ସ୍ୱାସ୍ଥ୍ୟ

ଏହାର କେବଳ ୧ ପତ୍ର ଆପଣଙ୍କ ଥଣ୍ଡା, କାଶ, କଫ ଥରକରେ ଭଲ କରିବ ଗ୍ୟାରେଣ୍ଟି

ଦର୍ଶକ ବନ୍ଧୁ ସାଧାରଣତଃ ଶୀତ ଦିନରେ ଆମକୁ ଥଣ୍ଡା କାଶ ଏମିତି ବହୁତ ପ୍ରକାରର ରୋଗର ସମସ୍ୟା ଆମକୁ ଏହି ଦିନ ମାନଙ୍କରେ ଦେଖିବାକୁ ହୁଏ | ଯଦି ଆପଣ ଚାହାଁନ୍ତି ଆପଣ ଏହି ରୋଗୋ ମାନଙ୍କରେ ପୋଡ଼ିବାକୁ ଚାହାଁନ୍ତି ନାହିଁ ତାହାଲେ ଆସନ୍ତୁ ଜାଣିବା କଣ କିରିଲେ ଆମେ ଏହି ପରି ରୋଗରୁ ମୁକ୍ତି ପାଇବା |

କଣ ଆପଣ ଜାଣିଛନ୍ତି ଦର୍ଶକ ବନ୍ଧୁ ଡାକ୍ତର ଙ୍କ ବିନା ସାହାଯ୍ୟ ରେ ଆମେ ଘରେଇ ଉପଚାର ଦ୍ୱାରା ଆମେ ଦୈନନଦିନ ଜୀବନ ରେ ଭୋଗୁଥିବା ରଗ ର ଉପଚାର ପାଇପାରିବା ଯାହା କମ ସମୟରେ କମ ଖର୍ଚ୍ଚ ରେ ଓ ଅତି ସହଜରେ ଘରେଇ ଉପକରଣ ଦ୍ୱାରା ଆପଣ ଯେତେବେଳେ ଚାହିଁବେ ତାହା କରିପାରିବେ ଓ ଅତି ସହଜ ରେ ମଧ୍ୟ ତାହାଲେ ଆପଣ ଭାବୁଥିବେ କଣ ଏମିତି ଜିନିଷ ଯାହା ଏତେ ସହଜରେ ଓ ଏହା ଦ୍ୱାରା ଆମେ ରଗୋରୁ ମୁକ୍ତ ହେଇପାରିବା ତାହାଲେ କଣ ଏହି ଜିନିଷ ତାହା ଜାଣିବା |

ସାଧାରଣତଃ କହିବାକୁ ଗଲେ ଯେମିତ ମଣିଷ ମାତ୍ରକେ ଭୁଲ କରିଥାଏ ଠିକ ସେହି ଭଳି ଭାବରେ ମଣିଷ ମାନେ ହିଁ ତାକୁ କୌଣସି ନା କୌଣସି ରୋଗ ହେଇଥାଏ ଯାହା ଆମେ ଅନୁଭବ କରିଥାଉ ହେଲେ ଆମକୁ କଷ୍ଟ ହେଲେ ମଧ୍ୟ ତାହା ଆମେ ଡାକ୍ତର ଙ୍କୁ ଦେଖାଇ ନଥାଉ କାରଣ ଆମେ ଭାବି ଥାଉ କାଳେ ସେ ରୋଗ ଭଲ ହେଇଯିବ, ସେଥିପାଇଁ ପାଇଁ ଆମେ ତାହା କୌଣସି କାରଣ ରୁ ଆମେ କାହାକୁ କିଛି ନ କହି ଆମେ ଚୁପ ଚାପ ରହିଯାଇଥାଏ ଓ ଏହି ରୋଗ ଧୀରେ ଧୀରେ ଆମ ଶରୀରରେ ତାହାର କାୟା ବିସ୍ତାର କରିଥାଏ, ଯାହା ଆମେ ଜାଣି ପାରି ନ ଥାଉ ଯାହା ପରେ ଜାଣିଲାପରେ ଆମକୁ ବହୁତ ପ୍ରକାର ର ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ ଯାହା ଦ୍ୱାରା ଆମେ ସେଇ ବିଷୟରେ ରେ ଅଧିକ ଭାବିକି ଆମେ ଅଧିକ ଚିନ୍ତିତି ହେଇଥାଉ ଯାହା ମଣିଷ ର ଅଧିକ କ୍ଷତି କରିଥାଏ ବୋଲି ଆମେ ଜାଣି ଥାଉ ହେଲେ ଦର୍ଶକ ବନ୍ଧୁ ଆମେ ଘରେଇ ଉପଚାର ଦ୍ୱାରା ଆମେ ଆମ ରୋଗକୁ ଭଲ କରିପାରିବା ଯାହା ଅତି ସହଜ ରେ ଘରେ ମିଳିବ ତାହାଲେ କଣ ସେ ଉପକାରୀ ଜିନିଷ ତାହା ଆପଣ ମାନେ ସମସ୍ତେ ଜାଣିଛନ୍ତି |

ଘରେ ଘରେ ପରିଚିତ ପିଜୁଳି ବିଷୟରେ ଆପଣ ତୋ ଭଲ ଭାବରେ ଜାଣିଥିବେ ଓ ପିଜୁଳି ଖାଇବା ଦ୍ୱାରା ଆମକୁ ଭଟାମିନ c ମିଳିଥାଏ ବୋଲି ଏ କଥା ମଧ୍ୟ ଜାଣିଛନ୍ତି ତାହେଲେ କଣ ଆପଣ ଜାଣିଛନ୍ତି? je ପିଜୁଳି ର ପତ୍ର ରେ ଚାହା କରି ଖାଇବା ଦ୍ୱାରା ଆମ କୁ ହୋଉଥିବା କାଶ, ଛିଙ୍କ, ଥଣ୍ଡା ଜୂର ଏମିତି ଦେହ ର ବହୁତ ପ୍ରକାରର ରୋଗ ଭଲ ହେଇଥାଏ ଏହି ପିଜୁଳି ପତ୍ର ର ଗୋଟିଏ ମାତ୍ର ପତ୍ର ଚାହା ରେ ପକାଇ ପି ବା ଦ୍ୱାରା ଆମକୁ ଏହି ସବୁ ରୋଗୋରୁ ବଞ୍ଚାଇ ଥାଏ |

ତାହାଲେ ଜାଣିଲେ ତ ଦର୍ଶକ ବନ୍ଧୁ ଆମ ବାଡ଼ି ବଗିଚାରେ ହୋଉଥୁବା ପିଜୁଳି ଓ ତାର ପତ୍ର ଆମର କେତେ ବେବହାରୀ, ଏମିତି ନୂଆ ନୂଆ କଥା ଜାଣିବା ପାଇଁ ଆମ ଲେଖା କୁ ପଢିବା ପାଇଁ ଭୁଲନ୍ତୁ ନାହଁ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button