ଓଡିଶା

ମାଲକାନଗିରିର ବିଜାଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର

ମାଲକାନଗିରି : ଘାଟିରେ ଓଲଟିଲା ବସ୍, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ।  ମାଲକାନଗିରି ଜିଲ୍ଲା ବିଜାଘାଟିରେ ସଡକ ଦୁର୍ଘଟଣା।  ବାଲାଜୀ ନାମକ ଏକ ଘରୋଇ ବସ୍ ହାଇଦ୍ରାବାଦରୁ ଭାବନୀପାଟଣା ଆସୁଥିବାବେଳେ ଘାଟି ଉପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଗୁରୁତରଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସରେ ୩୦ରୁ ଅଧିକ ଯାତ୍ରୀ ଥିଲେ।  ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button