ଜୀବନଶୈଳୀ

ଏମିତି କିଛି ଭୁଲ ପାଇଁ ଜନ୍ମ ହୋଇଥାନ୍ତି ଯାଆଁଳା ଛୁଆ! କଣ ଆପଣ କରୁଛନ୍ତି କି ଏହି ଭୁଲ ?

ଯାଆଁଳା ଛୁଆଙ୍କ ବିଷୟରେ ଆପଣ ମାନେ ବହୁତ୍ ଜାଗାରେ ଦେଖିବାକୁ ପାଇଥିବେ ବା ବହୁତ୍ ଜାଗାରେ ପଢିଥିବେ କାହିଁକିନା ଯାଆଁଳା ଛୁଆ ହବା ସ୍ଵାଭାବିକ ନୁହେଁ ଯାଆଁଳା ଛୁଆ ସବୁବେଳେ ସ୍ୱାସତ ରୁହନ୍ତି ନାହଁ ତାଙ୍କୁ ବହୁତ୍ ପ୍ରକାର ସମସ୍ୟା ହୋଇଥାଏ ତେବେ ଆପଣ ମାନେ ପ୍ରାୟତଃ ଯାଆଁଳା ଛୁଆଙ୍କ କାହାଣୀ ଖବର କାଗଜରେ ପଢିବାକୁ ପାଇଥାଉ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଗର୍ଭ ଧାରଣ କରିବା ଆଗରୁ ବା ପରେ ଦମ୍ପତି କଣ ଭୁଲ କରନ୍ତି ଯାହା ଫଳର ଯାଆଁଳା ଚୁଆ ଛୁଆ ଜନ୍ମ ହୋଇଥାନ୍ତି ।

ଯାଆଁଳା ଛୁଆ ହେଲେ ସମସ୍ତେ ଖୁଶି ହୁଅନ୍ତି କିନ୍ତୁ ଏହି ଭଳି ଖୁସି ବହୁତ୍ କମ ଘରେ ଦେଖିବାକୁ ମିଳିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଏହାକୁ କାହିଁକି ହୋଇଥାଏ କାହିଁକିନା ଯାଆଁଳା ଛୁଆଙ୍କ ମଧ୍ୟରୁ ଗୋଟେ ସବଳ ଓ ଗୋଟେ ଦୁର୍ବଳ ହୋଇଥାଏ ଓ ଏହି ଦୁର୍ବଳତା ପାଇଁ ସେ ଅପଙ୍ଗ ହୋଇପାରେ ନଚେତ୍ ତା ମାନସିକ ସ୍ଥିତି ଖରାପ ହୋଇପାରେ ବା ଆପଣ ମାନେ ବହୁତ୍ ଖବର ଦେଖିଥିବେ ଯେଉଁଥିରେ ଦୁହେଁ ଯୋଡ଼ି ହୋଇଥାନ୍ତି କାହାର ପେଟ ଲାଗିଥାଏ କାହାର ମୁଣ୍ଡ ଗୋଟେ ହୋଇଥାଏ ।

ତେବେ ବହୁତ୍ ପ୍ରକାର ର ଯାଆଁଳା ଛୁଆ ହୁଅନ୍ତି ଯାହାର ଜୀବନ କିଛି ନଥାଏ କେବଳ କଷ୍ଟ ହୁଏ ତାଙ୍କ ମା ବାପା ଓ ତାଙ୍କୁ । ଗାଁ ମାନଙ୍କରେ ଏହା କୁହାଯାଏ ଯେ ଯାଆଁଳା ଫଳ ଖାଇବା ଦ୍ବାରା ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି କିନ୍ତୁ ବୈଜ୍ଞାନିକ ମାନେ ବହୁତ୍ ଅଧ୍ୟୟନ କରିବା ପରେ ଏହା କହିଛନ୍ତି ଯେ ଏହାର ୩ ଟି କାରଣ ହୋଇଥାଏ :

୧- ଯେଉଁ ମହିଳା ମାନେ ବହୁତ୍ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରନ୍ତି ବା ଅଧିକ ଗର୍ଭ ପାତ୍ କରନ୍ତି ତାଙ୍କୁ ଯାଆଁଳା ଛୁଆ ଜନ୍ମ ହୁଅନ୍ତି ବା ସମ୍ଭାବନା ରହିଥାଏ ।

୨- ଯେଉଁ ମହିଳା ବା ପୁରୁଷ ମାନଙ୍କ ପୂର୍ବ ପୁରୁଷଙ୍କର ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି ତାଙ୍କ ଘରେ ମଧ୍ୟ ଯାଆଁଳା ଛୁଆ ହବାର ସମ୍ଭାବନା ଅଧିକ ହୋଇଥାଏ ।

୩- ଯେଉଁ ମହିଳା ବହୁତ୍ ଅଧିକ ଆମିଷ ଜିନିଷ ସେବନ କରନ୍ତି ଓ ତାଙ୍କ ଶରୀର ମଧ୍ୟ ସାମାନ୍ୟ ମାତ୍ରାରୁ ଅଧିକ ବଡ ହୋଇଥାଏ ତେବେ ତାଙ୍କର ମଧ୍ୟ ଯାଆଁଳା ଛୁଆ ହବାର ସମ୍ଭାବନା ଅଧିକ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button