ସ୍ୱାସ୍ଥ୍ୟ

କାହିଁକି ହୁଏ ୟୁରିନ ଇଁଫେକସନ ? ଏହାର ଲକ୍ଷଣ ଓ ନିରାକରଣ

ମଣିଷ ଜୀବନରେ ଆଜିକା ସମୟରେ ଯେତେ ରୋଗ ଅଛି ତାହା ବହୁତ ଅଧିକ ଅଟେ । କେହି ଏମିତି ନାହାନ୍ତି ଯାହାକୁ କିଛି ହେଇ ନାହିଁ ଓ ସେ ସ୍ଵସ୍ଥ ଅଛନ୍ତି । ତେବେ ପ୍ରାୟତଃ ଲୋକଙ୍କୁ ପରିଶ୍ରା ଇଁଫେକସନ ହୋଇଥାଏ, ଏହି ଇଁଫେକସନ ବହୁତ କାରଣରୁ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ପରିଶ୍ରା ଇଁଫେକସନ ହବାର ମୁଖ୍ୟ କାରାନ ଗୁଡିକ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକେ ଜାଣିଥିବେ ।

ତେବେ ପରିଶ୍ରା ଇଁଫେକସନ କିଡନି, ୟୂରେଟରା, ଗାଲବ୍ଲଡ଼ର ବା ପ୍ପାରିଶ୍ରା ଜାଗାରେ ହେଲେ ପରିଶ୍ରା ଇଁଫେକସନ ହୋଇଥାଏ କିନ୍ତୁ ପ୍ରାୟତଃ ଏହି ଇଁଫେକସନ ବ୍ଲଡ଼ରରେ ହୋଇଥାଏ ।

Image Courtesy: Google

ତେବେ ସାମାନ୍ୟତଃ ପରିଶ୍ରା ଇଁଫେକସନ ହେଲେ ସେହି ବ୍ୟକ୍ତି ର ପରିଶ୍ରା ଜାଗା ଜଳା ପୋଡା ହୋଇଥାଏ, ପରିଶ୍ରାରେ ରକ୍ତ ମଧ୍ୟ ପଡିଥାଏ ଓ ଏହା ଛଡା ଜର ମଧ୍ୟ ଆସିଥାଏ, ଏହି ଭଳି ସମସ୍ତଙ୍କୁ ହୋଇଥାଏ । କିନ୍ତୁ ଯଦି ଭୟଙ୍କର ପରିଶ୍ରା ଇଁଫେକସନ ହୁଏ ତେବେ ଆପଣଙ୍କ ବିପି ଓ ଡାଇବେଟିଜ ଭଳି ସମସ୍ଯାକୁ ମଧ୍ୟ ଏହା ବଢାଇଥାଏ ଯାହା ଦ୍ଵାରା ଶରୀର ଅଧିକ ଆଶ୍ଵସ୍ତ ହୋଇଥାଏ । ତେବେ ୟୁରିନ ଇଁଫେକସନ କାହାକୁ କୁହାଯାଏ ଆପଣ ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଯେଉଁ ସମୟରେ ବ୍ୟାକ୍ଟେରିଆ ଆପଣଙ୍କ ବ୍ଲଡ଼ର ବା ପରିଶ୍ରା ଜାଗାରେ ଯାଇ ତା ଭିତରେ ରହିଥାନ୍ତି ସେତେବେଳେ ୟୁରିନ ଇଁଫେକସନ ହୋଇଥାଏ ।

Image Courtesy: Google

ତେବେ ଏହାର କାରାନ କଣ ଜାଣିଛନ୍ତି ଏବେ ଆମେ ଆପଣଙ୍କୁ କହିବୁ । ତେବେ ପ୍ରାୟତଃ ପରିଶ୍ରା ଇଁଫେକସନ ମହିଳାଙ୍କୁ ଅଧିକ ହୋଇଥାଏ ଓ ପୁରୁଷଙ୍କୁ କମ ହୋଇଥାଏ, ତେବେ ମହିଳାଙ୍କ ମଧ୍ୟରୁ ଯେଉଁ ମହିଳାଙ୍କୁ ବର୍ଷରେ ଥରେ ପରିଶ୍ରା ଇଁଫେକସନ ହୋଇଥାଏ ତେବେ ଏହାର ଅର୍ଥ ସେହି ମହିଳାଙ୍କ ପେଟ ଗରମ ଦ୍ଵାରା ଏମିତି ହୋଇଥାଏ ଓ ତାଙ୍କୁ ପଇଡ ବା ମିଶିର ପାଣି ପିଇବା ଉଚିତ ଏହା ଦ୍ଵାରା ଆପାନଙ୍କ ପେଟ ଥଣ୍ଡା ହୋଇଥାଏ ଓ ଆପଣଙ୍କ ପରିଶ୍ରା ଇଁଫେକସନ ଆପେ ଆପେ ଦୂର ହୋଇଥାଏ ସେଥିପାଇଁ ଯଥେଷ୍ଟ ପାଣି ପିଅନ୍ତୁ ।

Image Courtesy: Google

ଏହା ଛଡା ବହୁତ ମହିଳାଙ୍କୁ କ୍ରୋନିକ ୟୁରିନ ଇଁଫେକସନ ହୋଇଥାଏ ଏହି ଇଁଫେକସନରେ ଆପଣଙ୍କୁ ପ୍ରତି ମାସେ ଦୁଇ ମାସରେ ପରିଶ୍ରା ଇଁଫେକସନ  ହୋଇଥାଏ ଓ ଔଷଧ ଖାଇବା ପରେ ବା ଆଣ୍ଟିବାୟୋଟିକ ଖାଇବା ପରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଥାଏ । ତେବେ ପରିଶ୍ରା ଇଁଫେକସନ ହେଲେ ଆପଣଙ୍କୁ ଡକ୍ଟର ପାଖକୁ ଯାଇ ସଠିକ ଆଣ୍ଟି ବାୟୋଟିକ ଖାଇବା ଉଚିତ ଏହା ନହେଲେ ଆପଣଙ୍କ ପରିଶ୍ରା ଇଁଫେକସନ କେବେ କମିବନୀ ସେଥିପାଇଁ ସଠିକ ଆଣ୍ଟି ବାୟୋଟିକ ଖାଇବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button