ଜୀବନଶୈଳୀ
ନିଜର ବ୍ରେନ୍ ପାୱର ବଢ଼ାଇବା ପାଇଁ ସବୁ ରୋଗରୁ ମୁକ୍ତି ପାଇଁ କରନ୍ତୁ ଏହି ୩ ପ୍ରକାର ଯୋଗ ଆଉ ତା ପରେ ଦେଖନ୍ତୁ ଚମତ୍କାର

ବ୍ରେନ୍ ପାୱାର ବଢ଼ାଇବା ପାଇଁ ତିନୋଟି ବେଷ୍ଟ ୟୋଗା ରହିଛି।
ପ୍ରଥମଟି ହେଉଛି ମିଲିୟନ ଡଲାର ୟୋଗା – ବ୍ୟକ୍ତି ଜଣଙ୍କ କାନ ଧରି ଉଠୁଥିଲେ ଆଉ ବସୁଥିଲେ।
ଆପଣମାନେ ଯେତେବେଳେ ତୃତୀୟ ଶ୍ରେଣୀ ବା ଚତୁର୍ଥ ଶ୍ରେଣୀରେ ପଢୁଥିଲେ ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନେ କାନ ଧରି ଉଠକ୍ ବେଠକ୍ କରିବା ପାଇଁ କହିଥିଲେ।
ୱାଲ୍ଡ ରେ ଏହାକୁ ରିସର୍ଚ୍ଚ କରି ମିଲିୟନ ଡଲାର ୟୋଗା ବୋଲି କହୁଛନ୍ତି।କିନ୍ତୁ ଆପଣମାନେ ସିଧା କାନ ଧରିବେ ନାହିଁ।ଡ଼ାହାଣ ହାତ ବାମ କାନରେ ରଖିବେ।
ବାମ ହାତଟି ଡାହାଣ କାନରେ ରଖିବେ। କାନର ବ୍ରେନ୍ ସହିତ କନେକ୍ଟ ରହିଛି ଏପରି କରିଲେ କାନରେ ଯେଉଁ ଶିରାପଶୀରା ଷ୍ଟ୍ରଙ୍ଗ କରିବ।
୨ – ୟର ୟୋଗା- ବାପା ମା ମାନେ କିମ୍ବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯେତେବେଳେ ମାରୁଥାନ୍ତି ସେତେବେଳେ କାନକୁ ମୋଡ଼ି ଦେଇଥାନ୍ତି। କାନ ମୋଡିବା ଟା ବହୁତ ଭଲ ଜିନିଷ।
ଏପରି କରିଲେ କାନରେ ଯେତିକି ବ୍ରେନ୍ କନେକ୍ଟ ହୋଇଥାଏ ସେଗୁଡ଼ିକ ଚଳଚଞ୍ଚଳ ହୋଇଯାଇଥାଏ। ବ୍ରେନ୍ ପାୱାର ବଢିବ।କାନକୁ ଓଲଟା ଆଡ଼ୁ ମୋଡିବେ।
୩ – ଆନୁଲମ୍ ବିଲୋମ୍ ୟୋଗା – ନାକର ବାମ ପୁଡା ରେ ନିଶ୍ବାସ ନେବେ ଓ ଡ଼ାହାଣ ପୁଡାରେ ନିଶ୍ବାସ ଛାଡ଼ିବେ।ପୁଣିଥରେ ଡ଼ାହାଣ ପୁଡାରେ ନିଶ୍ବାସ ନେବେ ଓ ବାମ ପୁଡାରେ ନିଶ୍ବାସ ଛାଡ଼ିବେ। ଯେଉଁଥିରେ ନିଶ୍ବାସ ଛାଡ଼ିବେ ସେହିଥିରେ ନେବେ।ଏତିକି ତିନୋଟି ଜିନିଷ କରିଲେ ବ୍ରେନ୍ ପାୱାର ବଢିବ।