ଗୋ-ମାତା ଙ୍କୁ ରୁଟି କାହିଁକି ଖାଇବାକୁ ଦିଅନ୍ତି ? ଗାଈକୁ ଭୁଲରେ ବି ଖୁଆଇବେ ନାହିଁ ଏହି 1 ଜିନିଷ, ନହେଲେ ସାରା ଜୀବନ ପସ୍ତେଇବେ

ସନାତନ ଧର୍ମ ରେ ଗାଈ କୁ ସ୍ଵୟଂ ଲକ୍ଷ୍ମୀ ସ୍ଵରୁପା ମନ ଯାଇଥାଏ । ଏହା ଛଡା ମ ହିନ୍ଦୁ ଧର୍ମ ର ଶାସ୍ତ୍ର ଅନୁସାରେ ଗାଈ ଶରୀର ରେ ସମଗ୍ର 33 କୋଟି ଦେବୀ ଦେବତା ରହିଛନ୍ତି । ଏପରି କି ଗାଈ ର ମଳ ବା ଗୋବର ରେ ମାତା ଲକ୍ଷ୍ମୀ ଓ ମୁତ୍ର ରେ ପରମ ପବିତ୍ର ଗଙ୍ଗା ମାତା ବିରାଜିତ ହୋଇ ଅଛନ୍ତି । ତେଣୁ ଗାଈ ର ମଳ ମୁତ୍ର ମଧ୍ୟ ପବିତ୍ର ତଥା ପୂଜନୀୟ ଅଟେ । ଶାସ୍ତ୍ର ଅନୁସାରେ ଗାଈ ର ପୂଜା କରିବା ଦ୍ଵାରା ଘର ପରିବାର ରେ ସୁଖ ଶାନ୍ତି ବଜାୟମାନ ହୋଇ ରହିଥାଏ ।
ଯେଉଁ ଘରେ ଗାଈ ର ସେବା କରାଯାଇଥାଏ, ସେହି ଘରେ ମା ଲକ୍ଷ୍ମୀ ଙ୍କର କୃପା ମଧ୍ୟ ସବୁବେଳେ ବନି ରହିଥାଏ । ହିନ୍ଦୁ ଧର୍ମ ଅନୁସାରେ ଘର ର ପ୍ରଥମ ରୁଟି ପ୍ରତିଦିନ ଗାଈ କୁ ଖାଇବାକୁ ଦେବା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଓ ସବୁ ଦେବୀ ଦେବତା ଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଗାଈ କୁ ଗୁରୁ ଗ୍ରହ ଅର୍ଥାତ ଦେବ ଗୁରୁ ବୃହସ୍ପତି ଙ୍କ ସହ ମଧ୍ୟ ଯୋଡା ଯାଇଛି । ତେଣୁ ଗୁରୁବାର ଦିନ ଗାଈ କୁ ରୁଟି ରେ ଏକ ଚୁଟକି ହଳଦୀ ଓ କିଛି ଗୁଡ ଦେଇ ଖୁଆଇବା ଦ୍ଵାରା ଜୀବନ ରେ ଧନ ଓ ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ । ରୁଟି ରେ କିଛି ଗୁଡ ଲଗାଇ ଖାଇବାକୁ ଦେବା ଦ୍ଵାରା ମାନସିକ ଚିନ୍ତା ରୁ ମଧ୍ୟ ମୁକ୍ତି ମିଳିଥାଏ ।
ଗାଈ ର ମସ୍ତକ ରେ ହାତ ରଖି ନିଜର କହିବା ଦ୍ଵାରା ଯଥା ଶୀଘ୍ର ସେ ଇଛା ପୂରଣ ହୋଇ ଯାଇଥାଏ । ଗାଈ କୁ କେବେ ହେଲେ ବାସୀ ରୁଟି ଖାଇବାକୁ ଦେବା ଉଚିତ ହୋଇ ନଥାଏ । କାରଣ ଏହା ଦ୍ଵାର ଦରଦ୍ରତା ଆସିଥାଏ । ଗାଈ ଉପରେ ସବୁ ନକ୍ଷେତ୍ର ମାନଙ୍କର ପ୍ରଭାବ ମଧ୍ୟ ରହିଥାଏ । ଗୋ ମାତା ଙ୍କର ସେବା ଦ୍ଵାରା ସେ ସମସ୍ତ ଙ୍କର ଦୁଃଖ କଷ୍ଟ କୁ ହରଣ କରି ଦେଇଥାନ୍ତି । ଏହାଛଡା ଯେଉଁ ସ୍ଥାନରେ ଗାଈ ର ଖୁରା ଥରେ ପଡେ, ସେ ସ୍ଥାନରେ ଥିବା ସମସ୍ତ ନକରାତ୍ମକ ଶକ୍ତି ର ନାଶ ହୋଇ ଯାଇଥାଏ ।
ଏହା ବ୍ଯତୀତ ଶାସ୍ତ୍ର ରେ ଏପରି ମଧ୍ୟ ଉଲ୍ଲେଖ ହୋଇ ଅଛି କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରି ଥାଏ, ସେ ସମୟରେ ଯଦି ଗାଈର ଖୁରା ରୁ ଧୁଳି ଆସି ଘରେ ପଡେ ବା କୌଣସି ମଣିଷ ଉପରେ ପଡେ, ତେବେ ସେହି ମଣିଷ ର ସମସ୍ତ ପାପ ଧୋଇ ହୋଇ ଯାଇଥାଏ । ଗାଈ କୁ ସବୁଜ ଚାରା ଖିବାକୁ ଦେବା ଦ୍ଵାରା ବୁଧ ଗ୍ରହ ର ସମସ୍ତ ଦୋଷ ର ନାଶ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ