ଜୀବନଶୈଳୀ

ଗାଧୋଇବା ପାଣିରେ ବାସ ଏହି ଗୋଟେ ଜିନିଷ ମିଶାଇଲେ ଶରୀର ହୋଇଯିବ ଏତେ ଗୋରା ଯାହାକୁ ଦେଖିଲେ ଆପଣ ଚମକି ପଡିବେ

ଏହି କଥା ଆପଣ ସମସ୍ତେ ଜାଣିଥିବେ କି ସବୁଦିନ ଗାଧୋଇବା ଆମ ଶରୀର ପାଇଁ କେଟ ଆବଶ୍ୟକ ହୋଇ ଥାଏ । ସବୁଦିନ ଗାଧୋଇବା ଦ୍ଵାରା ଆମ ଦେହରେ ଥିବା ଜୀବାଣୁ ମରି ଯାଆନ୍ତି । ସବୁଦିନ ଗାଧୋଇଲେ ଆମ ଶରୀର ସତେଜ ରହିଥାଏ । ସମସ୍ତଙ୍କୁ ସୁସ୍ଥ ଜୀବନ ପାଇଁ ସବୁଦିନ ଗାଧୋଇବା ଜରୁରୀ ହୋଇଥାଏ କାରଣ ଗାଧୋଇଲେ ଖାଲି ଶରୀର ସଫା ହୋଇନଥାଏ, ଆମର ମୁଣ୍ଡ ବି ଥଣ୍ଡା ରହେ ଓ ପେଟ ବି ।

ଯଦି ଗାଧୋଇବା ସମୟରେ ପାଣିରେ କିଛି ଜିନିଷ ଦିଆଯାଏ ତାହେଲେ ଶରୀର ସମ୍ବଧିତ କୌଣସି ବି ସମସ୍ୟାକୁ ଦୂର କରାଯାଇ ପାରିବ ।

ଭାଗ ଦୌଡ ଜୀବନର କାରଣ ପାଇଁ ଲୋକମାନେ ନିଜ ଦେହର ଯତ୍ନ ଠିକସେ ନେଇପାରୁନାହାନ୍ତି ଯାହା ଦ୍ଵାରା ଛୋଟ ଛୋଟ ପରିସାନ ଲାଗିରହିଥାଏ । ଏଥି ପାଇଁ ଘରେ ବସି ସହଜ ଉପାଯରେ ଶରୀରକୁ ବେମାର ପାଖରୁ ଦୂରେଇ ରଖାଯାଇପାରିବ । ଗାଧୋଇବା ପାଣିରେ କିଛି ଏମିତି ଜିନିଷ ମିସାଇ ଦେଇଦେବ ତାହେଲେ ଆପଣଙ୍କ ଶରୀର ସୁସ୍ତ ରହିବା । ଆସନ୍ତୁ ଜାଣିବା କିପରି ଜିନିଷ ସିଏ ।

ବାହାରେ କାମ କରୁଥିବା ଲୋକ ଦିନ ସାରା କାମ କରିବା ପରେ ଘରକୁ ଆସିଥାଏ ସବୁଠୁ ପ୍ରଥମେ ଗାଧୋଇବାର ହିଁ ପ୍ରସ୍ତୁତ କରିଥାଏ ଯଦି ଆପଣ ଉଷୁମ ପାଣିରେ ଗାଧୋଇବେ ତାହେଲେ ଆପଣଙ୍କର ପୁରା ଦିନର ଠକାମି ଦୂର ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ଆପଣଙ୍କ ରୋଷେଇ ଘରେ ଥିବା କିଛି ଜିନିଷ ଆମାନ ତାକୁ ବ୍ୟବହାର କରିକି ଆପଣ ଆପଣଙ୍କ ଶରୀରକୁ ଆହୁଡି ଅଧିକ ଆରାମ ଦେଇପାରିବ ।

ଏହି ଉପାୟ ପାଇଁ ପ୍ରଥମେ ଲେମ୍ବୁ ର ଜରୟରତ ହେବ । ଲିମ୍ବ କୁ ଗାଧୋଇବା ପାଣିରେ 5-6ବୁନ୍ଦା ମିଶାଇଡିଆ ।ଏହା କାଲେ ଆପଣଙ୍କ ଚେହେରା ଚ୍ମାକ୍ଦାର ହେବ ଏବଂ ଏହା ଦ୍ଵାରା ଆପଣ ଦିନସାରା ଫ୍ରେସ ଫିଲ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button