ସ୍ୱାସ୍ଥ୍ୟ

ଆୟୁର୍ବେଦିକ ଔଷଧି ଅଟେ କଦଳୀ, ମୋଟା ହେବା ପାଇଁ ଜବରଦସ୍ତ ଉପାୟ ଥରେ ନିଶ୍ଚୟ ସେବନ କରନ୍ତୁ ଏବଂ ଦେଖନ୍ତୁ ଚମତ୍କାର

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ରାରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପତଳା ଶରୀରକୁ ଏକ ସପ୍ତାହ ମଧ୍ୟରେ ଜବରଦସ୍ତ ମୋଟା କରିବାରେ ସାହାଯ୍ୟ କରିବ । ଦର୍ଶକ ବନ୍ଧୁ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ପାଚିଲା କଦଳୀ ଆପଣ ମୋଟା ହେବ ପାଇଁ ସକାଳେ ଓ ସନ୍ଧ୍ୟାରେ ୨ ଟି ଲେଖାଏଁ କଦଳାଇର ସେବନ କରି ପାରିବେ |

କଦଳୀ ପୋଷ୍ଟିକ ଓ ପୋଷାକ ତତ୍ୱରେ ପରିପୂର୍ଣ୍ଣ ଅଟେ ଏହାକୁ ଆପଣ କ୍ଷୀର କିମ୍ବା ଦହି ସହିତ ଏବଂ କରିପାରିବେ । ଦ୍ଵିତୀୟରେ କ୍ଷୀର ଓ ମହୁ ପ୍ରତିଦିନ ଜଳଖିଆ ସହିତ ଓ ରାତିରେ ଶୋଇବା ପୁର୍ବରୁ ଆପଣ ଏହାର ସେବନ କରି ପାରିବେ ଏହା ଆପଣଙ୍କ ଓଜନ ବୃଦ୍ଧି କରିବା ସହିତ ଆପଣଙ୍କ ପାଚନ ଶକ୍ତିକୁ ମଧ୍ୟ ମଜବୁତ୍ କରିବାକୁ ସାହାଯ୍ୟ କରିଥାଏ ।

ତୃତୀୟରେ ବିମ୍ ଛୁଇ ଏହାକୁ ଆପଣ ତରକାରୀ ରେ ପକେଇବା ସେବନ କରନ୍ତୁ ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରର ପାଇଁ ପୋସ୍ତିକ ହେବା ସହିତ ଆପଣଙ୍କ ଓଜନ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button