ଜୀବନଶୈଳୀ

ଶୀତ ଦିନରେ ଗୋଡ ଫଟା, ରୁପି ସମସ୍ଯାର ଉପଚାର

ସିଟ ଦିନରେ ପ୍ରାୟତଃ ଲୋକଙ୍କୁ ଗୋଦା ହାତ ଫାଟିବା ସମସ୍ଯା ଉତପନ ହୋଇଥାଏ ତେବେ କଣ ଆପଣ ଜାଣିଛନ୍ତି ଏହି ଭଳି ସମସ୍ଯା କଣ ପାଇଁ ହୋଇଥାଏ । ତେବେ ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ ଏହି ଭଳି ସମସ୍ଯା ଶରୀରରେ ପାଣି ମାତ୍ରା କମିବାରୁ ହୋଇଇଥାଏ ଯେତେବେଳେ ସ୍କିନରେ ପାଣି ମାତ୍ରା କମି ଯାଇଥାଏ ସେତେବେଳେ ସ୍କିନ ଶୁଖିବାକୁ ଲାଗିଥାଏ ଓ ବହୁତ ଅଧିକ ସୁଖିବା ପରେ ଏହା ଫାଟି ଥାଏ ଯାହା ମଣିଷକୁ ବହୁତ କଷ୍ଟ ମଧ୍ୟ ଦେଇଥାଏ ।

ଏହି ଭଳି ସମସ୍ଯାରୁ ବଞ୍ଚିବା ପାଇଁ ବହୁତ ପ୍ରକାର ଲୋକେ ବହୁତ ପ୍ରକାର ଲୋଶନ ମଧ୍ୟ ବ୍ୟବହାର କରିଥାନ୍ତି ।

Image Courtesy: Google

୧. ଅଟୋପିକ ଡେରମାଟିକ୍ସ :

ଏହା ଏମିତି ଗୋଟେ ଚର୍ମ ରୋଗ ଅଟେ ଯାହା କେବଳ ଶୀତ ଦିନରେ ଲୋକଙ୍କୁ ହୋଇଥାଏ, ଏହି ରୋଗରେ ଶରୀର ଉପର ଚର୍ମ ସୁଖୀ ଯାଇଥାଏ ଓ କୁଣ୍ଡେଇ ହବାକୁ ଲାଗିଥାଏ ଯାହା କୁଣ୍ଡେଇବା ପରେ ମଣିଷ ଶରୀରରେ ଛାଲ ବାହାରିବା ଆରମ୍ଭ ହୋଇଥାଏ ଓ ଏହା ବହୁତ କଷ୍ଟ ମଧ୍ୟ ଦେଇଥାଏ । ଏହା ବିରି ବିରି ହୋଇ ଛାଲ ବାହାରିଥାଏ, ଏହା ଡ୍ରାଇ ହୋଇ ସ୍କିନ ପ୍ପୋଡା ଜଳା ହୋଇଥାଏ ।

Image Courtesy: Google

ଜଣ ଜଣଙ୍କ ମୁଣ୍ଡରୁ ଚୋପା ଛାଡିଲା ଭଳି ରୁପି ଛାଡି ଥାଏ ଏହା ମଧ୍ୟ ଗୋଟେ ଏମିତିକା ରୋଗ ଯାହା ଥଣ୍ଡା ଦିନରେ ଅଧିକ ମାତ୍ରାରେ ହୋଇଥାଏ ଓ ଏହି ଭଳି ସମସ୍ଯା ପ୍ରାୟତଃ ଲୋକଙ୍କୁ ହୋଇଥାଏ । ତେବେ ଆଉ ଗୋଟେ ରୋଗ ଯାହା ଥଣ୍ଡା ଦିନରେ ସବୁଠାରୁ ଅଧିକ ହୋଇଥାଏ ତାହା ହେଉଛି ନୂଆ ଚର୍ମ ନିର୍ମାଣ ବେଳେ ବେଳେ କିଛି ଲୋକଙ୍କ ଶରୀରରେ ନୂଆ ନୂଆ ଚର୍ମ ଅଧିକ ମାତ୍ରାରେ ବଢିଥାଏ ଯାହା ପରେ ମାଛ କାତି ଭଳି ଛାଡିବା ଆରମ୍ଭ କରିଥାଏ । ଏହି ଭଳି ସମସ୍ଯା ମଧ୍ୟ କେବଳ ଥଣ୍ଡା ଦିନରେ ଦେଖିବାକୁ ମିଳିଥାଏ ।

Image Courtesy: Google

ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହି ସବୁ ଜିନିଷରୁ ବଞ୍ଚିବା ପାଇଁ ଆପଣଙ୍କୁ ଘରୋଇ ଜିନିଷ ବ୍ୟବହାର କରିବା ଉଚିତ କେମିକଲ ଜିନିଷ ଆପଣ ଯେତେ କମ ବ୍ୟବହାର କରିବେ ଆପଣଙ୍କୁ ସେତେ  ଲାଭ ମିଳିବ । ତେବେ ସାବୁନ ଯେତେ କମ ବ୍ୟବହାର କରନ୍ତୁ ଏହା ଛଡା ହାତ ଢୋଇବା କମ କରନ୍ତୁ ବାହାରକୁ କମ ଯିବା ଆସିବା କଲେ ଆପଣଙ୍କୁ ବାରମ୍ବାର ହାତ ଧୋଇବାକୁ ପଡିବ ନାହିଁ ।

ଯଦି ଆପଣ ସାନିଟାଇଜର ବ୍ୟବହାର କରୁଛନ୍ତି ତେବେ ଟିକେ ସାବଧାନ ହୋଇ କରନ୍ତୁ କାହିଁକିନା ଥଣ୍ଡା ଦିନରେ ସ୍କିନ ବହୁତ ଡ୍ରାଇ ହବା ସହ ବହୁତ ସେନ୍ସିଟିଭ ହୋଇଥାଏ ଯାହା ଫଳରେ ଏଲରଜି ବହୁତ ଶୀଘ୍ର ହୋଇଥାଏ । ସେଥିପାଇଁ ଯେତେ ବଞ୍ଚେଇକି ରହିବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସୁବିଧା ହୋଇବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button