ଜୀବନଶୈଳୀ

ଅଧିକ ପେନ କିଲର ଖାଇଲେ ହୋଇପାରେ ଏହି ସବୁ ଅସୁବିଧା ଏବେଠୁ ହୁଅନ୍ତୁ ସଚେତନ ଦେଖନ୍ତୁ ଶୀଘ୍ର

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆମ ଶରୀରକୁ ନେଇ ଏହି ଭିଡିଓରେ କିଛି କଥା ଜାଣିପାରିବା । ଡକ୍ଟର ଡ଼କ୍ଟର କାର୍ଯ୍ୟକ୍ରମରେ ଏହି କଥା କୁହାଯାଇଛି । ଆମ ଶରୀର ଏକାଧିକ ଅଙ୍ଗକୁ ନେଇ ଗଠିତ ହୋଇଛି । ଯଦି କୌଣସି ଅଙ୍ଗ ଖରାପ୍ ହୋଇଥାଏ ତାହେଲେ ଆମେ ଔଷଧ ବ୍ୟବହାର କରିଥାଉ । ଏହି କାର୍ଯ୍ୟକ୍ରମରେ ଆମେ ବ୍ୟବହାର କରୁଥିବା ପେନକିଲର୍ ବିଷୟରେ କିଛି କଥା ଜାଣିପାରିବା ।
ଯଦି ଆମେ ଆମ ଶରୀର ପ୍ରତି ସଚେତନ ରହିବା ତାହେଲେ ଅନେକ ରୋଗ ଭଲ ହୋଇଯିବ । ଅନେକ ପ୍ରକାରର ରୋଗ ପାଇଁ ଆମେ ଅନେକ ପ୍ରକାରର ଔଷଧ ଖାଇଥାଉ ।
ଆଉ ନାନାଦି ପ୍ରକାରର ଔଷଧ ଭିତରୁ ପେନକିଲର ଔଷଧ ଅନ୍ୟତମ । ଶରୀର ପାଇଁ ଏହା କେତେ ଜରୁରୀ । ଏହାର ସାଇଡ ଇଫେକ୍ଟ ବିଷୟରେ ଏହି ଭିଡିଓରେ ଆପଣମାନେ ଜାଣିପାରିବେ ।
ଏହି ବିଷୟରେ ଡ଼କ୍ଟର ରାଜେନ୍ଦ୍ର ସାହୁ କହିଛନ୍ତି । ପେନ କିଲର ହେଉଛି ସାଧାରଣ ଔଷଧ। ପେନକିଲର ହେଉଛି ଏକ ସାଧାରଣ ମେଡିସିନ ।
ଏହା ସବୁ ପ୍ରକାରର ବ୍ୟଥା ପାଇଁ ଆବଶ୍ୟକ । ଏହା ସବୁ ରୋଗ ପାଇଁ ଆବଶ୍ୟକ ହୋଇଥାଏ । ଆମେ ଶରୀର ବ୍ୟଥା ହେଲେ ମେଡିକାଲ ଯାଇଥାଉ । କିଛି ଲୋକମାନଙ୍କର ଅନେକ ଅନେକ ପ୍ରକାରର ରୋଗ ହୋଇଥାଏ ।
ବିନା ପରାମର୍ଶରେ ଡେଫ୍ଲୋଜାକୋ ଟାବଲେଟ୍ ଖାଇବା ଉଚିତ୍ ନୁହେଁ । ରୋଗୀମାନଙ୍କୁ ପଚାରିଲା ପରେ ପେନ କିଲର ମେଡିସିନ ଦିଆଯାଏ ।
ଆପଣମାନେ କେଉଁ ମେଡିସିନ ଖାଉଛନ୍ତି କି ଆପଣଙ୍କର ଡାଇବେଟିସ କି ଅନ୍ୟ ରୋଗ ଅଛି ସେହି ବିଷୟରେ ଜାଣି ଏହି ପେନକିଲର ମେଡିସିନ ଦିଆଯାଏ ।
ଯଦି ଆପଣ ପେନକିଲର ଡାକ୍ତରଙ୍କ ବିନା ପରାମର୍ଶରେ ଖାଇଲେ ଏହାର ସାଇଡ ଇଫେକ୍ଟ୍ ହୋଇଥାଏ । ମନଇଚ୍ଛା ଔଷଧ ଖାଇବା ଘାତକ ହୋଇପାରେ ।
ପ୍ରତ୍ୟେକ ଔଷଧ ଖାଇବା ପାଇଁ ଡାକ୍ତରୀ ପରାମର୍ଶ ଜରୁରୀ ଅଟେ । ଏକାଧିକ ପେନକିଲର ସୁରକ୍ଷିତ ଅଟେ । ଆପଣଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆବଶ୍ୟକ ରହିଛି ।
ଆପଣମାନେ ଏହି ପେନକିଲର ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ ଯେ କୌଣସି ରୋଗ ହେଲେ ଏହା ଅଧିକ ହେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button