ଜୀବନଶୈଳୀ

କେବଳ ୩ ଦିନ ଖାଆନ୍ତୁ ଏହି ଗୋଟେ ଜିନିଷ 100 ବର୍ଷ ପର୍ଯ୍ୟନ୍ତ ବୁଢାପା, କମଜୋରି ସହ 8 ପ୍ରକାର ରୋଗ ରହିବ ଦୂରେଇ

ଆଜିକା ସମୟରେ ସ୍ଵସ୍ଥ ରହିବା ବହୁତ ଆବଶ୍ୟକ ହୋଇଥାଏ କାହିଙ୍କିନା ବର୍ତମାନ ବହୁତ ଖରାପ ଖରାପ ରୋଗ ଦୁନିଆରେ ଆସି ଯାଇଛି ଜି୯ବନରେ ମଣିଷ ଯାହା କରିଥାଏ ବଞ୍ଚିବା ପାଇଁ କରିଥାଏ ତେବେ ଖାଦ୍ୟ ଜୀବନର ସବୁଠାରୁ ମହତ୍ବପୂର୍ଣ୍ଣ ଜିନିଷ ହୋଇଥାଏ । ତେବେ ଆଜିକା ସମୟରେ ବହୁତ ଲୋକ କେବଳ ବାହାର ଖାଦ୍ୟ ଖାଉଛନ୍ତି କାହିଙ୍କିନା ସେ କାମ କରୁଛନ୍ତି ଆଉ ରୋଷେଇ ପାଇଁ ସମୟ ପାଉ ନାହାନ୍ତି ତେବେ ନିଜ ସ୍ୱାସ୍ଥ୍ୟ ପ୍ରତି ନିଜେ ଧ୍ୟାନ ଡବା ଉଚିତ । ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କିଛି ଆବଶ୍ୟକ ହୋଇଥାଏ ସବୁ ପ୍ରକାର ବିଟାମିନ ଆଉ ମିନେରାଲ ଆବଶ୍ୟକ ହୋଇଥାଏ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଫ୍ୟାଟ ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ କିଛି ଫ୍ୟାଟ ଏମିତି ହୋପୀଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ ଆଉ ତାହା ନପାଇଲେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଓମେଗା ୩ ବିଷୟରେ ଆପଣ ମାନେ ଶୁଣିବାକୁ ପାଇଥିବେ ଓମେଗା ୩ ମାଛ ଖାଇବା ଦ୍ଵାରା ଆସିଥାଏ ଏହା ଛଡା ଅଳସିରେ ମଧ୍ୟ ଓମେଗା ୩ ହୋଇଥାଏ ଏହା ଛଡା ରାଶିରେ ମଧ୍ୟ ଓମେଗା ୩ ରହିଥାଏ । ଯଦି ଆପଣ ଓମେଗା ୩ ନିଜ ଶରୀରରେ ସଠିକ ମାତ୍ରାରେ ରଖିବାକୁ ଚାହନ୍ତି ତେବେ ସବୁଦିନ ଓମେଗା ୩ ଟାବ୍ଲେଟ ସେବନ କରନ୍ତୁ ।

ତେବେ ମଣିଷ ସବୁ ବିଟାମିନ ସବୁବେଳେ ସମାନ ମାତ୍ରାରେ ସେବନ କରି ପାରିନଥାଏ କିନ୍ତୁ ଏହି ଫ୍ୟାଟ ଖାଇବା ଦ୍ଵାରା ଆପଣ ବଡ ବଡ ରୋଗ ଯେମିତିକି ହାର୍ଟ ରୋଗ ଆଉ ଅନ୍ୟ ସବୁ ରୋଗରୁ ବଞ୍ଚି ପାରନ୍ତି ସେଥିପାଇଁ ଏହାକୁ ସେବନ କରନ୍ତୁ । ତେବେ କ୍ୟାନସର ଭଳି ଗମ୍ଭୀର ସମସ୍ଯା ମଧ୍ୟ ଓମେଗା ୩ ଖାଇବା ଦ୍ଵାରା କଣ୍ଟ୍ରୋଲ ହୋଇଥାଏ ସେଥିପାଇଁ କେବେ ଏହାକୁ ଖାଇବା ବନ୍ଦ କରନ୍ତୁ ନାହିଁ କେବଳ କିଛି ଦିନ ଖାଇବା ପରେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ଆଉ ଆପଣ ନିଜକୁ ଭଲ ଅନୁଭବ କରିବେ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଫ୍ୟାଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ କିନ୍ତୁ କିଛି ଫ୍ୟାଟ ଏମିତି ହୋଇଥାଏ ଯାହା ଆମ ଶରୀର ନିର୍ମାଣ କରି ପାରେ ନାହିଁ ଆଉ ଆମ ଖାଦ୍ୟ ଦ୍ଵାରା ତାହା ଆମକୁ ପ୍ରାପ୍ତ ହୋଇଥାଏ ସେଥିପାଇଁ ଖାଇବା ଉପରେ ଧ୍ୟାନ ଦିଅନ୍ତୁ ଆଉ ସବୁ ପ୍ରକାର ପରିବା ଆଉ ଡାଲି ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button