ସ୍ୱାସ୍ଥ୍ୟ

ଶିଘ୍ର ପତନ ସହବାସରେ ସମସ୍ୟା : ଯୌନାଙ୍ଗ ସମସ୍ୟା: କାରଣ ଓ ଚିକିତ୍ସା ଆଜି ହିଁ ଜାଣନ୍ତୁ ଡ.- ପରାମର୍ଶ

ବହୁତ ସମୟରେ ମହିଳା ମାନଙ୍କ ପରି ପୁରୁଷ ମାନଙ୍କ ପାଖରେ ବି ଏମିତି କିଛି ସମସ୍ୟା ରହିଥାଏ ଯେଉଁ କାରଣ ପାଇଁ ପୁରୁଷ ମାନେ ଅଧିକ ସମୟ ଧରି ରିଲେଶନ ରଖିବାରେ ସମ୍ଭବ ହେଇ ନଥାଏ ।ଆଉ ଏହାକୁ ଶୀଘ୍ର ପତନ କୁହାଯାଏ, ତେବେ ଅନେକ ବେଳେ କିଛି ସମୟ ରିଲେଶନ ରଖିବା ପରେ ବା ରିଲେଶନ ରଖିବା ର କିଛି ସମୟ ପରେ ତାଙ୍କ ପାଖରେ କିଛି ସମୟ ଦେଖାଯାଏ ।ଆଉ ସେତେବେଳେ ସେମାନେ ରିଲେଶନ କଣ୍ଟିନ୍ୟୁ କରିପାରନ୍ତି ନାହିଁ,ଆଉ ଏତିକି ବେଳେ ମନେ ରଖିବେ ବି ଏହା ଶୀଘ୍ର ପତନ ସମସ୍ୟା ଅଟେ ।ତେବେ ଅନେକ ସମୟରେ ଆପଣ ଦେଖିଥିବେ କି ଗୁପ୍ତ ରୋଗର ଚିକିତ୍ସା ବିଷୟରେ ଲେଖା ଯାଇଥାଏ ।

ତେବେ ମନେ ରଖନ୍ତୁ କି ଆପଣ ଶୀଘ୍ର ପତନ ସମସ୍ୟା ପାଇଁ ଡାକ୍ତର ଙ୍କ ପାଖକୁ ଯାଆନ୍ତୁ ନହେଲେ କିଛି ଘରୋଇ ଉପାୟ କୁ ଆପଣେଇବା ଦରକାର ।ତେବେ ଘରୋଇ ଚିକିତ୍ସା ପୂର୍ବରୁ ଆପଣଂକୁ ଏମିତି ସମସ୍ୟା କେଉଁ କାରଣ ପାଇଁ ହେଇଥାଏ ତାହା ଜାଣି ରଖନ୍ତୁ ।

ଶୀଘ୍ର ପତନ ସମସ୍ୟା କାରଣ-

 

-ଯେତେବେଳେ ଜଣେ ପୁରୁଷ ଅଧିକ ଚିନ୍ତା ଓ ଷ୍ଟ୍ରେସ ଥିଲେ ବା ବହୁତ ଦୁଃଖରେ ଥିଲେ ଆଉ ସେହି ସମୟରେ ରିଲେଶନ ରଖିଲେ ଏମିତି ସମସ୍ୟା ଦେଖାଯାଏ ।

-ବହୁତ ସମୟରେ ନୂଆ ମ୍ୟାରେଜ ପରେ ରିଲେଶନ ପାଇଁ ଏକ୍ସସାଇଟେଡ଼ ବଡି ଯାଇଥାଏ ପୁରୁଷ ଙ୍କ ପାଖରେ , ଏହା ବି କାରଣ ଅଟେ ଶୀଘ୍ର ପତନ ।

-ଏସବୁ ବ୍ୟତୀତ ଯେତେବେଳେ ମୁଣ୍ଡରେ ଥିବା ସେରଟାନିନ ହରମୋନ ଇମବେଲେନ୍ସ ଯୋଗୁ ବି ଏମିତି ଅସୁବିଧା ଦେଖାଯାଏ ପୁରୁଷ ପାଖରେ ।

ଶୀଘ୍ର ପତନ ସମସ୍ୟା ର ସମାଧାନ-

 

-ବୁଇତାଳୁ ମଞ୍ଜି ଯାହା ପୁରୁଷ ମନେ ତରକାରୀ ବା ଫ୍ରାଏ କରି ଖାଇବା ଦ୍ଵାରା ସେରଟାନିନ ହରମୋନ କୁ ବେଲେନ୍ସ ହେଇଥାଏ ।

-ମାଛ,ସପ୍ତାହ ରେ ଦୁଇ ଥର ନିହାତି ଖାଇବା ଉଚିତ ପୁରୁଷ ମାନଙ୍କୁ, ଏହା ଛଡ଼ା ଏହି ସମସ୍ୟା ହେଉଥିବା ପୁରୁଷ ମାନଙ୍କୁ ଡ୍ରାଏ ଫୁଡ଼, ଆଲମଣ୍ଡ,ଅକ୍ଷରଟ ଖାଇବା ଉଚିତ ।ଠିକ ସେମିତି କଦଳୀ, ସପୁରୀ ଆଦି ଫଳ ଗୁଡିକ ବି ନିଜ ଖାଦ୍ୟରେ ରଖନ୍ତୁ ।

-ମେଥିପାଣି ବି ଶୀଘ୍ର ପତନ, ଅସୁବିଧା କୁ ଦୂର କରିବାରେ ସାହାଯ୍ୟ କରିଥାଏ । ଆଉ କେଶ୍ରୀକାନ୍ତ ଚମନପ୍ରାସ ଯାହା ବହୁତ ଭଲ ଅଟେ ଶୀଘ୍ର ପତନ ଭଲ କରିବାରେ ।

-ଏସବୁ ବ୍ୟତୀତ ପୁରୁଷ ମାନେ ଦିନ ସାରା ବହୁତ କାମ କରିଥାନ୍ତି ଆଉ ଷ୍ଟ୍ରେସ ଭିତରେ ରହିଥାନ୍ତି ।ତେଣୁ କାମ ରୁ ଫେରିବା ପରେ ସେମାନେ ଗାଧେଇବା ସାରନ୍ତୁ ଆଉ ତାପରେ ରିଲେଶନ ରଖିଲେ କିଛି ଅସୁବିଧା ହେବ ନାହିଁ ଓ ରିଲେସନ ରଖୁଥିବା ସମୟରେ ବ୍ରେକ ନେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button