ଠାକୁର ଘରେ କେଉଁ ସ୍ଥାନରେ ସୂତାବନ୍ଧା ନଡିଆ ରଖିବା ଦ୍ଵାରା ଗୃହରେ ଧନ ସମ୍ପତି ଆସିଥାଏ ? ଆସନ୍ତୁ ଜାଣିବା
ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କୁ ବହୁତ ଉପକାରୀ ଅନୁଚିନ୍ତା ନେଇକି ଆସିଛୁ । ଯାହାକୁ ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନ ସଂପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଯାଏ । ଆପଣ ଶୌଉଥିବା ଖଟ ପାଖରେ ଜୋତା ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । ଆପଣଙ୍କ ଯଦି ଜଲଦିରେ ଅଛନ୍ତି ତେବେ ଠାକୁରଙ୍କୁ ବା ବୟସ୍କଲୋକମାନଙ୍କୁ ଗୋଟେ ହାତରେ ନମସ୍କାର କରନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ।
ତେଣୁ ଯଦି ଆପଣଙ୍କ ପାଖରେ ସମୟର ଅଭାବ ରହିଥାଏ । ତେବେ ଆପଣଙ୍କ ମୁଣ୍ଡକୁ ତଳକୁ କରି ନମ କରିବା ଉଚିତ୍ । ଏହା ହିଁ ଯଥେଷ୍ଟ ଅଟେ । ମହିଳାମାନେ ସ୍ନାନ କରିବା ପରେ ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ ଏହା ଅନୁଚିତ୍ ଅଟେ । ତେଣୁ ଚନ୍ଦନ କାଠିରେ ସିନ୍ଦୁର ଧାରଣ କରିବା ଶୁଭ ଓ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମକୁ ବୃଦ୍ଧି କରିଥାଏ ।
ପିତୃପୁରୁଷମାନଙ୍କର ଫୋଟକୁ ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ଲଗେଇବା ଅଶୁଭ ହୋଇଥାଏ । ତେଣୁ ତାଙ୍କ ଫୋଟକୁ ଉତ୍ତର ଦିଗକୁ ଲଗାନ୍ତୁ ଏହା ଦ୍ଵାରା ମୁଖ ଦକ୍ଷିଣ ଆଡକୁ ଥାଏ ଯାହା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । ଘରେ ଖରାପ ହୋଇଥିବା ଘଣ୍ଟାକୁ ଲଗେଇବା ଦ୍ଵାରା ଘରକୁ ଦୁଃଖକଷ୍ଟ ଆସିଥାଏ । ଯଦି ଆପଣଙ୍କ ଘରେ ଏଭଳି ଖରାପ ଘଣ୍ଟା ରହିଥାଏ ତେବେ ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ ଅଥବା ଠିକ କରନ୍ତୁ ।
ଘରେ ଆଲମାରିକୁ ଦକ୍ଷିଣ ଦିଗକୁ ରଖିବା ଦ୍ଵାରା ଘରେ ସର୍ବଦା ଅସୁସ୍ଥତା ରହିଥାଏ । ଏହା ବ୍ୟତୀତ ଟଙ୍କା ଅଜର୍ଥା କର୍ଚ୍ଚ ହୋଇଥାଏ ଓ ଧନର ଅଭାବ ପରିଲକ୍ଷିତ ହୋଇଥାଏ । ଆପଣ ଗୋଟିଏ ନଡିଆ ନେଇ ତାହାକୁ ଲାଲ ସୂତାରେ ଗୁଡାଇ ମା ‘ ଲକ୍ଷ୍ମୀଙ୍କ ପାଖରେ ରଖିବା ଦ୍ଵାରା ଆପଣଙ୍କ ଘରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ ଓ ଘରକୁ ଧନ ସମ୍ପତିର ଆଗମନ ହୁଏ ।
ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତ କରିଥାନ୍ତି । ଆପଣଙ୍କ ଘରର ଜଳପାଇପ ବନ୍ଦ କରିଲା ପରେ ମଧ୍ୟ ଟୋପା ଟୋପା ପାଣି ବାହାରିଥାଏ । ତେବେ ତୁରନ୍ତ ତାହାକୁ ଠିକ କରନ୍ତି ନଚେତ୍ ଏହା ଅଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଘରେ ଅଶୁଭ ହୁଏ ଯେତେବେ ପରିଶ୍ରମ କରି ରୋଜଗାର କଲେ ମଧ୍ୟ ତାହା ଅଣ୍ଟିନଥାଏ । ଯଦି ଆପଣଙ୍କ କେଶ ଝଡୁଛି ତେବେ ଲୁଣ ଓ ଦୁଦୁରା ପତ୍ରକୁ ମିଶାଇ ସାତଦିନ ଏହାକୁ ବ୍ୟବହାର କରନ୍ତି ଦେଖିବେ ଆପଣଙ୍କ ଚୁଟି ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ । ବରଗଛ ଓ ଅଶ୍ଵସ୍ତଥ ଗଛ ଥିବା ସ୍ଥାନରେ କିଛି ସମୟ ବସନ୍ତୁ ଦେଖିବେ ଏହା ଦ୍ଵାରା ଆ