ଆଣ୍ଠୁ ବିନ୍ଧା ( KNEE PAIN ) ସବୁଦିନ ପାଇଁ ଭଲ ହୋଇଯିବ
ହଁ ଦର୍ଶକ ବନ୍ଧୁ ଆମେ ଜାଣିଛୁ କୁ ସ୍ୱାସ୍ଥ୍ୟ ହି ସମ୍ପଦ ହୋଇଥାଏ | ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମର ଶରୀରରେ ତୋ ବହୁତ ପ୍ରକାରର ରୋଗ ଦେଖା ଦେଇଥାଏ ଆଉ ଯାହାର ପ୍ରତିକାର ପାଇଁ ଆମେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର | ତେବେ ମୁଁ ସେମିତି ଗୋଟିଏ ରୋଗ ବିଷୟରେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛି ଯାହା ବିଷୟରେ ଆପଣ ଜାଣି ରଖିବା ଆବଶ୍ୟକ ହୋଇଥାଏ | ତେବେ କେତୋଟି ଘରେଇ ଉପଚାର କୁ ବ୍ୟବହାର କରି ଘରେଇ ଉପାୟରେ କେତୋଟି ଉପଚାର ର ସେବନ ଅ ଲେପନ ଯୋଗୁଁ ଆଣ୍ଠୁ, ଗଣ୍ଠି ଜଣିତ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା |

ତେବେ ସାଧାରଣତଃ ଅଣ୍ଟା , ଆଣ୍ଠୁ ପ ଗଣ୍ଠି ଆମ ମାନଙ୍କର ବିନ୍ଧିଥାଏ | କିନ୍ତୁ ଏହି ଅଣ୍ଟା ବିନ୍ଧିବା ଯଦି ସିଭିୟର ହେଇଯାଏ ତାହେଲେ ତାହା ଆମ ପାଇଁ ଵା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ | ତେବେ ସେହି ଯୋଉ ଆମ ଶରୀରରେ ଜୋଏଣ୍ଟ ରହିଛି ତାହା ଭିତରେ ଭାଙ୍କ ରହିଛି ଆଉ ଯଦି ତାହା ଦୁର୍ବଳ ହୋଇଯାଏ ତାହେଲେ ଆମର ଆଣ୍ଠୁ ଅ ଗଣ୍ଠି ଭଳି ସମସ୍ୟା ଦେଖା ଯାଇଥାଏ | ତେବେ ଏହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କଣ କରିବା ଆବଶ୍ୟକ ଆସନ୍ତୁ ଉପଚାର ଟି ପ୍ରସ୍ତୁତ କରିବା |

ଆବଶ୍ୟକୀୟ ଉପକରଣ :-
ମେଥି, ଶୁଣ୍ଠୀ ଅଦା, ହଳଦୀ ଗୁଣ୍ଡ,ଅଶ୍ୱଗନ୍ଧା ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆମେ ମେଥି ଆଣିବା ଅ ତାହାକୁ ଭଲ ଭାବରେ ଗୁଣ୍ଡ କରିନେବା , ତାହା ପରେ ଶୁଣ୍ଠୀ ଆଣିବା ଯାହାକୁ ଶୁଖିଲା ଅଦା କୁହା ଯାଏ | ଯାହାକୁ ଅନେକ ଦୋକାନରେ ସହଜରେ ପାଇଯିବ | ତାହା ପରେ ତୃତୀୟ ସାମଗ୍ରିଟି ହେଉଛି ହଳଦୀ ଗୁଣ୍ଡ, ତେବେ ହଳଦୀ ଗୁଣ୍ଡ ପାଇଁ ଆମେ ଦୋକାନ ହଳଦୀ ନ ନେଇ ବାଡ଼ି ହଳଦୀ କୁ ନେବା ଅ ଶେଷରେ ଯେଉଁ ସାମଗ୍ରୀ ଦରକାର ତାହା ହେଉଛି ଆସ୍ଵାଗନ୍ଧା | ତେବେ ଇହ ସବୁ ଉପକରଣ କୁ ଆଣିବା ପରେ ତାହାକୁ ଭଲ ଭାବରେ ମିକ୍ସ କରିକି ଗ୍ରାଇଣ୍ଡି କରେଇଦେବା | ତେବେ ଏହି ମିଶ୍ରଣ ପାଇଁ ସବୁ ଉପାଦାନ କୁ ସମାନ ପରିମାଣରେ ନେବା |

ବ୍ୟବହାର :-
ତେବେ ଏହି ପ୍ରକାରର ଗୁଣ୍ଡକୁ ଆମେ ଦିନରେ ଥରେ ଖାଇବା ପୂର୍ବରୁ ବା ପରେ ଗୋଟିଏ ଘଣ୍ଟା ଆଗରୁ, ଉଷମ ପାଣିରେ ଗୋଟିଏ ଚାମଚ ମିଶାଇ ସେବନ କରିବା ଆବଶ୍ୟକ |

ପ୍ରଲେପ ତେଲ ପ୍ରସ୍ତୁତି ପ୍ରଣାଳୀ ବ୍ୟବହାର :-
ଏହି ପାଇଁ ଆମେ ରାଶି ତେଲ ନେବା ଅ ସେଥିରେ 50 ଗ୍ରାମ ରସୁଣ ନେଇକି ଟିକିଏ ଛେଞ୍ଚି ଦେବା ତାପରେ ତାକୁ ଫୁଟାଇବା ଅ ଏହାକୁ ଶେଷରେ ଆମର ଦରଜ ହେଉଥିବା ସ୍ଥାନ ଅର୍ଥାତ ଆଣ୍ଠୁ, ଗଣ୍ଠି ଅ ଜୋଏଣ୍ଟ ରେ ମାଲିସ କରିବା ଯୋଗୁଁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବା |

ଏହିପରି ଭାବରେ ପ୍ରସ୍ତୁତ ଉପଚାର ଆଉ ପ୍ରଲେପ କରାଯାଇଥିବା ତେଲ ର ସାହାଯ୍ୟରେ ଆଣ୍ଠୁ, ଗଣ୍ଠି ଜନିତ ରୋଗରୁ ମୁକ୍ତି ପାଇପାରିବା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।



