ସ୍ୱାସ୍ଥ୍ୟ

ଏହି ସବୁ ଜିନିଷରେ ସବୁଠୁ ଅଧିକ ଥାଏ ଭିଟାମିନ B12! Health Tips

ଆପଣ ମାନେ ସମସ୍ତେ ଏହି କଥା ବେଶ ଭଲ ଭାବରେ ଜାଣିଛନ୍ତି ଯେ ଆମ ଶରୀରକୁ ସ୍ଵସ୍ଥ ରଖିବା ପାଇଁ ଆମକୁ ପୋଶତିକ ଖାଦ୍ୟ ସେବନ କରିବା ଉଚିତ କାହିଙ୍କିନା ପୋଶତିକ ଖାଦ୍ୟ ସେବନ କରିବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ ଆଉ ଆମ ଶରୀରକୁ ଭରପୁର ମାତ୍ରାରେ ବିଟାମିନ ଆଉ ମିନେରାଲ ମିଳିଥାଏ ଯାହା ଆମ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଆମକୁ ସାହାଜ୍ଯ କରିଥାଏ । ଆଜି କାଳିକା ସମୟରେ ଲୋକଙ୍କୁ କେବଳ ସୁଆଦିଆ ଖାଦ୍ୟ ଖାଇବାର ଅଭ୍ଯାସ ହୋଇଥାଏ ଯାହା ଆମ ଶରୀର ପାଇଁ ବିଆଇଏସ ଭଳି କାମ କରିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ବିଟାମିନ ବି ୧୨ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

ଆମ ଶରୀରକୁ ପ୍ରତିଦିନ କିଛି ମାତ୍ରାରେ ବିଟାମିନ ବି ୧୨ ଆବଶ୍ୟକ ହୋଇଥାଏ ଆଉ ଏହା ନ ପାଇବା ଦ୍ଵାରା ଆମ ଶାରିଆରକୁ ବହୁତ ପ୍ରକାର ରୋଗ ମାଡି ଆସିଥାଏ ତେବେ ବିଟାମିନ ବି ୧୨ ଶରୀରରେ କମ ହବା ଦ୍ଵାରା ହାତ ଆଉ ଗୋଡରେ ଛୁଞ୍ଚି ଫୁଟିଲା ଭଳି ଅନୁଭବ ହୋଇଥାଏ, ନିଶ୍ଵାସ ନେଇ ହୁଏ ନାହିଁ, ଏହା ଛଡା ବହୁତ ଥକା ଥକା ଅନୁଭବ ହୋଇଥାଏ ଆଣ୍ଠୁ ଗଣ୍ଠି ଦରଜ ହୋଇଥାଏ ଏହି ଭଳି ବହୁତ ପ୍ରକାର ସମସ୍ଯା ଆପଣଙ୍କ ଶରୀରରେ ହେଲେ ଆପଣଙ୍କୁ ବୁଝି ଯିବା ଉଚିତ ଯେ ଆପଣଙ୍କ ଶରୀରରେ ବିଟାମିନ ବି ୧୨ କମ ହୋଇ ଯାଇଛି ଆଉ ଆପଣଙ୍କୁ କିଛି ଜିନିଷ ବିଶେଷ କରି ଖାଇବା ଉଚିତ ଅଟେ ।

ମାଛ :

ମାଛରେ ବହୁତ ମାତ୍ରାରେ ପ୍ରୋଟିନ ଆଉ ବିଟାମିନ ବି ୧୨ ହୋଇଥାଏ ଯାହା କାରଣରୁ ଆପଣଙ୍କ ହାଡ ଆଉ ଗଣ୍ଠି ବହୁତ ମଜବୁତ ହୋଇଥାଏ ଆଉ ଆପଣଙ୍କୁ ଦରଜରୁ ମୁକ୍ତି ମିଳିଥାଏ ।

ଅଣ୍ଡା :

ଯଦି ଆପଣ ଗୋଟେ ଦିନରେ ଦୁଇଟି ଅଣ୍ଡା କ୍ଷାନ୍ତି ତେବେ ଆପଣଙ୍କ ଶରୀରକୁ ସଠିକ ମାତ୍ରାରେ ବିଟାମିନ ବି ୧୨ ପ୍ରାପ୍ତ ହୋଇଥାଏ ଯଦି ଛୋଟ ଛୁଆ ଅଛନ୍ତି ତେବେ ଗୋଟେ ଅଣ୍ଡା ଦିଅନ୍ତୁ ।

ଚିକେନ :

ଚିକେନରେ ମଧ୍ୟ ବିଟାମିନ ବି ୧୨ ଭରପୁର ମାତ୍ରାରେ ରହିଥାଏ ଯେଉଁ ମାନଙ୍କ ଶରୀରରେ ବିଟାମିନ ଆଉ ପ୍ରୋଟିନ ଅଭାବ ହୋଇଥାଏ ତାଙ୍କୁ କଲିଜା ଆଉ ଛାତି ପିସ ଖାଇବା ଉଚିତ ଏହା ଦ୍ଵାରା ତାଙ୍କୁ ସଠିକ ମାତ୍ରାରେ ପ୍ରୋଟିନ ମିଳିଥାଏ ଆଉ ସଠିକ ମାତ୍ରାରେ ବିଟାମିନ ବି ୧୨ ମିଳିଥାଏ ।

ପିସ୍ତା ବାଦାମ :

ଯେଉଁ ଲୋକ ମାନେ ଆଇଂଷ ସେବନ କରନ୍ତି ନାହିଁ ତାଙ୍କୁ ପ୍ରତିଦିନ ୪ଟି ପିସ୍ତା ବାଦାମ ସକାଳେ ଉଠି ସେବନ କରିବା ଉଚିତ ଏହା ଦ୍ଵାରା ତାଙ୍କୁ ସବୁ ପ୍ରକାର ବିଟାମିନ ମିଳିଥାଏ ଆଉ ତାଙ୍କୁ କିଛି ଅସୁବିଧା ହୁଏ ନାହିଁ କାହିଙ୍କିନା ପିସ୍ତା ବାଦାମ ସେବନ କରିବା ଦ୍ଵାରା ଶରୀରରେ ନାଲି ରକ୍ତ ଅଧିକ ମାତ୍ରାରେ ବଢିଥାଏ ଯାହା ଦ୍ଵାରା ଶରୀର ସ୍ଵସ୍ଥ ରହିଥାଏ ।

କ୍ଷୀର :

ଯଦି ଆପଣ ଆମିଷ ଖାଉ ନାହାନ୍ତି ତେବେ ଆପଣଙ୍କୁ କ୍ଷୀର ବା କ୍ଷୀର ଜିନିଷ ଯେମିତିକି ପନିର, ଛେନା ବା ଅନ୍ୟ ଦହି ଭଳି କ୍ଷୀର ଜିନିଷ ସେବନ କରିବା ଉଚିତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button