ସ୍ୱାସ୍ଥ୍ୟ

ଆଣ୍ଠୁ ବିନ୍ଧା,କମର ବିନ୍ଧା,ଗୋଇଁଠି ବିନ୍ଧା କେବଳ ୨ ମିନିଟରେ ଶେଷ କରିଦେବ ଏହି ରାମବାଣ ଘରୋଇ ଉପାୟ ?

ବର୍ତମାନ ଅଧିକାଂଶ ବ୍ୟକ୍ତି ଅନେକ ଶାରୀରିକ ସମସ୍ୟା ପୀଡିତ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ, ବର୍ତମାନ ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତଙ୍କ କ୍ଷେତ୍ରରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ,ଗୋଇଁଠି ବିନ୍ଧା, କମର ବିନ୍ଧା ଜନିତ ସମସ୍ୟା ଅଧିକ ମାତ୍ରାରେ ଦେଖାଯିବାର ଦେଖିବାକୁ ମିଳିଛି ।ଏହି ସମସ୍ୟା ଥିଲେ ବ୍ୟକ୍ତି ଚଲା ବୁଲା କରିବା ସହିତ ଅନେକ କ୍ଷେତ୍ରରେ ବହୁତ ସମସ୍ୟା ଭୋଗ କରିବାର ଦେଖିବକି ମିଳିଛି ।

ତେବେ ଦିନ ସାରା କାମ କରିବା ଦ୍ୱାରା ବହୁତ ଥକାପଣ ଲାଗିଥାଏ। ଯଦି ଏହା ଆପଣଙ୍କୁ ସବୁବେଳେ ହେଉଛି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ ।କାରଣ ଶରୀରରେ କ୍ୟାଲସିୟମ ର ଅଭାବ ନା କେବଳ ବୃଦ୍ଧ ବ୍ୟକ୍ତିଙ୍କ ପାଖରେ ନୁହେଁ ବରଂ ଏହା ଛୋଟ ଛୋଟ ପିଲାମାନଙ୍କ ପାଖରେ ମଧ୍ୟ ଦେଖା ଗଲାଣି।

ଯଦି ଆପଣ ଭାବୁଛନ୍ତି ଶରୀର ରେ କେବେବି କ୍ୟାଲସିୟମ ର ଅଭାବ ହେବ ନାହିଁ ,ତେବେ ଆପଣ ଭୁଲ ଭାବୁଛନ୍ତି ।ଯଦି ଆପଣଙ୍କର ସବୁବେଳେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଆପଣଙ୍କର କ୍ୟାଲସିୟମ ର ଅଭାବ ରହିଛି। ମୁଁ ଆଜି ଆପଣକୁ ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ହେବାର ପ୍ରକୃତ କାରଣ ଏବଂ ଏହାକୁ ଦୂର କରିବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବୁ।

କାରଣ :-

ଏହି ଆଣ୍ଠୁଗଣ୍ଠି ଜନିତ ସମସ୍ୟା ସାଧାରଣତଃ ନିଜର ଖରାପ ଜୀବନ ଶୈଳୀ କାରଣରୁ ଅଧିକ ଦେଖିବା ପାଇଁ ମିଳିଥାଏ, କାରଣ ଯେଉଁ ବ୍ୟକ୍ତି ଅଧିକ ସମୟ ଅଫିସରେ ବସି କାମ କରନ୍ତି ସେମାନ ଚଲାବୁଲା କିମ୍ବା ବିନା ଏକ୍ସସାରସାଇଜ କାରଣରୁ ଏହା ଦେଖା ଦେଇଥାଏ ।ଏହା ସହିତ ଆମର ଅଧିକ ଜଙ୍କ ଫୁଡ ଖାଇବା କାରଣରୁ ମଧ୍ୟ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି, କାରଣ ଖାଦ୍ୟରେ ଅଧିକ ୟୁରିକ ଏସିଡ ଥିବା କାରଣରୁ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ ।ଯଦି ବ୍ୟକ୍ତି ସବୁବେଳେ ସୂର୍ଯ୍ୟ କିରଣ ଠାରୁ ଦୁରେଇ ରହିଥାଏ ତେବେ ମଧ୍ୟ ତାହା ଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବକି ମିଳିଥାଏ ।

ଉପକରଣ – ଅରଖ ପତ୍ର

ପ୍ରସ୍ତୁତି –

ଆପଣ ପ୍ରଥମେ ଅରଖ ପତ୍ର କୁ ନେଇ ତେଲ ଦ୍ୱାରା ଗରମ କରି ସେହି ପତ୍ର କୁ ଏକ ସୁତା କପଡ଼ା ସାହାଯ୍ୟରେ ଦେଇ ଆପଣଙ୍କ ବିନ୍ଧୁଥିବା ଆଣ୍ଠୁ, କମର ଏବଂ ଗୋଇଁଠି ରେ ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କ ଯନ୍ତ୍ରଣା ଦୂର ହୋଇଯିବ। ଏହା ବ୍ୟତୀତ ଆପଣ ସେହି ଅରଖ ଗଛର କ୍ଷୀରକୁ ନେଇ ଯେଉଁ ଯେଉଁ ଜାଗାରେ ଆପଣଙ୍କର ଯନ୍ତ୍ରଣା ହେଉଛି ସେହି ଜାଗାରେ ଏହି କ୍ଷୀରକୁ ନେଇ ମାଲିସ୍ କରନ୍ତୁ, ଯେ ପର୍ଯ୍ୟନ୍ତ ଏହା ଭଲ ଭାବରେ ମାଲିସ୍ ନ ହୋଇଥିବ। ଯଦି ଆପଣଙ୍କ ହାଡ଼ ଭାଙ୍ଗିବା ଦ୍ୱାରା ଏହି ଯନ୍ତ୍ରଣା ହେଉଥିବ ତାହେଲେ ଏହି ଉପଚାର କାମ କରିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button