ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ଦେଖିବାକୁ ମିଳିଛି I ମୃତଦେହକୁ ତଳକୁ ଓହ୍ଲାଇ ଛାନଭିନ କରୁଛି ପୁଲିସI କିନ୍ତୁ ପାଦ ତଳେ ଲାଗିଥିବାରୁ ହତ୍ୟା ସନ୍ଦେହ କରୁଛି ପୁଲିସ I କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ ପରେ, ପୁଲିସ ପରିଚୟ ଖୋଜିବା ଆରମ୍ଭ କରିଛିI ମୃତକ ହେଉଛନ୍ତି ଭଦ୍ରକ ଛାବରଙ୍ଗ ଅଞ୍ଚଳର ଭାଲୁଆI ସେ କେଉଁଠୁ ଆସିଲେ, କେମିତି ଝୁଲିଲେ ସେନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଛି। ପୁଲିସ କହୁଛି, ତଦନ୍ତ ଚାଲିଛି।
ଗ୍ୟାସ ଦୋକାନରେ ଘଟିଛି ଏଭଳି ଅଭାବନୀୟ ଘଟଣା I ଜଣେ ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ଦେଖିବାକୁ ମିଳିଛି I ମୃତଦେହକୁ ତଳକୁ ଓହ୍ଲାଇ ଛାନଭିନ କରୁଛି ପୁଲିସI କିନ୍ତୁ ପାଦ ତଳେ ଲାଗିଥିବାରୁ ହତ୍ୟା ସନ୍ଦେହ କରୁଛି ପୁଲିସ I କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ ପରେ, ପୁଲିସ ପରିଚୟ ଖୋଜିବା ଆରମ୍ଭ କରିଛିI

ମୃତକ ହେଉଛନ୍ତି ଭଦ୍ରକ ଛାବରଙ୍ଗ ଅଞ୍ଚଳର ଭାଲୁଆI ସେ କେଉଁଠୁ ଆସିଲେ, କେମିତି ଝୁଲିଲେ ସେନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଛି। ପୁଲିସ କହୁଛି, ତଦନ୍ତ ଚାଲିଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button