ସ୍ୱାସ୍ଥ୍ୟ

15 ଦିନରେ ଥରେ ପିଅନ୍ତୁ ଲିଭର ସଂପୂର୍ଣ୍ଣ ସଫା ରହିବ,ଲିଭର Detoxification ପାଇଁ ଏହି ଉପାୟ ଗୁଡିକ କରିବା ନିହାତି ଦରକାର..

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଆୟୁର୍ବେଦ ର ଏକ ଅଦ୍ଭୁତ୍ ଡ୍ରିଂକ୍ସ ଟିକୁ ନେଇ କରି ଆସିଛୁ । ଯାହାର ସାହାର୍ଯ୍ୟ ରେ ଆପଣ ପୁରୁଣା ରୁ ପୁରୁଣା ଅର୍ଶ ହେଉ ବା କବଜ ହେଉ ରକ୍ତହୀନତା ହେଉ ବା କୋଷ୍ଟକାଠିନ୍ୟତା ହେଉ ଏହା ଆପଣଙ୍କର ସବୁ ପ୍ରକାରର ସମସ୍ଯା କୁ ମାତ୍ର 15 ଦିନ ମଧ୍ୟରେ ଦୂର କରିଦେବ । ଏପରିକି ଏହା ଆପଣ ଙ୍କର ଲିଭର କୁ ମଧ୍ୟ ସଫା କରିଦେବ ।

ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ଏପାଇଁ ଆପଣ ଙ୍କୁ ଏକ ବିଟ, ଏକ ଗାଜର, ଓ ତାହାସହ କିଛି ପାଳଙ୍ଗ ସାଗର ଆବଶ୍ୟକ ପଡିବ । ଶେଷ ସାମଗ୍ରୀ ରୂପରେ ଆପଣ ଙ୍କୁ ଏଠାରେ ଅଁଳା ଚୂନା ର ଆବଶ୍ୟକ ପଡିବ । ପ୍ରଥମେ ଆପଣ ସବୁ ସାମଗ୍ରୀ କୁ ଭଲ ଭାବରେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଏକ ଗ୍ରାଇଣ୍ଡର ର ଜାର ରେ ନେଇ ନିଅନ୍ତୁ ।

ଏହା ପରେ ସେଥିରେ କିଛି ପନୟ ଦେଇ ସେ ସବୁ ର ଏକ ଜୁସ୍ ପ୍ରସ୍ତୁତ କରି ନିଅନ୍ତୁ । ବର୍ତ୍ତମାନ ଆପଣ ଏହାକୁ ଏକ ଗ୍ଳାସ ରେ କାଢି ସେଥିରେ ଅଧ ଚାମଚ ଅଁଳା ଗୁଣ୍ଡ ମିଶାଇ ଦିଅନ୍ତୁ । ଆପଣ ଚାହିଁଲେ ଏହି ସ୍ଥାନରେ ଆପଣ ଅଁଳା ରସ ର ମଧ୍ୟ ବ୍ୟବହାର କରି ପାରିବେ । ବର୍ତ୍ତମାନ ଆପଣ ଙ୍କର ଏହି ଡ୍ରିଂକ୍ସ ଟି ସଂପୂର୍ଣ୍ଣ ରୂପରେ ବନି ପ୍ରସ୍ତୁତ ହୋଇ ଯାଇଛି ।

ଆସନ୍ତୁ ଜାଣିବା ଏହି ଡ୍ରିଂକ୍ସ ଟି କୁ ସେବନ କରିବା କିପରି ? ଆପଣ ଏହି ଡ୍ରିଂକ୍ସ ଟି କୁ ଏହି ପରି ପ୍ରସ୍ତୁତ କରି ଏହାକୁ ସକାଳେ ଖାଲି ପେଟ ରେ ମାତ୍ର 15 ଦିନ ସେବନ କରିବା ପରେ ଦେଖିବେ ଆପଣ ଙ୍କର ଅର୍ଶ, କବଜ, କୋଷ୍ଟକାଠିନ୍ୟତା, ରକ୍ତହୀନତା ଓ ଏପରିକି ଲିଭର ମଧ୍ୟ ସଫା ହୋଇଯିବ । ବନ୍ଧୁଗଣ କେବଳ ଏହି ଗୋଟିଏ ଡ୍ରିଂକ୍ସ ଆପଣଙ୍କ ଶରୀରର ଅନେକ ପ୍ରକାରର ରୋଗ କୁ ଦୂର କରିଥାଏ ।

ଯଦି ଆପଣ ଙ୍କ ଶରୀର ରେ ଏନେମିଆ ବା ରକ୍ତ ର ଅଭାବ ଥାଏ, ତେବେ ମଧ୍ୟ ଆପଣ ଏହି ଡ୍ରିଂକ୍ସ କୁ ପ୍ରସ୍ତୁତ କରି 15 ଦିନ ସେବନ କରିବା ଦ୍ଵାରା ଶରୀର ରେ ଥିବା ରକ୍ତ ର ଅଭାବ ଦୂର ହୋଇଯିବ । ପ୍ରଥମେ ଯେତେବେଳେ ଆପଣ ଏହି ଡ୍ରିଂକ୍ସ ର ସେବନ କରିବା ଆରମ୍ଭ କରିଛନ୍ତି, ସେହି ସମୟରେ ଆପଣ 15 ଦିନ ଧରି ଲଗାତର ଏହି ଡ୍ରିଂକ୍ସ ସେବନ କରନ୍ତୁ ।

ଏହା ପରେ ଆପଣ ଚାହିଁଲେ 15 ଦିନ ରେ ଥରେ ମଧ୍ୟ ଏହି ଡ୍ରିଂକ୍ସ ର ସେବନ କରି ପାରିବେ । ତେବେ ଆପଣ ମାନଙ୍କୁ ଆମର ଏହି ରେମିଡି ଟି କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button