ଓଡିଶା

୧୭ ଫୁଟ ଲମ୍ବା ଅଜଗର କଲା ଟୁରିଷ୍ଟ ଗାଡିର ପିଛା, ଚଢିଲା ଗାଡିର ବନେଟ ଉପରେ- ଆଉ ତା ପରେ… ଦେଖନ୍ତୁ ଭିଡିଓ

ସଫାରି ରେ ବୁଲୁଥିବା ସମୟ ରେ ୧୭ ଫୁଟ ଗୋଟେ ଅଜଗର ସାପ ଟୁରିଷ୍ଟମାନଙ୍କ ପଛ ରେ ଲାଗିଲା, ଏତେ ବଡ ରକ ପାଇଥନକୁ ପଛେରେ ଦେଖି ଲୋକେ ବହୁତ ଡଋ ଗଲେ । ଭିଡିଓ ରେ ଆପଣ ଦେଖି ପାରନ୍ତି ରକ ପାଇଥନ କେତେ ବଡ ଓ ମୋଟା ଅଛି । ଭିଡିଓ ରେ ଆପଣ ଦେଖିବେ ଗୋଟେ ଲୋକ ଗାଡି ତଳେ ରକ ପାୟଥନ ବସିଥିବାର ଏବଂ ସାପ କୁ ବାହାର କରିବା ପାଇଁ ଚେଷ୍ଟା କଲା କିନ୍ତୁ ଗାଡି ତଳୁ ନ ଯାଇ ସାପ ଗାଡି ବନେଟ ଉପରେ ଚଢି ଗଲା ।

ଲୋକେ ରକ ପାୟଥନ କୁ ଗାଡି ରୁ ଓଲ୍ହେଇବା ପାଇଁ ଚେଷ୍ଟା କଲେ କିନ୍ତୁ ସେ ଗାଡି ଉପରୁକୁ ଆହୁରି ଶୀଘ୍ର ଚଢିଗଲା । ହତାଷ ହୋଇ ଲୋକଙ୍କୁ ନିଜ ରାସ୍ତା ବଦଳିବାକୁ ପଡିଲା, ଯାତ୍ରୀ ଯେମିତି ନିଜ ଗାଡି କୁ ପଛୁକୁ ନେଲେ ରକ ପାୟଥନ ତାଙ୍କ ପିଛା କଲା କିଛି ସମୟ ପିଛା କଲା ପରେ ହାର ମନି ସାପ ଏକ ଝାଡି ରେ ପସିଗଲା ।

ସାମାନ୍ୟତଃ ଦେଖାଯାଇଛି କି ମୋଟା ଓ ଲମ୍ବା ସାପ ଫୁରତିଲା ହୋଇନଥାନ୍ତି କିନ୍ତୁ ଏହି ରକ ପାୟଥନ ଲମ୍ବା ଓ ମୋଟ ହବା ସହ ଫୁରତିଲା ବି ଅଛି, ଏହା ବହୁତ ଶୀଘ୍ର ଗୁରୁଣ୍ଡି ଗୁରୁଣ୍ଡି କିଛି ସେକେଣ୍ଡ ମଧ୍ୟ ରେ ଗାଡି ଉପରୁକୁ ଚଢି ଗଲା । ଏହି ଘଟଣା ସାଉଥ ଆଫ୍ରିକା ର ମୋଜାମ୍ବିକ ଜାଗାରେ ହୋଇଅଛି । ଭିଡିଓ ରେ ଦେଖା ଯାଉଥିବା କି ରକ ପାୟଥନ ବହୁତ ରାଗ ରେ ଅଛି ଏବଂ ନିଜ ସାମ୍ନା କୁ ଆସୁଥିବା ମଣିଷ କୁ କ୍ଷତି କରି ପରେ । ଆଫ୍ରିକା ରକ ପାୟଥନ ବିଷାକ୍ତ ହୁଅନ୍ତି ନାହିଁ ଏବଂ ମଣିଷଙ୍କୁ ଶିକାର କରନ୍ତି ନାହିଁ, ଏମାନେ କୁମ୍ଭୀର ଭଳି ବଡ ଜନ୍ତୁ ମାନଙ୍କର ଶିକାର କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button