ସ୍ୱାସ୍ଥ୍ୟ

Bedରୁ ଉଠୁ ନଥିବା ଲୋକ ମଧ୍ୟ ଦୌଡିବାକୁ ଲାଗିବ, ବାସ 2ଦିନ କରନ୍ତୁ ଏହାର ସେବନ

ଆଜିକା ସମୟରେ ସବୁଠାରୁ ବଡ଼ ସମସ୍ୟା ଏହା ଅଟେ ଜେ କେହିବି ସ୍ବାସ୍ଥ୍ୟ ନାହାନ୍ତି ସମସ୍ତଙ୍କୁ କିଛି ନା କିଛି ହଉଛି ଯାହା କାରଣରୁ ତାଙ୍କୁ ଅସୁବିଧା ହୋଇଥାଏ । ତେବେ ମଣିଷ କେବଳ ନିଜ ପାଟିର ସୁଆଦ ପାଇଁ ନିଜ ସ୍ବାସ୍ଥ୍ୟ ନିଜେ ଖରାପ କରୁଛନ୍ତି ଯଦି ଆପଣଙ୍କୁ ମଧ୍ୟ ବହୁତ୍ ପ୍ରକାର ଅସୁବିଧା ଅଛି ତେବେ ଆପଣଙ୍କୁ ଆଜିର ଏହି ଉପାୟ କରିବା ବହୁତ୍ ଆବଶ୍ୟକ ଅଟେ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ରୋଷେଇ ଘରେ ବହୁତ୍ ସହଜରେ ପ୍ରାପ୍ତ ହୋଇଯିବ ଆଉ ଆପଣଙ୍କୁ ସେବନ କରିବା ପାଇଁ ମଧ୍ୟ ଅସୁବିଧା ହବ ନାହିଁ ।

ଆଜି ଆମେ ଆପଣଙ୍କୁ ଗୋଲ ମରିଚ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କୁ ଜାଣିବା ଆବଶ୍ୟକ ଅଟେ । ଆୟୁର୍ବେଦ ଅନୁଯାଇ କଞ୍ଚା ଜିନିଷ ସେବନ କରିବା ବହୁତ୍ ଆବଶ୍ୟକ କାହିଁକି ନା ପେଟର ପାଚନ କ୍ରିୟାକୁ ସାହାଯ୍ୟ ମିଳିଥାଏ ଶରୀରକୁ ଭରପୁର ମାତ୍ରା ରେ ପ୍ରୋଟିନ ଓ ଅଲଗା ଆବଶ୍ୟକ ପଦାର୍ଥ ମିଳିଥାଏ ।

ଜୀବନରେ ମଣିଷ ବହୁତ୍ କମ ଏମିତି ଖାଦ୍ୟ ଖାଇଥାଏ ଯାହା ଦ୍ଵାରା ତାଙ୍କ ସ୍ବାସ୍ଥ୍ୟ ଭଲ ରହୁ ମଣିଷ ସେହି ଜିନିଷ ଖାଇବାକୁ ଇଛା କରିଥାଏ ଯାହା ଦ୍ଵାରା ତାଙ୍କୁ ସୁଆଦ ମିଳିପାରେ । ତେବେ ସମସ୍ତଙ୍କ ଘରେ ଗୋଲ ମରିଚ ଥିବ ଆପଣଙ୍କୁ କେବଳ ଏତିକି କରିବାର ଅଛି ଯେ ସକାଳେ ଉଠି ଖାଲି ପେଟରେ ୪ଟି ଗୋଲ ମରିଚ ଚୋବାଇ ନଚେତ୍ ଯଦି ପାଉଡର କରିଛନ୍ତି ତେବେ ଅଳପ ପାଉଡର ଖାଇ ଅଳପ ଉଷୁମ ପାଣି ସେବନ କରନ୍ତୁ ।

ଏହା ସହ ଆପଣଙ୍କୁ ଆପଣଙ୍କ ଖାଦ୍ୟରେ ଗୋଟେ ଟାଇମ୍ କେବଳ କଞ୍ଚା ଜିନିଷ ଖାଇବାକୁ ହବ ଯେମିତିକି ଫଳ, ସଲାଡ, କଞ୍ଚା ବୁଟ୍ ଓ ଅନ୍ୟ କେତେକ କଞ୍ଚା ଜିନିଷ ଆପଣ କିଛି ବି ସେବନ କରି ପାରିବେ ଆପଣଙ୍କ ଇଛା । ତେବେ ଯେଉଁ ଲୋକଙ୍କୁ ଆଖି ଦୃଷ୍ଟି ସମସ୍ୟା ଅଛି ବା ଅନ୍ୟ କେତେକ ସମସ୍ୟା ଅଛି ସେହି ଭଳି ଲୋକଙ୍କୁ ସକାଳେ ଖାଲି ପେଟରେ କଞ୍ଚା ବିଲାତି ସହ ଗୋଲ ମରିଚ ଲଗାଇ ଅଳପ କଳା ଲୁଣ ଦେଇ ପେଟ ଭର୍ତି କରି ଖାଆନ୍ତୁ ।

କେବଳ ୩ ମାସ କରନ୍ତୁ ଦେଖିବେ ଆପଣଙ୍କ ଚଷମା ବାହାରି ଯିବ ଆପଣଙ୍କୁ କିଛି ଅନ୍ୟ ଔଷଧ ଖାଇବା ଆବଶ୍ୟକ ନାହିଁ । ଏହା ଛଡ଼ା ଆଜିକା ସମୟରେ ସମସ୍ତଙ୍କ ଦାନ୍ତରେ ବହୁତ୍ ଅସୁବିଧା ଅଛି ତେବେ ଆପଣଙ୍କୁ ଗୋଲ ମରିଚ ଗୁଣ୍ଡ କରିବାକୁ ହବ ।

ଏହା ପରେ ଆପଣ ସେଥିରେ ଅଳପ କଳା ଲୁଣ ମିଶାଇ ନିଜ ଦାନ୍ତ ସଫା କରନ୍ତୁ ଦେଖିବେ  ଆପଣଙ୍କ ଦାନ୍ତ ବିନ୍ଧା ଓ ଅନ୍ୟ ସବୁ ସମସ୍ୟା ବହୁତ୍ ସହଜରେ ଦୁର ହବ । ଆପଣଙ୍କୁ ଏହି ପରି ଖାଦ୍ୟ ଖାଇବା ଦ୍ବାରା ଆଉ ଖାଲି ପେଟରେ ଗୋଲ ମରିଚ ସେବନ କରିବା ଦ୍ୱାରା ବଡ ବଡ ଭୟଙ୍କର ରୋଗ ଯେମିତିକି କ୍ୟାନ୍ସର, ଡାଇବେଟିଜ୍, ବିପି ଭଳି ଅନେକ ସମସ୍ୟା କେବେ ହବ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button