ଜୀବନଶୈଳୀ

ମାତ୍ର 15 ମିନିଟ: ହାତ, ଗୋଡ ଆଉ ଚେହେରା ଯେଉଁ ବି ଜାଗାରେ ଏହାକୁ ଲଗାଇଲେ ଏତେ ଗୋରା କରି ଦେବ ଯେ ବିଶ୍ଵାସ ହେବନି

ଆଜିକା ସମୟରେ ମଣିଷ କେବଳ ନିଜ ଲୁକ ଉପରେ ସବୁଠାରୁ ଅଧିକ ଧ୍ୟାନ ଦେଇଥାଏ ଯଦି କାହା ଚେହେରା ଉପରେ କିଛି ଦାଗ ଦେଖା ଯାଇଥାଏ ତେବେ ସେ ତାକୁ ଭଲ କରିବା ପାଇଁ ଯେତେ ଘରୋଇ ଉପଚାର ବା ପାର୍ଲାରରେ ଯାଇ କେତେ ପ୍ରକାର କ୍ରିମ ବ୍ୟବହାର କରିଥାନ୍ତି । ତେବେ କିଛି କ୍ରିମ କାମ କରନ୍ତି କିନ୍ତୁ ତାଙ୍କ ବ୍ୟବହାର ଛାଡିବା ପରେ ଚେହେରା ଆଉ ଖରାପ ହୋଇଥାଏ ସେଥିପାଇଁ ଏହି ଭଳି କ୍ରିମ ବ୍ୟବହାର କରିବା ଉଚିତ ହୋଇ ନଥାଏ ।

ଆଜିକା ସମୟରେ ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ବହୁତ କମ ଲୋକ ଜାଣିଥିବେ । ତେବେ ଆୟୁର୍ବେଦରେ ମଧ୍ୟ କୁହା ଯାଇଛି ଯେ ଆମ ଶରୀରରେ ଆଇରନ ପୋଷଣ ଅଭାବ ହବା ଦ୍ଵାରା ଆମ ଶରୀର ରଙ୍ଗ କମିବାକୁ ଲାଗିଥାଏ ।

ଏହା ଛଡା ଯେଉଁ ଲୋକଙ୍କ ରକ୍ତ ଅଶୁଦ୍ଧ ହୋଇଥାଏ ତାଙ୍କ ରଙ୍ଗ ମଧ୍ୟ କମି ଯାଇଥାଏ, ତେବେ ଯେଉଁ ମାନଙ୍କ ଜେନେଟିକ ରଙ୍ଗ କମ ହୋଇଥାଏ ସେମାନଙ୍କ ପାଇଁ ଏହା କିଛି କରି ପାରିବ ନାହିଁ କିନ୍ତୁ ଯେଉଁ ମାନଙ୍କ ଶରୀର ଅଧିକ ଖରାରେ ବୁଲିବା ଦ୍ଵାରା ବା ଖରାପ ଖାଦ୍ୟ ଖାଇବା ଦ୍ଵାରା କଳା ପଡିଥାଏ ତେବେ ଏହା ଭଲ ହୋଇ ପାରିବ ।

ତେବେ ଆଗ ସମୟରେ ଲୋକ ସବୁ ପୋଷ୍ଟିକ ଜିନିଷ ସେବନ କରୁଥିଲେ କିନ୍ତୁ ଆଜିକା ସମୟରେ ଲୋକଙ୍କୁ ପିଜା, ବର୍ଗର ଭଳି ଜିନିଷ ଅଧିକ ପସନ୍ଦ ଆସିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ କିନ୍ତୁ ଲୋକ ଏହା ବିଷୟରେ କିଛି ଚିନ୍ତା କରୁ ନାହାନ୍ତି ଆଉ ଏହି ଭଳି ଜିନିଷ ସେବନ କରି ଚାଲିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ପାଇଁ ଆପଣଙ୍କୁ ଭଣ୍ଡା, ଲେମ୍ବୁ, ଗୋଲାପ ଜଳ, କଖାରୁ, ହଳଦୀ ଆଉ ମୁଲତାନି ମାଟି ଆବଶ୍ୟକ ଅଟେ ।

ଆପଣଙ୍କୁ ୫୦ ଏମଏଲ ଗୋଲାପ ଜଳ, ୧୦୦ଗ୍ରାମ ଭଣ୍ଡା, ୧୦୦ ଗ୍ରାମ କଖାରୁ, ଗୋଟେ ଚାମଚ ଲେମ୍ବୁ ରସ ଆଉ ୧/୪ ଚାମଚ ହଳଦୀ ନବାର ଅଛି ଏହାକୁ ମୁଲତାନି ମିଟିରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତେବେ ଏହି ମିଶ୍ରଣ ନିଜ ଚେହେରା ଉପରେ ଲଗାନ୍ତୁ ଆଉ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ ଏହା ପରେ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ଏହାକୁ ଆପଣ ଉଷୁମ ପାଣିରେ ଧୋଇବେ । ଏହି ମିଶ୍ରଣ ଆପଣ ସପ୍ତାହରେ ୩ ଥର ଲଗାନ୍ତୁ ଆପଣଙ୍କ ଚେହେରା ଗୋରା ହୋଇଯିବ ଆଉ ସବୁ ସମସ୍ଯା ମଧ୍ୟ ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button