ସ୍ୱାସ୍ଥ୍ୟ

ଚାହା ପିଇସାରିବା ପରେ କେବେ ବି ଏହି ଜିନିଷ ସେବନ କରନ୍ତୁ ନାହିଁ, ନଚେତ୍ ମାଡିଯିବ ଏହି ଚର୍ମରୋଗ

ଆମ ଦେଶରେ ଚା ପିବାର ପ୍ରଣାଳୀ ବହୁତ୍ ବହୁତ୍ ବର୍ଷ ଧରି ଅଛି । ଗାଁ ହେଉ ବା ସହର ସମସ୍ତଙ୍କୁ ଚା ପିଇବା ପସନ୍ଦ କିନ୍ତୁ କଣ୍ ଆପଣ ଜାଣିଛନ୍ତି ଚା କେତେବେଳେ ଯେମିତି ଓ କେଉଁ ସମୟରେ ପିଇବା ଉଚିତ୍ ହୋଇଥାଏ । ଆମ ଭାରତରେ ଲୋକଙ୍କ ସକାଳ ଚା ପିଇବା ଦ୍ୱାରା ହୋଇଥାଏ ଆଉ ଏହା ଉଚିତ୍ ଅଟେ କାହିଁକିନା ଖାଲି ପେଟରେ ଚା ପିଇବା ବହୁତ୍ ଭଲ ହୋଇଥାଏ କିନ୍ତୁ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ଏମିତି କିଛି ଜିନିଷ ହୋଇଥାଏ ଯାହା ଚା ପିଇବା ପରେ ବା ଚା ସହ ଖାଇବା ଦ୍ବାରା ଆପଣଙ୍କୁ ଭୟଙ୍କର ଚର୍ମ ରୋଗ ହୋଇଥାଏ ଯଦି ଜାଣି ନାହାନ୍ତି ତେବେ ଆପଣଙ୍କୁ ଜାଣିବା ଆବଶ୍ୟକ ଅଟେ ।

୧- ଯଦି ଆପଣ ସକାଳେ ଭିଜା ବୁଟ ବା ମୁଗ ଖାଇବାକୁ ଇଛା କରନ୍ତି ବା ଖାଆନ୍ତି ତେବେ ଚା ପିଅନ୍ତୁ ନାହିଁ କାହିଁକିନା ଚା ପିଇବା ପରେ ଏହି ଜିନିଷ ଖାଇଲେ ଆପଣଙ୍କ ଚର୍ମରେ ରୋଗ ଉତ୍ପନ୍ନ ହୋଇଥାଏ ଯାହା ଦିନକୁ ଦିନ ବଢ଼ିବାକୁ ଲାଗିଥାଏ ।

୨- ଚା ପିଇବା ପରେ କେବେ ବି ଥଣ୍ଡା ପାଣି ପିଅନ୍ତୁ ନାହିଁ ଏହା ଆପଣଙ୍କ ଦାନ୍ତ ପାଇଁ ଜମା ବି ଭଲ ନୁହ ଆପଣଙ୍କ ଦାନ୍ତ ହଟାତ ଥଣ୍ଡା ଓ ହଟାତ ଗରମ ଦ୍ୱାରା ଦାନ୍ତ ସେନ୍ସିଟିଭ ହୋଇଥାଏ ଓ ବହୁତ୍ ପ୍ରକାର ରୋଗ ମାଡ଼ିଆସେ ।

୩- ତେବେ ବହୁତ୍ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ ଚା ପିଇବା ପରେ ବା ଆଗରୁ ହଳଦୀ ବା ବେଶନରେ ତିଆରି ଜିନିଷ ଖାଇବା ଉଚିତ୍ ନୁହ । ଏହା ଦ୍ବାରା ଆପଣଙ୍କ ଶରୀରରେ ବହୁତ୍ ପ୍ରକାର ଅସୁବିଧା କରିଥାଏ ଓ ଏହା ଦ୍ୱାରା ଆପଣଙ୍କ ଚୁଟି ମଧ୍ୟ ପାଚିବାକୁ ଓ ଝଡ଼ିବାକୁ ଲାଗିଥାଏ । ତେବେ ଆପଣଙ୍କ ମନ ଯଦି ଏହି ଭଳି ଜିନିଷ ଖାଇବା ପାଇଁ ଅଛି ତେବେ ଆପଣଙ୍କୁ ଘଣ୍ଟେ ଆଗରୁ ନହେଲେ ଚା ପିଇବାର ଘଣ୍ଟେ ପରେ ଖାଇବା ଉଚିତ୍ ହୋଇଥାଏ ।

୪- ଯଦି ଆପଣଙ୍କୁ ଚାହା ପିଇବା ବହୁତ୍ ପସନ୍ଦ ତେବେ ଆପଣଙ୍କୁ ଲେମ୍ବୁ ଭଳି ଜିନିଷ ଠାରୁ ଦୂରେଇ ରହିବା ଉଚିତ୍ କାହିଁକିନା ଏହା ଦ୍ୱାରା ଆପଣଙ୍କ ଶରୀରରେ ବିଷ ସୃଷ୍ଟି ହୋଇଥାଏ । ଦୁହେଁ ଅଲଗା ଅଲଗା ସ୍ବାସ୍ଥ୍ୟ ପାଇଁ ବହୁତ୍ ଲାଭକାରୀ ହୋଇଥାନ୍ତି କିନ୍ତୁ ଏକାଠି ହେଲେ ବିଷ ଠାରୁ କମ ନୁହନ୍ତି । ତେବେ ସବୁ ଜିନିଷ ଖାଇବା ପିଇବାର ଗୋଟେ ପ୍ରଣାଳୀ ହୋଇଥାଏ ଯାହା ଜାଣିବା ବହୁତ୍ ଆବଶ୍ୟକ ଅଟେ ଓ ସେହି ଅନୁଯାଇ ସେବନ କରିବା ଉଚିତ୍ ନଚେତ୍ ଭଲ ଜିନିଷ ମଧ୍ୟ ବିଷ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button