କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ? ଆଶା କରୁଛୁ ବହୁତ ଭଲରେ ଥିବେ । ତେବେ କଣ ଆପଣ ନିଜ ଲୋକଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ସତ କଥା ? ତେବେ ସେଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଯାହା ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ହୃଦୟରୁ ତାଙ୍କ ନାଁ ଭାବି କୌଣସି ଏକ ନମ୍ବର ବାଛନ୍ତୁ ।
ସେହି ନମ୍ବର କହିବ ତାଙ୍କ ବିଷୟରେ କି ତାଙ୍କର ସତ୍ୟତା କଣ ରହିଛି । ସେ ଆପଣଙ୍କ ବିଷରେ କଣ ଚିନ୍ତା କରୁଛନ୍ତି । ତେବେ ଆପଣ ନମ୍ବର ବାଛିଲେ । କଣ ଆପଣ ଜବାବ ଜାଣିବା ପାଇଁ ରେଡି ଅଛନ୍ତି ତ ତେବେ ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ନମ୍ବର : ଆପଣ ଯାଜଙ୍କ ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆପଣ ବହତୁ କଥା ଲୁଚାଇଥାନ୍ତି । ଆପଣଙ୍କ ପର୍ଶନ ଚାହୁଁ ଛନ୍ତି ଆପଣ ମନ କଥା ଖୋଲିକି କୁହନ୍ତୁ ।
ଆପଣ କଣ ଚାହୁଁ ଛନ୍ତି ସେ ବୁଝିପାରୁ ନାହାନ୍ତି । ସେ ଆପଣଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି କିନ୍ତୁ ଆପଣ କଣ କରୁଛନ୍ତି ସେ ଜଣାଇପାରୁ ନାହାନ୍ତି । ଆପଣଙ୍କ ପାଖରେ ସବୁ ଖୁସି ଅଛି କିନ୍ତୁ ଆପଣ ତାହାକୁ ଅନୁଭବ କରୁ ନାହାନ୍ତି । ଆପଣଙ୍କ ଜୀବନରେ ଦୁଖ ଅଛି ଏମିତି ସେ ଭାବୁଛନ୍ତି । ଆପଣ ଏଭଳି ସ୍ଥିତିରେ ଗ୍ରହଣ କରୁ ନାହାନ୍ତି କି ଋଜେକ୍ଟ କରୁ ନାହାନ୍ତି । ଏମିତି କିଛି ଭାବନା ତାଙ୍କ ମନରେ ଆପଣଙ୍କ ପାଇଁ ଅଛି । ଆପଣଙ୍କ ପାଇଁ ମିକ୍ସ ଫିଲିଙ୍ଗ୍ସ ଅଛି ତାଙ୍କ ମନରେ ।
2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ଆପଣ ଲୋକଙ୍କୁ ହସାଇଥାନ୍ତି । ଆପଣ ବହୁତ ଖୁସି ମିଜାଜର ବ୍ୟକ୍ତି ଅଟନ୍ତି ଏମିତି ଆପଣଙ୍କ ପର୍ଶନ ଭାବୁଛନ୍ତି । ଆପଣ ଯେମିତି ଅଛନ୍ତି ବହୁତ ଭଲ ମଣିଷ ଅଟନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । କିନ୍ତୁ ତାହା କେତେ ସତ ତାହାକୁ ନେଇ ଆପଣଙ୍କ ମନରେ ସନ୍ଦେହ ଅଛି । ସେ ଭାବୁଛନ୍ତି ଆପଣଙ୍କ ଉପରେ କେବେ ବିଶ୍ଵାସ କରି ହେବ କି ନାହି । ଆପଣଙ୍କ ଆଗରୁ ସେ ଆଉ କାହା ସହ ରିଲେସନରେ ରହିଛନ୍ତି ବା ମ୍ୟାରେଜ ହୋଇସାରିଛି । କିନ୍ତୁ ଆପଣଙ୍କ ପର୍ଶନ ଋଲ୍ସେସନରୁ ବାହାରିବାକୁ ଚାହୁଁ ଛନ୍ତି ।
3- ତୃତୀୟ ନମ୍ବର : ଆପଣ ନିଜ ପର୍ଶନ ଙ୍କ ପାଇଁ ତୃତୀୟ ନମ୍ବର ଚୁଜ କରିଥିଲେ ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ବହୁତ ମଜବୁତ ଅଛି । ସେ ଆପଣଙ୍କ ବିଷୟରେ ବହୁତ ଭାବୁଛନ୍ତି । କିଛି ନା କିଛି ନିସ୍ପତି କୁ ନେଇ ଅପେକ୍ଷାରେ ଅଛନ୍ତି ଆପଣଙ୍କ ପର୍ଶନ । ସେ ନିଜର ବିକାଶକୁ ନେଇ ସନ୍ଦେହରେ ଅଛନ୍ତି ।
ତାଙ୍କ ମନ ଭାଙ୍ଗିଛି ତାଙ୍କର କ୍ଯାରିୟର, ପରିବାରକୁ ନେଇ । ତଥାପି ସେ ନିଜକୁ ନିଜେ ଷ୍ଟାଣ୍ଡ କରିବାକୁ ଚାହୁଁଛନ୍ତି । ଆପଣ ବହୁତ ଇନୋସେଣ୍ଟ ବ୍ୟକ୍ତି ଅଟନ୍ତି ଏମିତି ସେ ଭାବୁଛନ୍ତି ।