ସ୍ୱାସ୍ଥ୍ୟ

ସୁନସୁନିଆ ଶାଗ ଖାଇବା ଦ୍ଵାରା ଭଲ ହୁଏ ଏହି ସବୁ ଭୟଙ୍କର ରୋଗ- Health Tips

ଆମ ଓଡିଶାରେ ଶାଗ ଲୋକଙ୍କର ବହୁତ ପ୍ରିୟା ହୋଇଥାଏ ବହୁତ ପ୍ରକାର ଶାଗ ଲୋକ ଏଠାରେ ଖାଇ ଥାନ୍ତି ଆପଣ ଅନ୍ୟ ରାଜ୍ୟ ମାନଙ୍କରେ ଏତେ ପ୍ରକାର ଶାଗ ଖାଇବାର ଦେଖି ନଥିବେ କିନ୍ତୁ ଓଡିଶାରେ ଶାଗ ବିନା ଚାଲିବ ନାହିଁ ଏଠାରେ ବହୁତ ପ୍ରକାର ଶାଗ ଆପଣ ଖାଇବାର ଲୋକଙ୍କୁ ଦେଖିଥିବେ । ତେବେ ଆପଣ ମାନେ ମଧ୍ୟ ଜାଣିଥିବେ ଯେ ଡକ୍ଟର ହୁଅନ୍ତୁ ବା ବୈଦ୍ୟ ସମସ୍ତେ ଶାଗ ଖାଇବା ପାଇଁ କୁହନ୍ତି କାହିଙ୍କିନା ଏଥିରେ ବହୁତ ପ୍ରକାର ପୋଶତିକ ଗୁଣ ହୋଇଥାଏ ଯାହା ଆମ ଶରୀରକୁ ବହୁତ ବଳବାନ କରିବା ସହ ଆମ ବହୁତ ପ୍ରକାର ଦୋଷ ଦୂର କରିଥାଏ ।

ସୁନସୁନିଆ ଶାଗ ଖାଇବା ଦ୍ଵାରା ଛୁଆ ମାନଙ୍କ ସ୍ମରଣ ଶକ୍ତି ଭଲ ରହିଥାଏ ଯାହା ଫଳ ସ୍ୱରୂପ ଛୁଆ ଭଲ ପାଠ ପଢନ୍ତି ଆଉ ଅନ୍ୟ ଶ୍ରେଣୀ ରେ ମଧ୍ୟ ଭଲ ରୁହନ୍ତି ।

ସୁନସୁନିଆ ଶାଗ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଉତ୍ତମ ହୋଇଥାଏ କ୍ଯାହିଙ୍କିନା ଏହାକୁ ଖାଇବା ଦ୍ଵାରା ମହିଳାଙ୍କୁ ବହୁତ ପ୍ରକାର ଶକ୍ତି ମିଳିଥାଏ ଯାହା ତାଙ୍କ ସନ୍ତାନକୁ ସ୍ଵସ୍ଥ ରଖିଥାଏ ।

ସୁନସୁନିଆ ଶାଗ ବୁଢା ବୁଢୀ ମାନଙ୍କ ପାଇଁ ବି ବହୁତ ଲାଭକାରୀ ହୋଇଥାଏ । କେବଳ ସୁନସୁନିଆ ଶାଗ ନୁହ ଅନ୍ୟ ସବୁ ପ୍ରକାର ଶାଗ ବୁଢା ବୁଢୀ ମାନଙ୍କ ପାଇଁ ଲାଭକାରୀ ହୋଇଥାଏ କାହିଙ୍କିନା ଏହି ସବୁ ଶାଗ ଖାଇବା ଦ୍ଵାରା ଆଖି ଦ୍ରୁଷ୍ଟି ବଢିଥାଏ ଆଉ ଶରୀରରେ ଶକ୍ତି ଅନୁଭବ ହୋଇଥାଏ ।

ସୁନସୁନିଆ ଶାଗ ରସ ବାହାର କରି ମହୁ ସହ ମିଶାଇ ଛୁଆ ମାନଙ୍କୁ ଖୁଆଇଲେ ତାଙ୍କ ପତଳା ଝାଡା ବନ୍ଦ ହୋଇଥାଏ ଆଉ ହଜମ ଶକ୍ତି ବଢିବାକୁ ଲାଗିଥାଏ ।

ସୁନସୁନିଆ ଶାଗ ଖାଇଲେ ମଣିଷ ଶରୀରକୁ ବିଟାମିନ ବି ୧୨ ମିଳିଥାଏ ଯାହା ଆମ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇଥାଏ ଆଉ ଏହା ଖାଇବା ଦ୍ଵାରା ଆମ ଶରୀର ବହୁତ ପ୍ରକାର ରୋଗରୁ ବଞ୍ଚି ରହିଥାଏ ।

ଆଜିକା ସମୟରେ ବ୍ରଣ ସମସ୍ତଙ୍କ ପାଇଁ ବଡ ସମସ୍ୟା କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ସୁନସୁନିଆ ଶାଗ ରସ ବାହାର କରି ବ୍ରଣ ଉପରେ ଲଗାଇଲେ ଯେତେ ଖରାପ ମୁହଁ ଥିଲେ ମଧ୍ୟ ବ୍ରଣ ଭଲ କରି ଚେହେରା ସୁନ୍ଦର କରିଥାଏ ।

ସୁନସୁନିଆ ଶାଗ ଦିନରେ ଖାଇବା ଉଚିତ ଏହାକୁ ରାତିରେ ଖାଇବା ଉଚିତ ନୁହ କାହିଙ୍କିନା ଏହା ରାତିରେ ଖାଇଲେ ଓଲଟା କାମ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button