Thyroid ଭଲ କରିବାର ସବୁଠୁ ଚମତ୍କାରୀ ଉପାୟ, ମାତ୍ର 1 ମାସରେ ହେବ କଣ୍ଟ୍ରୋଲ (Healthy Tips)

ନମସ୍କାର ବନ୍ଧୁଗଣ । ବର୍ତମାନର ସମୟରେ ଅନେକ ଲୋକ ଅନେକ ପ୍ରକାରର ରୋଗ ବାଧ୍ୟ ମାନଙ୍କ ଶିକାର ରେ ଗ୍ରସ୍ତ ହେଉଥିବା ସମୟରେ ଥାଇରଏଡ ଏକ ଏପରି ରୋଗ, ଯାହାକୁ ନେଇ ଛୋଟ ରୁ ବଡ ପର୍ଯ୍ୟନ୍ତ ସବୁ ବୟସ ର ଲୋକ ଚିନ୍ତିତ । ଏପରି ରେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର ବିଷୟରେ ନେଇ କରି ଆସିଛୁ, ଯାହା ସାହାର୍ଯ୍ୟ ରେ ଆପଣ ନିଜର ଥାଇରଏଡ ଭଳି ସମସ୍ଯା ରୁ ମୂଳରୁ ମୁକ୍ତ ହୋଇ ପାରିବେ ।
ବନ୍ଧୁଗଣ ଏହି ଉପଚାର ଟୁକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଧନିଆ ପତ୍ର ର, ଏହା ଶରୀରରେ ଥିବା ଥାଇରଏଡ ଭଳି ସମସ୍ଯା କୁ ଦୂର କରିବା ସହ ଶରୀର ରୁ ମୋଟପା କୁ ମଧ୍ୟ ଦୂର କରି ଦେଇଥାଏ । ପ୍ରଥମେ ଆପଣ କିଛି ଧନିଆ ପତ୍ର କୁ ଭଲ ଭାବରେ ଧୋଇ ନିଅନ୍ତୁ ।
ବର୍ତ୍ତମାନ ସେଥିରେ ଦୁଇ ଚିମୁଟା ସନ୍ଧେବ ଲୁଣ ଓ 4 ଟି ଗୋଲମରୀଚ ଦେଇ ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରିବା ସମୟରେ ଆପଣ ସେଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଏକ ବଢିଆ ଜୁସ୍ କରି ନନ୍ତୁ । ଏହି ଧନିଆ ପତ୍ର ର ଜୁସ୍ ଟି ଥାଇରଏଡ଼ ରୋଗୀ ମାନଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।
ଏହାର ସେବନ କରିବା ସମୟରେ ଆପଣ ଏଥିରେ ଫାଳେ ଲେମ୍ବୁ ର ରସ ଦେଇ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଙ୍କର ରେମିଡି ଟି ବନି ପ୍ରସ୍ତୁତ ହୋଇ ଯାଇଛି । ଏହି ପରି ଡ୍ରିଂକ୍ସ ପ୍ରସ୍ତୁତ କରି ଆପଣ ଏହାର ସେବନ ସପ୍ତାହ କୁ ଦୁଇଥର ସକାଳେ ଖାଲି ପେଟ ରେ ସେବନ କରିବାର ଅଛି ।
ଆପଣ ସକାଳ ର ଔଷଧ ଖାଇ ସାରିଲା ଏକ ସମୟ ପରେ ଏହାକୁ ବନେଇ ଏହାର ସେବନ କରି ପାରିବେ । ଏଥିରୁ ଆପଣଙ୍କୁ ଚମତ୍କାର ଲାଭ ଦେଖିବାକୁ ମିଳିବ । ଯଦି ଆପଣଙ୍କୁ ଧନିଆ ପତ୍ର ମିଳୁ ନାହିଁ, ତେବେ ଆପଣ ଦ୍ଵିତୀୟ ରେମିଡି ଟିକୁ ମଧ୍ୟ ବନେଇ ତାହର ସେବନ ମଧ୍ୟ କରି ପାରିବେ ।
ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ଗ୍ଳାସ ପାଣି ରେ ଏକ ଚାମଚ ଗୋଟା ଧନିଆ ନେଇ ନିଅନ୍ତୁ । ଏବେ ଏହାକୁ ରାତି ସାରା ଏହି ପରି ଭାବରେ ହିଁ ଛାଡି ଦିଅନ୍ତୁ । ସକାଳେ ଧନିଆ ପାଣି ରୁ ଧନିଆ କୁ ଛାଣି ଅଲଗା କରି ନିଅନ୍ତୁ ।
ବର୍ତ୍ତମାନ ସେହି ପାଣି ରେ ଫାଳେ ଲେମ୍ବୁ କୁ ଚିପୁଡି ଆପଣ ତାହର ମଧ୍ୟ ସେବନ କରି ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ରେମିଡି ଟି କିପରି ଲାଗିଲା, ତାହା ଆପଣ ଆମକୁ କମେଣ୍ଟ ବକ୍ସ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ