ଧର୍ମ

ଏହି ୩ଜଣ ଲୋକଙ୍କ ସାମନାରେ ହାରିଯାନ୍ତି ଯମରାଜ, କାରଣ ଏମାନଙ୍କର ରକ୍ଷା କରିଥାନ୍ତି ନିଜେ ଭଗବାନ ଭୋଳାନାଥ

ଆଜିର ସମୟରେ ପ୍ରତ୍ୟେକ ଲୋକ କିଛି ନା କିଛି ଅସୁବିଧାର ସାମନା କରିବା ସହିତ କୌଣସି କାରଣ ପାଇଁ ଚିନ୍ତିତ ମଧ୍ୟ ରହିଥାନ୍ତି । ମଣିଷ ଜୀବନରେ ଘଟୁଥିବା ସମସ୍ତ ଘଟଣା ତାର ଗ୍ରହ ଏବଂ ନକ୍ଷତ୍ର ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ଲୋକ ନିଜର ଯେକୌଣସି ବି ସମସ୍ୟା ସାମାନାକୁ ଆସିବାର ଦେଖିବା ପରେ ଏହାର ସମାଧାନ କରିବା ପାଇଁ ଜ୍ୟୋତିଷଙ୍କ ପାଖକୁ ଯାଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ଥିବା ସମୟରେ ସେଥି ମଧ୍ୟରୁ ମାତ୍ର ୩ଟି ରାଶି ଥାଆନ୍ତି ଯେଉଁ ମାନଙ୍କୁ ମହାଦେବ ରକ୍ଷା କରିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ଥିବା ବେଳେ ପ୍ରତ୍ୟେକ ମଣିଷର ଅଲଗା ଅଲଗା ରାଶି ହୋଇଥାଏ । ଯଦି କୌଣସି ମଣିଷ ଉପରେ ଦେବୀ ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି ତା ଜୀବନରେ କେବେ ହେଲେ କୌଣସି ଅସୁବିଧା ହୋଇ ନଥାଏ ଏବଂ ସେ ସବୁବେଳେ ଖୁସିରେ ରହିଥାଏ ।

ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ ହେବା ଦ୍ଵାରା ମଣିଷ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । କିଛି ଏମିତି ରାଶି ମଧ୍ୟ ଅଛନ୍ତି ଯାହା ଉପରେ ଭଗବାନଙ୍କ କୃପାରୁ ଗ୍ରହର କୌଣସି ପ୍ରଭାବ ପଡିନଥାଏ । ଯଦି କୌଣସି ମଣିଷ ଉପରେ ଭଗବାନଙ୍କର ଖରାପ ଦୃଷ୍ଟି ପଡିଥାଏ ତାହେଲେ ତାକୁ ବହୁତ ଅସୁବିଧାର ସାମନା କରିବାକୁ ପଡିଥାଏ ।

ଜାଣନ୍ତୁ ସେହି ୩ଟି ଭାଗ୍ୟଶାଳୀ ରାଶି ବିଷୟରେ

 

୧୨ଟି ରାଶି ମଧ୍ୟରୁ ୩ଟି ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା, ମେଷ ଏବଂ କୁମ୍ଭ ରାଶି । ଏହି ୩ଟି ରାଶିର ସୁରକ୍ଷା ସ୍ଵୟଂ ଭଗବାନ ଶିବ କରୁଥିବାରୁ ସେମାନଙ୍କ ଉପରେ କୌଣସି ସମସ୍ୟା ଆସିନଥାଏ । ତାଙ୍କର ସମସ୍ତ ଦୁଖଃ ଏବଂ ଚିନ୍ତାକୁ ମହାଦେବ ଦୂର କରି ଦେଇଥାନ୍ତି । ଏହି ୩ଟି ରାଶିର ଲୋକ ମାନେ ଯେକୌଣସି ଅସୁବିଧାର ସାମନା କରିବା ସମୟରେ ଭଗବାନ ଶିବଙ୍କର ଆରାଧନା କରିବା ନିହାତି ଆବଶ୍ୟକ ।

ପ୍ରତି ସୋମବାର ଦିନ ଶିବଲିଙ୍ଗରେ କ୍ଷୀର ଢାଳିବା ଦ୍ଵାରା ଏହି ୩ଟି ରାଶିର ସମସ୍ତ ମନୋସ୍କାମନା ମହାଦେବ ପୂରଣ କରିଥାନ୍ତି । ଭଗବାନ ଶିବ ସ୍ଵୟଂ ମୃତ୍ୟୁଞ୍ଜୟୀ ହୋଇଥିବାରୁ ତାଙ୍କର ଆଶୀର୍ବାଦ ଦ୍ଵାରା ଏହି ୩ଟି ରାଶି ଆଗରେ ଯମରାଜ ବି ହାରି ଯାଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button