ସ୍ୱାସ୍ଥ୍ୟ

ମାତ୍ର 4ଦିନ ପିଇନିୟ, ସାରା ଜୀବନ ଡାଇବେଟିସ, କୋଲେଷ୍ଟ୍ରୋଲ ସହ ଆହୁରି ଅନେକ ଭୟଙ୍କର ରୋଗଠୁ ରହିବ ଦୂରେଇ

ମଣିଷ ଜୀବନରେ ରୋଗ ଆଜିକା ସମୟରେ ଏମିତି ଗୋଟେ ଜିନିଷ ହୋଇ ଯାଇଛି ଯାହା ପ୍ରାୟତଃ ଲୋକଙ୍କ ଜୀବନରେ ବହୁତ ମହତ୍ତ୍ଵ ପୂର୍ଣ୍ଣ ହୋଇଯାଇଛି । ଜୀବନରେ ଯେତେ ଅସୁବିଧା ହେଲେ ମଧ୍ୟ ଲୋକ ନିଜ ଚିକିତ୍ସା କରନ୍ତି ତା ପରେ ଯାହା କାମ ହେଲେ ହଉଥାଏ । ଯାହା ପାଖରେ ଯେତେ ଅଛି ତାର ସେତିକି ଚିକିତ୍ସା ରେ ଖର୍ଚ୍ଚ ହୋଇଥାଏ କାହିଁକି ନା ଜୀବନରେ ସବୁ କମିଯାଏ କିନ୍ତୁ ରୋଗ ଆଜିକା ସମୟରେ ବଢ଼ି ବଢ଼ି ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ପେଟ ରୋଗ ଶାନ୍ତ ରହିବ ଆଉ ଆପଣଙ୍କ ସବୁ ପ୍ରକାର ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଅଛନ୍ତି ଯିଏ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତି ଆଉ ଏହା ଦ୍ୱାରା ତାଙ୍କ ସ୍ବାସ୍ଥ୍ୟ ଅନ୍ୟ ମାନଙ୍କ ଅପେକ୍ଷା ଭଲ ରହିଥାଏ ଜୀବନରେ ଯେତେ କଲେ ମଧ୍ୟ କିଛି ନା କିଛି କମି ହୋଇଥାଏ । ତେବେ ମଣିଷ ଶରୀର ରୋଗ ହବାର ମୂଖ୍ୟ କାରଣ ତାଙ୍କ ପେଟ ହୋଇଥାଏ ।

ସମସ୍ତଙ୍କୁ ନିଜ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ କାହିଁକି ନା ଯାହା ଆମେ ସେବନ କରିଥାଉ ତାର ଆମ ପେଟ ଉପରେ ବହୁତ ଗମ୍ଭୀର ପ୍ରଭାବ ପଡିଥାଏ ଆଉ ଏହି ଖାଦ୍ୟ ଦ୍ୱାରା ଆମ ଶରୀରରେ ଉର୍ଜା ଆଉ ସଫଳତା ମିଳିଥାଏ ।ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଜେ ଆପଣଙ୍କ ରକ୍ତ ସଫା ରହିଲେ ଆପଣଙ୍କୁ ବହୁତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ଆପଣ ନିଜ ଜୀବନରେ ଯେତେ ରୋଗରୁ ପୀଡ଼ିତ ରହିଥାଆନ୍ତି ତାର କିଛି ନା କିଛି କାରଣ ଆପଣଙ୍କ ଅସୁଧ ରକ୍ତ ପାଇଁ ହୋଇଥାଏ ।

ଆଜି ଆମେ ଆପଣଙ୍କୁ କେବଳ ଗୋଟେ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କ ବିପି, ଡାଇବେଟିଜ ଆଉ କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ । ଆପଣଙ୍କୁ ଦୁଇ ଗ୍ଲାସ ପାଣି ଗରମ କରିବାକୁ ହବ ଏହା ସହ ଆପଣଙ୍କୁ ଗୋଟେ ଚାମଚ ଜିରା ପକାନ୍ତୁ ଆଉ ଫୁଟିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ଆପଣ ଅଧା ହେଲା ପର୍ଯ୍ୟନ୍ତ ଫୁଟାନ୍ତୁ ଆଉ ତା ପରେ ଜିରା ପାଣି ଛାଣି ସକାଳେ ଖାଲି ପେଟରେ ଜିରା ପାଣି ସେବନ କରନ୍ତୁ । ଦେଖିବେ ସମସ୍ତ ରୋଗରୁ ଦୂରେଇ ରହିବେ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button