ସବୁ ପ୍ରକାର ସ୍କିନ ପ୍ରୋବଲମ ହେବ ଦୂର, କରନ୍ତୁ ଏହି ଘରୋଇ ଉପଚାର

ଦୁନିଆରେ ସବୁ ମଣିଷ ସୁନ୍ଦର ଦେଖା ଯିବା ପାଇଁ ଇଛା କରନ୍ତି, ତେବେ ସୁନ୍ଦର ହବା ପାଇଁ ପ୍ରାୟତଃ ମହିଳା ମାନେ କିଛି ବି ବ୍ୟବହାର କରିବା ପାଇଁ ରାଜି ହୋଇ ଯାଇଥାନ୍ତି କିନ୍ତୁ ବର୍ତମାନ ଯୁଗରେ ଯେତେ କସମେଟିକ ମାର୍କେଟରେ ଆସିଛି ତାହା ଭଲ କଲେ ତାର ହଜାର ସାଇଡ ଇଫେକ୍ଟ ରହୁଛି କିନ୍ତୁ ଲୋକ ଏହାକୁ ମଧ୍ୟ ଭୁଲି ଯାଉଛନ୍ତି କାହିଁକିନା ତାଙ୍କୁ ବର୍ତମାନ ପାଇଁ ସୁନ୍ଦର ହବାର ଅଛି । ତେବେ ଦୁନିଆରେ ସବୁଠାରୁ ମହଙ୍ଗା ଡକ୍ଟର ସ୍କିନ ଡକ୍ଟର ଅଟନ୍ତି କାହିଁକିନା ସମସ୍ତଙ୍କୁ ସୁନ୍ଦର ହବାର ଅଛି ।
ଆଜି ଆମେ ଆପଣଙ୍କୁ ରାମ ଦେବ ବାବାଙ୍କ ଦ୍ଵାରା ନିର୍ମିତି ଏମିତି କିଛି ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ପ୍ରାକୃତିକ ଅଟେ ଓ ଏହାର କିଛି ସାଇଡ ଇଫେକ୍ଟ ମଧ୍ୟ ହୋଇନଥାଏ ।

ଆପଣ ମାନେ ସମସ୍ତେ ବାବା ରାମଦେବଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ବାବା ରାମ ଦେବ ନିଜ ଯୋଗା ପାଇଁ ପ୍ରସିଦ୍ଧ ହୋଇଥିଲେ ଓ ଏହା ପରେ ସେ ପ୍ରାକୃତି ଜିନିଷ ଦ୍ଵାରା ସବୁ ରୋଗ ପାଇଁ ପତଞ୍ଜଳି ନିର୍ମାଣ କଲେ । ତେବେ ସେ କିଛି ପ୍ରାକୃତିକ ଉପାୟ ବିଷୟରେ କହିଛନ୍ତି ଯାହା ଦ୍ଵାରା ଆମ ଚେହେରା ସୁନ୍ଦର ହୋଇପରିବ । ଆମ ମୁହଁର ଚର୍ମ ଶରୀର ଅନ୍ୟ ଚର୍ମ ଠାରୁ ନରମ ହୋଇଥାଏ ସେଥିପାଇଁ ଏହାକୁ ସାବଧାନ ହୋଇ କୌଣସି ଜିନିଷ ବ୍ୟବହାର କରିବା ଉଚିତ କାହିଁକିନା କୌଣସି ଜିନିଷ ମୁହଁରେ ଋଏକସନ ଶୀଘ୍ର ଦେଇଥାଏ ।

ତେବେ ବାବା ରାମଦେବ କହିଛନ୍ତି ଯେ ଏଲୋଭେରା ଜେଲ ସବୁଠାରୁ ଲାଭକାରୀ ଜିନିଷ ଅଟେ ଯଦି ଆପଣଙ୍କ ଘରେ ଏଲୋଭେରା ଗଛ ଅଛି ତେବେ ଏହା ବହୁତ ଉପଯୋଗୀ ଅଟେ । ଆପଣ କୌଣସି ପ୍ରକାର ପିମ୍ପଲ ବା ଅନ୍ୟ ଦାଗ ବା ସନ ବର୍ନ ଭଳି କାରଣ ପାଇଁ ଏଲୋଭେରା ବ୍ୟବହାର କରି ପାରନ୍ତି କାହିଁକିନା ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ପିମ୍ପଲ କମି ଯାଇଥାଏ ଓ ଆପଣଙ୍କ ମୁହଁ ସୁନ୍ଦର ହୋଇଥାଏ ।

ତେବେ ଉବଟନ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ଆପଣ ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ମୁହଁରେ ଗ୍ଲୋ ଆସିଥାଏ ଓ ଆପଣଙ୍କ ଚେହେରା ଫ୍ରେସ ଦେଖା ଦେଇଥାଏ । ଏହା ଛଡା ଆପଣ କାନ୍ତି ଲେପ ମଧ୍ୟ ବ୍ୟବହାର କରି ପାରିବେ ଯାହା ଦ୍ଵାରା ଆପଣଙ୍କ ଚେହେରା ଚର୍ମ ଝୁଲିବ ନାହିଁ ଓ ତାଜା ଦେଖା ଯିବ ଆପଣଙ୍କ ଚେହେରାରେ କୌଣସି ପିମ୍ପଲ ଓ ଅନ୍ୟ ଦାଗ ମଧ୍ୟ ଆସିବ ନାହିଁ ।