ବିଚାର

ଏହି କାରଣ ପାଇଁ ଥାଳିରେ ବଢା ଯାଏନି ତିନୋଟି ରୁଟି, ଏହାର ସତ୍ୟତା ଜାଣିଲେ ଖସିଯିବ ପାଦତଳୁ ମାଟି

ଯେଉଁ ସ୍ଵାଦ ଘରର ରୁଟିରେ ଥାଏ, ସେଇ ସ୍ଵାଦ ବାହାରର ଖାଇବାରେ ନଥାଏ,ଏବେ ଆପଣ ଭାବୁଥିବେ କି ଆମେ ଅଚାନକ ଖାଇବା କଥା କାହିଁକି କରୁଛୁ, କାହିଁକି ନା ଆଜି ଆମେ ଆପଣକୁ ରୋଟି ସହ ଜଡିତ ଗୋଟେ ଏମିତି ମାନ୍ୟତା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆମର ବିଶ୍ବାସ କି ଆପଣ ଜାଣି ନଥିବେ । ବାସ୍ତୁ ହିଁ ନୁହଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ହାନିକାରକ ଅଟେ ଥାଳିରେ ଏକା ସହ ତିନୋଟି ରୁଟି ରଖିବା, ଏହାକୁ ଅଶୁଭ ମନାଯାଏ । ଆଶ୍ଚର୍ଯ୍ୟର କଥା ଏହିକି ଭୁଲରେ ବି କେବେ କାହାର ଥାଳିରେ ଏକା ସହ ତିନୋଟି ରୁଟି ରଖିବା କଥା ନୁହଁ ।

Image Courtesy: Google

କେବେ ଯଦି କାହାକୁ ଏକା ସହ ତିନୋଟି ରୁଟି ଦେବାକୁ ପଡେ ତେବେ ତୃତୀୟ ରୁଟିକୁ ଦୁଇଖଣ୍ଡ କରି ବାଣ୍ଟିଦିଅ ଯାହାଦ୍ଵାରା ରୁଟିର ଭାଗ ଅଲଗା ହୋଇଯିବ । ହିନ୍ଦୁ ମାନ୍ୟତା ଅନୁସାରେ ତିନି ସଂଖ୍ୟାକୁ ଅଶୁଭ ବୋଲି କୁହାଯାଏ । ଏଥିପାଇଁ କେଉଁବି ଶୁଭକାମ ରେ ତିନି ସଂଖ୍ୟାକୁ ବିଶେଷ ଧ୍ୟାନ ଦିଆଯାଇଥାଏ । କେଉଁବି ଧାର୍ମିକ କାମ ହେଉ ବା ଅନୁଷ୍ଠାନ, କେଉଁବି ଶୁଭ କାର୍ଯ୍ୟରେ ତିନିଟିକିଆ ବସ୍ତୁକୁ ସାମିଲ କରା ଯାଏନି । ଏହି ନିୟମ ଖାଇବା ବାଢିବା ପୂର୍ବରୁ ମଧ୍ୟ ପାଳନ କରାଯାଏ ।

Image Courtesy: Google

ମନାଯାଏ କି ଖାଇବାରେ ତିନୋଟି ରୁଟି କେଉଁ ବ୍ୟକ୍ତିର ମୁର୍ତ୍ୟୁର ପାଶ୍ଚାତ ରେ ତାହାର ତ୍ରୟୋଦଶ ସଂସ୍କାରରେ ପୂର୍ବରୁ ବାହାର କରାଯାଇଥିବା ଭୋଜନରେ ନିଆ ଯାଇଥାଏ । ଯେମିତି କି ଭୋଜନ ବାହାର କଲାବାଲା ବ୍ୟତୀତ ଅନ୍ୟ କେହି ଦେଖିନଥାନ୍ତି କେହିବି ବ୍ୟକ୍ତିଙ୍କ ଦ୍ଵାରା ତିନୋଟି ରୁଟି ଖାଇବା ମାନେ ମୃତ୍ୟୁର ଭୋଜନ ଖାଦ୍ୟ ବୋଲି କୁହାଯାଏ । ତିନୋଟି ଖାଇବା ଦ୍ଵାରା ଆପଣଙ୍କ ମନରେ ସାନ୍ତନାର ଭାବ ଉତ୍ପନ୍ନ ହୋଇଥାଏ ।

ବୈଗାନିକ ତତ୍ତ୍ଵ :

Image Courtesy: Google

ଉର୍ଯା ବିଶେଷଜ୍ଞ ଅନୁସାରେ ଆମ ବ୍ୟକ୍ତିଙ୍କ ପାଇଁ ଗୋଟେ ଥର ଭୋଜନରେ ଦୁଇଟି ରୁଟି, ଗୋଟେ ଗିନା ଡାଲି, 50 ବା 100 ଗ୍ରାମ ଚାଉଳ ଓ ଗୋଟେ ଗିନା ତରକାରୀ ଗୋଟେ ସମୟରେ ଭୋଜନ ପାଇଁ ସନ୍ତୁଳିତ ମନାଯାଏ । 40 ବା 50 ଗ୍ରାମରେ ଗୋଟେ ଗିନାରେ 600- 700 କ୍ୟାଲୋରୀ ଉର୍ଜା ହୋଇଥାଏ । ସେଥିପାଇଁ ଧ୍ୟାନ ରଖିବେ କି ଏକାସହିତ ତିନୋଟି ରୁଟି କାହାକୁ ଦେବେନି ଓ ଯଦି ଦେବେ ଦୁଇଟି ରୁଟି ଦେବା ପରେ ତୃତୀୟ ରୁଟି ଟିକୁ ମଝିରୁ ଛିଣ୍ଡାଇ ଖାଇବେ ବା ଯାହାକୁ ଦେବେ ସେମିତି ଦେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button