ଦେଶ ବିଦେଶ

ସରକାରଙ୍କ ବଡ଼ ଘୋଷଣା, ଦୀପାବଳିରେ ଏହିଯାନଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କେମିତି ପାଇବେ?

ଚଳିତ ବର୍ଷ ସରକାର ଦୀପାବଳି ପାଇଁ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେବେ ସରକାର। ଯୋଗ୍ୟ ଲୋକଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ।  ଏବେ କିଛି ଖବର ଆସିଛି ଏଲପିଜି ଗ୍ୟାସ ସିଲିଣ୍ଡରକୁ ନେଇ । ଏବେ ସରକାର ଲୋକମାନଙ୍କ ପାଇଁ ଅନେକ କିଛି ସୁବିଧା କରୁଛନ୍ତି । ଲୋକମାନଙ୍କ ପାଇଁ ଅନେକ ଯୋଜନା ଆଣିବା ସହ ପୁରୁଷ ଏବଂ ମହିଳାମାନେ କିଭଳି ଭଲରେ ରହିବେ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ।

ମହିଳାମାନଙ୍କ ଉନ୍ନତି ପାଇଁ ସେ ଅନେକ କିଛି କରୁଛନ୍ତି । ମହିଳାମାନଙ୍କ ଉନ୍ନତି ପାଇଁ ସରକାର ଗ୍ୟାସ ମଧ୍ୟ ଯୋଗାଇ ଦେଉଛନ୍ତି ।‌ ଏବେ ଏହି ଗ୍ୟାସ ସିଲିଣ୍ଡରକୁ ନେଇ ଆସିଛି କିଛି ଖବର । ଭାରତୀୟଙ୍କ ସବୁଠାରୁ ବଡ ପର୍ବ ହେଉଛି ଦୀପାବଳି । ଏହି ଦୀପାବଳିରେ ଅନେକ କିଛି ଉପହାର ଦେଇଥାନ୍ତି । ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିବା ଲୋକମାନେ ଅନେକ କିଛି ଉପହାର ପାଇଥାନ୍ତି ।

Gas

ଅକ୍ଟୋବର ୩୧ ଏବଂ ନଭେମ୍ବର ୧ ତାରିଖରେ ଦୀପାବଳୀ ପର୍ବ ପାଳନ କରାଯାଉଛି । ଆଉ ଏହି ପର୍ବ ସମସ୍ତଙ୍କ ପାଇଁ ବଡa ଅଟେ । ଏହି ପର୍ବରେ ଅନେକ କିଛି ଉqପହାର ମିଳିଥାଏ । ଆଉ ଏବେ ସରକାର କିଛି ଉପହାର ଆଣିଛନ୍ତି ବୋଲି ସୂଚନା ମିଳିଛି । ଚଳିତ ବର୍ଷ ଦୀପାବଳି ପାଇଁ ସରକାର ମହିଳାମାନଙ୍କ ପାଇଁ ଉପହାର ଆଣିଛନ୍ତି । ଯୋଗ୍ୟ ଲୋକଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ।

ଅନେକ ରାଜ୍ୟର ସରକାର ଏହି ଦୀପାବଳି ପର୍ବରେ ଅନେକ କିଛି ସୁବିଧା ଲୋକମାନଙ୍କ ପାଇଁ ଆଣିଛନ୍ତି । ଏବେ ଆନ୍ଧ୍ରପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଜନା ସମ୍ପର୍କରେ ଏକ ପ୍ରମୁଖ ଘୋଷଣା କରିଛନ୍ତି । ସେ ଏହି ଘୋଷଣା ବୁଧବାର ଦିନ ହୋଇଥିବା ବୈଠକରେ କରିଥିଲେ । ଏହି ମାଗଣା ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଜନା ଦୀପାବଳି ପର୍ବ ଠାରୁ ଆରମ୍ଭ ହେବ ।

ଏହି ଯୋଜନା ମାଧ୍ୟମରେ ଗରିବ ପରିବାରକୁ ବର୍ଷକୁ ତିନୋଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ । ଏହି ଯୋଜନାରେ ଆବେଦନ ଦୀପାବଳି ପର୍ବର ତିନିଦିନ ପୂର୍ବରୁ କରାଯିବ । ଏଭଳି ଯୋଜନା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି । ଏହାସହ ଆହୁରି ଅନେକ ରାଜ୍ୟ ଅନେକ କିଛି ଉପହାର ଆଣୁଛନ୍ତି ଆଉ ଏହି ସବୁ ଉପହାର ପାଇ ରାଜ୍ୟବାସୀ ଖୁସି ଅଛନ୍ତି । ହିତାଧିକାରୀମାନେ ନିକଟତମ ସାଧାରଣ ସେବା କେନ୍ଦ୍ର ଯାଇ ଏହି ଯୋଜନା ପାଇଁ ଆବେଦନ କରିପାରିବେ । କିମ୍ବା ଆପଣଙ୍କ ନିକଟତମ ଏଲପିଜି ଗ୍ୟାସ ବିତରକଙ୍କ ପାଖକୁ ଯାଇ ଏହି ଯୋଜନା ପାଇଁ ଆବେଦନ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button