ଧର୍ମ

ଭୁଲରେବୀ ସକାଳୁ ଉଠି ସ୍ତ୍ରୀ ସହ କରନ୍ତୁ ନାହିଁ ଏହି ଗୋଟିଏ କାମ ନଚେତ ଭିକାରି ହୋଇଯିବେ- Ajira Anuchinta

ଆମ ହିନ୍ଦୁ ଶାସ୍ତ୍ରରେ ମଣିଷ କେମିତି ବଞ୍ଚିବା ଉଚିତ ଆଉ କେତେ ବେଳେ କଣ ନକରିବା ଉଚିତ ଏହା ବିଷୟରେ ଶାସ୍ତ୍ରରେ ସ୍ପଷ୍ଟ ଭାବରେ ଲେଖା ହୋଇଛି କିନ୍ତୁ ମଣିଷ ଶାସ୍ତ୍ର ନମାନି ନିଜ ଇଛା ଅନୁଯାଇ କାର୍ଯ୍ୟ କରିଥାଏ ଯାହା ଫଳ ସ୍ୱରୂପ ତାକୁ କଷ୍ଟ ଭୋଗିବାକୁ ମିଳିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି କେତେକ ଏମିତି ନିୟମ ମଧ୍ୟ ଅଛି ଯାହା ସମସ୍ତେ ମାନନ୍ତି ଆଉ ଯିଏ ନମାନେ ତାକୁ ଦଣ୍ଡ ମିଳିଥାଏ ଆଉ ସେ ଭିକାରି ହୋଇଥାଏ ତେବେ ଆସନ୍ତୁ ସକାଳେ ଉଠି ସ୍ତ୍ରୀ ସହ କଣ ନକରିବା ଉଚିତ ହୋଇଥାଏ ।

୧. ସକାଳୁ ଉଠିବା ଦ୍ଵାରା ଶରୀର ସତେଜ ରହିଥାଏ, ଯେକୋଣସି କାମରେ ମନଲାଗିଥାଏ ଏବଂ ବ୍ଲଡ଼ସୁଗାର ଏବଂ କଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ ତେବେ ଏହାକୁ ଦିନସାରା ନିୟନ୍ତ୍ରଣ ରଖିବା ପାଇଁ ଆପଣଙ୍କୁ ଜଳଖିଆ ମଧ୍ୟ ଶୀଘ୍ର କରିବା ଉଚିତ ।

୨. ସକାଳେ ଉଠିବା ଦ୍ଵାରା ଆପଣଙ୍କ ପାଖରେ ନିଜ କାମ ପାଇଁ ଆଉ ନିଜ ପରିବାର ପାଇଁ ଅଧିକ ସମୟ ହୋଇଇଥାଏ ଆପଣ ଶୀଘ୍ର ଉଠିବା ସହ ନିଜ କାମ ବହୁତ ଭଲ ଭାବରେ କରି ପାରନ୍ତି ଆଉ ମନ ସକାରାତ୍ମକ ରହିଥାଏ ।

୩. ସକାଳୁ ଉଠିବା ଦ୍ଵାରା ମସ୍ତିସ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ଯାହାଫଳରେ ପ୍ରତେକ କାର୍ଯ୍ୟ ଉତ୍ତମ ରୂପେ କରିହୁଏ ।

୪. ସକାଳେ ଉଠି କିଛି ସମୟ ଖୋଲା ଆକାଶ ତଳେ ବସିଲି ଆପଣଙ୍କୁ ଅମଳଜ୍ଞାନ ପ୍ରାପ୍ତ ହୋଇଥାଏ ଯାହା ଭବିସତରେ ଆପଣଙ୍କୁ ଜ୍ଞାନୀ କରିଥାଏ ଏହା ଛଡା ସୁର୍ଜ୍ୟନଙ୍କ କିରଣରେ ବସିଲେ ଆପଣଙ୍କୁ ବିଟାମିନ ଡି ପ୍ରାପ୍ତ ହୋଇଥାଏ ।

୫. ସକାଳୁ ଉଠି ବାହାର ତାଜା ପବନରେ ନିଶ୍ଵାସ ନେବା ଦ୍ଵାରା ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ଵାରା ଶରୀରର ସୌନ୍ଦର୍ଜ୍ୟ ବୃଦ୍ଧି ପାଇଥାଏ ।

୬. ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ଵାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ ଏବଂ ଏହାକୁ ବିରବାୟୁ କୁହାଯାଏ ଯାହାଫଳରେ ଶରୀର ଶକ୍ତି ସଂଚାର ହୋଇଥାଏ । ସକାଳର ବାୟୁ ଶରୀରରେ ବାଜିବା ଦ୍ଵାରା ଶରୀରରେ ବଳ, ତେଜ, ଫୁର୍ତ୍ତି ଏବଂ କାନ୍ତି ବୃଦ୍ଧି ହୋଇଥାଏ ତାସହିତ ମନ ଶାନ୍ତ ରହେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button