ନୂଆବର୍ଷ 2023, ଘରର ଏହି ଜାଗାରେ ରଖି ଦିଅନ୍ତୁ ମୟୂର ପଙ୍ଖ, ତା ପରେ ଦେଖିବେ ଚମତ୍କାର

ନମସ୍କାର ବନ୍ଧୁଗଣ । ଧାର୍ମିକ ଗ୍ରନ୍ଥ ଓ ପୁରାଣ ମାନଙ୍କ ଅନୁସାରେ ମୟୁର ପଙ୍ଖ ଏକ ଅତ୍ୟନ୍ତ ହିଁ ଚମତ୍କାରି ଯନ୍ତ୍ର ଅଟେ । ଏହାର ପ୍ରୟୋଗ ତାନ୍ତ୍ରିକ କ୍ରିୟା ମାନଙ୍କ ରେ ମଧ୍ଯ କରା ଯାଇଥାଏ । ତାହାଛଡ଼ା ବାସ୍ତୁଶାସ୍ତ୍ର ଅନୁସାରେ ମୟୂର ପଙ୍ଖ ଘରେ ଶାନ୍ତି ଓ ସୁଖ ସମୃଦ୍ଧି କୁ ବଜାୟ ରଖିବା ପାଇଁ ଏକ ଅତ୍ୟନ୍ତ ହିଁ ଉପଯୋଗୀ ବସ୍ତୁ ଅଟେ । ତାହାଛଡା ଶାସ୍ତ୍ର ରେ ଏହାକୁ ଏକ ପ୍ରକାରର ଯନ୍ତ୍ର ବୋଲି କୁହାଯାଇଛି, ଯାହା ଧନ ସମ୍ପତ୍ତି କୁ ଆକର୍ଷିତ କରିଥାଏ ।
ଯଦି ଘରେ ମୟୂର ପଙ୍ଖ କୁ ଉଚିତ୍ ଦିଗରେ ତଥା ଉଚିତ୍ ସ୍ଥାନ ରେ ରଖାଯାଏ, ତେବେ ଏହା ଦ୍ଵାରା ଘର କୁ ଧନ ର ଆଗମନ ହେଇଥାଏ । ସଞ୍ଚିତ ଧନ ର ମାତ୍ରା ବଢ଼ିବାକୁ ଲାଗେ । କେବଳ ୩ ଟି ମୟୂର ପଙ୍ଖ କୁ ନେଇ ବାସ୍ତୁ ର ଉପାୟ କରିବା ଦ୍ୱାରା ଘରେ ଧନ ଆକର୍ଷିତ ହୋଇ ଆସିଥାଏ ।
ଏହାଛଡ଼ା ଆୟୁର୍ବେଦ ରେ ମଧ୍ୟ ମୟୂର ପଙ୍ଖ ର ମୟୂର ପଙ୍ଖ ଘରୁ ରୋଗ ବ୍ୟାଧି କୁ ଦୂର କରି ରଖିଥାଏ । ତଥା ଯେଉଁ ସ୍ଥାନ ରେ ମଧ୍ୟ ମୟୂର ପଙ୍ଖ ରହିଥାଏ, ସେହି ସ୍ଥାନ ରେ ନବ ଗ୍ରହ ମାନଙ୍କର କୌଣସି ଅଶୁଭ ପ୍ରବାହ ପଡି ନଥାଏ । ଯଦି ମୟୂର ପଙ୍ଖ ର ସହ ଘରେ ବଇଁଶୀ କୁ ଆଣି ରଖାଯାଏ, ତେବେ ଘରେ ପ୍ରେମ ବନି ରହିଥାଏ ।
ବନ୍ଧୁଗଣ ଘରେ ନକରାତ୍ମକ ଶକ୍ତି ର ବାସ ଥିଲେ ଘରେ ସବୁବେଳେ କଳହ, ଅଶାନ୍ତି ଓ ସମସ୍ୟା ଲାଗି ରହିଥାଏ । ଏପରି ରେ ଯଦି ଘରେ କିଛି ମୟୂର ପଙ୍ଖ ମାନଙ୍କ ର ସହାୟତା ରେ ସବୁ ଆଡ଼େ ଜୋର୍ ଜୋର୍ କରି ପବନ କରାଯାଏ ତେବେ ଏହା ଦ୍ଵାରା ଘରେ ଥିବା ନକରାତ୍ମକ ଊର୍ଜା ଗୁଡ଼ିକ ଘରୁ ଦୂର ହୋଇଥାନ୍ତି ।
ତାହାଛଡା ଯଦି ଘରେ ସବୁବେଳେ ସମସ୍ୟା ଲାଗି ରହୁଛି, ବା ଧନ ଉପାର୍ଜନ ରେ ଶତାଧିକ ବାଧା ଉତ୍ପନ୍ନ ହେଉଛି ତେବେ ଆପଣ ଘର ର ମୁଖ୍ୟ ଦ୍ଵାର ର ଉପରେ ଗଣେଶ ଭଗବାନ ଙ୍କର ପ୍ରତିମା ରଖି ତାହାର ଉଭୟ ପାର୍ଶ୍ଵରେ ମୟୂର ପଙ୍ଖ ରଖି ଦିଅନ୍ତୁ । ଏପରି କରିବା ଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତି ନଷ୍ଟ ହୋଇଯିବ । ଏହାସହ ଘରେ ସକରାତ୍ମକ ଶକ୍ତି ର ମଧ୍ୟ ସଂଚାର ହେବ ।
ଯଦି ଆପଣ ଙ୍କ ଘର ର ମୁଖ୍ୟ ଦ୍ଵାର ବାସ୍ତୁ ଅନୁସାରେ ଉଚିତ୍ ଦିଗରେ ନ ଥାଏ, ତେବେ ଘରର ବାସ୍ତୁ ରେ ଦେଖା ଯାଉଥିବା ସମସ୍ୟା ମାନଙ୍କୁ ଦୂରୀଭୂତ କରିବା ପାଇଁ ଘର ର ମୁଖ୍ୟଦ୍ଵାର ଉପରେ ତିନୋଟି ମୟୂର ପଙ୍ଖ ଲଗାଇ ରଖିବା ଦ୍ୱାରା ଘର ଉପରେ କୌଣସି ପ୍ରକାରର ବାସ୍ତୁ ଦୋଷ ଲାଗି ନଥାଏ । ଘରେ ଧନ ଜନିତ ସମସ୍ୟା ଦେଖା ଦେଉଥିଲେ ପ୍ରଥମେ ଘରେ ଏକ ଧନ ରଖିବା ପାଇଁ ଟେଜେରି ର ବ୍ୟବସ୍ଥା କରନ୍ତୁ ।
ଏହି ଟେଜେରୀ କୁ ଘରର ପଶ୍ଚିମ ଦିଗରେ ଏପରି ଭାବରେ ରଖନ୍ତୁ ଯେପରି କି ଟେଜେରୀ ର ମୁହଁ ଘର ର ପୂର୍ବ ଦିଗ କୁ କରି ରହୁଥିବ । ଏହା ପରେ ଆପଣ ମାତା ଲକ୍ଷ୍ମୀ ଙ୍କର ପୂଜା କରୁଥିବା ସମୟ ରେ ଏକ ମୟୂର ପଙ୍ଖ କୁ ମଧ୍ୟ ସେଠାରେ ରଖି ଦିଅନ୍ତୁ । ଏହା ପରେ ଆପଣ ସେହି ମୟୂର ପଙ୍ଖ କୁ ନେଇ ନିଜର ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଘର କୁ ଧନ ଆକର୍ଷିତ ହେବାକୁ ଲାଗିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ