ଜୀବନଶୈଳୀ

ଯେତେ ପୁରୁଣା ଚର୍ବି ହେଉ ଘିଅ ଭଳି ତରଳିଯିବ, ବାସ କରନ୍ତୁ ଏହି ଉପାୟ

ମଣିଷ ସ୍ବାସ୍ଥ୍ୟ ଏମିତି ଗୋଟେ ମେସିନ ଯାହା ଭଲ ଭାବରେ କାମ ନକଲେ ଆପଣଙ୍କୁ ଅସୁବିଧା ସାମ୍ନା କରିବାକୁ ପଡ଼ିଥାଏ କାହିଁକି ନା ଆପଣ ଯାହା ଖାଇବେ ଆପଣଙ୍କ ସ୍ବାସ୍ଥ୍ୟ ସେତେ ଭଲ ବା ଖରାପ ରହିବ ଏହାର ମୁଖ୍ୟ କାରଣ ଏହା ଅଟେ ଜେ ମଣିଷ ଶରୀର ଏମିତି ଗୋଟେ ମେସିନ ଯେଉଁ ଥୀରେ ଆପଣ ଯେତେ ପୋଷ୍ଟିକ୍ ତତ୍ତ୍ଵ ଦେଇଥାନ୍ତି ଆପଣଙ୍କ ସ୍ବାସ୍ଥ୍ୟ ସେତେ ଭଲ ରହିଥାଏ । ବହୁତ୍ ଲୋକଙ୍କୁ ମୋଟା ହବା ଦ୍ୱାରା ବହୁତ୍ ଭୟଙ୍କର ରୋଗର ଶିକାର ହବାକୁ ପଡ଼ିଥାଏ ଏହା ଛଡ଼ା ମୋଟା କମ କରିବା ବହୁତ୍ କଷ୍ଟକର କାମ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏମିତି କିଛି କାରଗର ଉପାୟ ବିଷୟରେ ଯାହା ଦ୍ଵାରା ଆପଣ ନିଜ ଓଜନ ବହୁତ୍ ସହଜରେ କମ କରିପାରିବେ । ଆପଣଙ୍କୁ ସକାଳେ ଉଠି ଏମିତି କିଛି ଜିନିଷ ଗୁଡ଼ିକ ସେବନ କରିବାକୁ ହବ ଯାହା ଆପଣଙ୍କ ରୋଷେଇ ଘରେ ବହୁତ୍ ସହଜରେ ପ୍ରାପ୍ତ ହୋଇଯିବ ।

କଣ ଆପଣ ଜାଣିଛନ୍ତି ଘରେ ଏମିତି ବହୁତ୍ ଜିନିଷ ହୋଇଥାଏ ଯାହା ଆମ ମେଟା ବୋଳିଜମ କମ କରିବାରେ ସାହାଯ୍ୟ କରିଥାଏ । ତେବେ କିଛି ଲୋକ ଅଛନ୍ତି ଯିଏ ଏହା ବିଷୟରେ ଜାଣି ନଥାନ୍ତି ଆଉ ବହୁତ୍ ପ୍ରକାର ଔଷଧ ସେବନ କରନ୍ତି ଯାହା ଦ୍ଵାରା ତାଙ୍କର କିଛି ଓଜନ କମ୍ ମଧ୍ୟ ହୋଇଥାଏ କିନ୍ତୁ ପରେ ଏହାର ସାଇଡ ଇଫେକ୍ଟ୍ ଆପଣଙ୍କ ଶରୀର ଉପରେ ଦେଖିବାକୁ ମିଳିଥାଏ ।

ଆପଣଙ୍କୁ ରାତିରେ ଗୋଟେ ଚାମଚ ଜୁଆଣି ଗୋଟେ ଗ୍ଲାସ ପାଣିରେ ଭେଦେଇବାକୁ ହବ ଏହା ପରେ ଆପଣ ତାକୁ ରାତି ସାରା ପାଇଁ ଛାଡି ଦିଅନ୍ତୁ ଏହା ପରେ ସକାଳେ ଉଠି ସେହି ପାଣିକୁ ଗରମ କରନ୍ତୁ ଆଉ ଗୋଟେ ଗ୍ଲାସ  ଜୁଆଣି ପାଣିକୁ ଅଧ ଗ୍ଲାସ ହବା ପର୍ଯ୍ୟନ୍ତ ଫୁଟାନ୍ତୁ ଏହା ପରେ ସେହି ପାଣିକୁ ଛାଣି ଗରମ ଚା ଭଳି ତାକୁ ସେବନ କରନ୍ତୁ ଥଣ୍ଡା ହବା ପରେ ତା ପ୍ରଭାବ କମି ଯାଇଥାଏ ସେଥିପାଇଁ ଗରମ ଗରମ ପିଅନ୍ତୁ ।

ତେବେ ଏହି ଭଳି ଆପଣ ଗୋଟେ ଦିନ ଜୁଆଣି ପାଣି ପିଲେ ଆର୍ ଦିନ ପାନ ମାଧୁରୀ ସେମ ପ୍ରୋସେସ ରେ ପିଅନ୍ତୁ, ଏହା ପର ଦିନ ଆପଣ ଜିରା ପାଣି ପିଅନ୍ତୁ ଆଉ ଆ ପରେ ଆପଣ ଅଳସି ପାଣି ସେବନ କରନ୍ତୁ ଦେଖିବେ ଗୋଟେ ରୁ ଦୁଇ ସପ୍ତାହ ପରେ ଆପଣଙ୍କୁ ଫରକ ଦେଖିବାକୁ ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button