ବିଚାର

ଚା ପିଇବାର ହାନିକାରକ କଥା ଗୁଡ଼ିକ ବିଷୟରେ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଭାରତ ଏମିତି ଗୋଟେ ଦେଶ ଯେଉଁଠାରେ ଦୁନିଆର ସବୁଠାରୁ ଅଧିକ ଲୋକ ଚା ପିଇବା ପସନ୍ଦ କରନ୍ତି ଆଉ ପ୍ରାୟତଃ ଲୋକ ଏହାକୁ ସକାଳେ ଖାଲି ପେଟରେ ପିଇବା ପସନ୍ଦ କରନ୍ତି । ତେବେ କଣ ଆପଣ ଜାଣିଛନ୍ତି ଯେ ଚା ଆମ ସ୍ବାସ୍ଥ୍ୟ ପାଇଁ କେତେ ଖରାପ ହୋଇଥାଏ ଆଉ ଏହି ଚା ପିଇବା ଦ୍ୱାରା ଆପଣଙ୍କୁ ହଜାର ପ୍ରକାର ରୋଗ ମଧ୍ୟ ହୋଇଥାଏ । ଆପଣଙ୍କୁ ଏହା ଜଣା ଥିବ ଯେ ଚା ରେ କେତେ ପ୍ରକାର ହାନିକାରକ ଜିନିଷ ଆମେ ମିଶାଇ ଥାଉ ସବୁଠାରୁ ବଡ଼ କଥା ଆପଣ ଚା ଦ୍ୱାରା ଗୋଟେ ଦିନରେ କେତେ ମାତ୍ରା ରେ ଚିନି ସେବନ କରିଥାନ୍ତି ଆଉ ଏହି ଚିନି ଆପଣଙ୍କ ସ୍ବାସ୍ଥ୍ୟ ଖରାପ କରିବା ପାଇଁ ଯଥେଷ୍ଟ ଅଛି ।

ଆଜି ଆମେ ଆପଣଙ୍କୁ ଏମିତି ଅନେକ କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ ଜଣା ପଡ଼ିବ ଜେ ଆପଣ ଚା ନୁହଁ ବିଷ ପିଉଛନ୍ତି ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ୍ ହାନିକାରକ ହୋଇଥାଏ । ପ୍ରାୟତଃ ଲୋକ ସକାଳେ ଉଠି ଖାଲି ପେଟରେ ଚା ପିଅନ୍ତି ଯାହା ଦ୍ଵାରା ତାଙ୍କ ପେଟରେ ଏସିଡ ହୋଇଥାଏ ।

ଆଉ ତାଙ୍କ ପାଚନ କ୍ରିୟାରେ ବହୁତ୍ ପ୍ରକାର ଅସୁବିଧା ଆରମ୍ଭ ହୋଇଥାଏ ଏହା ପରେ ସେହି ଚା ରେ ଥିବା କେଫିନ ଆଉ କ୍ଷୀର ଦ୍ୱାରା ତିଆରି ହୋଇଥିବା ଏସିଡ ରକ୍ତ ସହ ମିଶିଥାଏ ଆଉ ଏସିଡ ପୁରା ଶରୀରରେ ଭ୍ରମଣ କରିଥାଏ ଆଉ ପୁରା ଶରୀରକୁ ଅସ୍ଵତ୍ କରିଥାଏ । ଆପଣଙ୍କ ପାଚନ କ୍ରିୟାରେ ଅସୁବିଧା ଆସିଥାଏ ଆପଣଙ୍କୁ ପିତ୍ତ ସମସ୍ୟା ହୋଇଥାଏ ଯାହା ଦ୍ଵାରା ଆପଣଙ୍କ ପେଟରେ କନଷ୍ଟିପେସନ ସମସ୍ୟା ଆରମ୍ଭ ହୋଇଥାଏ ।

ଆଉ ଆପଣଙ୍କୁ ହଜାର ପ୍ରକାର ରୋଗ ହୋଇଥାଏ । ଚା ପିଇବା ଦ୍ୱାରା ଲୋକଙ୍କ ବିପି ସମସ୍ୟା ଆଉ ସୁଗାର ଲେବଲ୍ ବଢ଼ିଥାଏ ଆଉ ଏହାକୁ କଣ୍ଟ୍ରୋଲ କରିବା ବହୁତ୍ କଷ୍ଟକର ହୋଇଯାଏ । ଏହା ଛଡ଼ା ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯଦି ଜଣେ ବ୍ୟକ୍ତି ପୁରା ପେଟ ଖାଇବା ର ଘଣ୍ଟାକ ପରେ ଚା ପିଅନ୍ତି ତାହା ବି ଗ୍ରୀନ ଟି ତେବେ ଏହି କ୍ୟାଫେନ ଆପଣଙ୍କ ଶରୀରକୁ ତାଜା କରିଥାଏ ।

ଆଉ ଆପଣଙ୍କୁ ବହୁତ୍ ଭଲ ଅନୁଭବ ହୋଇଥାଏ କାହିଁକି ନା ଏଥିରେ ଚିନି ବା କ୍ଷୀର ନ ରହିଲେ ଏହା ହାନିକାରକ ନୁହଁ । ଆପଣଙ୍କୁ ଗ୍ରୀନ ଟି ପିଇବା ଉଚିତ୍ କିନ୍ତୁ ସଠିକ୍ ସମୟ ଆଉ ସଠିକ୍ ମାତ୍ରାରେ ପିଇବା ଉଚିତ୍ ଯାହା ଦ୍ଵାରା ଆପଣଙ୍କ ଶରୀରକୁ ଲାଭ ହେଉ ହାନି ନୁହଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button